ପୁଟିନଙ୍କ ପୂର୍ବର ଫୂର୍ତ୍ତିଲା ଚେହେରା ନାହିଁ, କି ଆଖିରେ ତେଜ ବି ନାହିଁ ।
ଟ୍ୱିଟର ଅଧିଗ୍ରହଣ ଡିଲ୍କୁ ସାମୟିକ ସ୍ଥଗିତ ରଖିଲେ ଏଲନ ମସ୍କ ।
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କଙ୍କ ଅବିକଳ ଚେହେରା ଥିବା ଲୋକ ମଧ୍ୟ ଅଛନ୍ତି। ତାଙ୍କ ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି ଚୀନରେ ଅଛନ୍ତି।
ଲିକ୍ ହୋଇଥିବା ତାଲିକାରେ ପ୍ରତ୍ୟେକ କଏଦୀଙ୍କ ନାମ, ଜନ୍ମ ତାରିଖ, ଜାତି, ପରିଚୟ ପତ୍ର, ଚାର୍ଜ, ଠିକଣା, ଦଣ୍ଡର ସମୟ ଏବଂ ଜେଲ ବିଷୟରେ ସୂଚନା ରହିଛି
ଟ୍ୱିଟରରୁ ୨ ଜଣ କର୍ମଚାରୀଙ୍କୁ ନିଲମ୍ୱିତ । କମ୍ପାନୀ ପକ୍ଷରୁ ଗତକାଲି ଦୁଇଜଣ ବରିଷ୍ଠ ମ୍ୟାନେଜରଙ୍କୁ ବରଖାସ୍ତ କରାଯାଇଛି ।
ତାଲିବାନ୍ର ନୂଆ ନିୟମ । ରେଷ୍ଟୁରାଣ୍ଟରେ ଏକାଠି ବସିପାରିବେ ନାହିଁ ସ୍ୱାମୀ ଓ ସ୍ତ୍ରୀ ।
ଅନ୍ୟପଟେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ । ସେ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିପାରିବେ ନାହିଁ ।
ଚାଇନାରେ ପୁଣି ଏକ ବଡ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଦେଖନ୍ତୁ କିପରି ରନ୍ ୱେ ଉପରେ ହୁତୁ ହୁତୁ ହୋଇ ଜଳୁଛି ବିମାନ ।
ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟାଙ୍କ ବଡ଼ ବାର୍ତ୍ତା । ସପ୍ତାହକ ମଧ୍ୟରେ ନୂଆ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି । ସଂଖ୍ୟାଗରିଷ୍ଠ ସମର୍ଥନ ଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବ ।
ଗୁରୁବାର ସକାଳେ ତିବ୍ଦତ ଏୟାରଲାଇନ୍ସର ଏକ ବିମାନ ଟେକ୍ ଅଫ୍(ଉଡ଼ାଣ ଭରିବା) ବେଳେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
ସମ୍ବିଧାନ ସଂଶୋଧନ କରି ସଂସଦକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଗୋଟାବାୟା । ଘୋର ଆର୍ଥିକ ସଂକଟ ପାଇଁ ସାରା ଦେଶରେ ଲାଗି ରହିଛି ହିଂସାକାଣ୍ଡ ।
ସବୁବେଳେ ଚର୍ଚ୍ଚାରେ ରହିବାକୁ ଚାହେଁ ଚୀନ୍। ଏଇ ସୋମବାର ଦିନ ହଠାତ୍ ଚୀନର ଆକାଶ ହୋଇଗଲା ଲାଲ୍। ଯାହାକୁ ଦେଖି ତାଜୁବ ହୋଇଗଲେ ଲୋକେ। କାହିଁକି ଏମିତି ହେଲା?
ନିକଟରେ ଟ୍ୱିଟର କିଣିଥିବା ଏଲୋନ୍ ମସ୍କ ସ୍ପଷ୍ଟ କରିଛନ୍ତି , ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ରିଷ୍ଟୋର କରାଯିବ ।
ବିକ୍ଷୋଭ, ସଂଘର୍ଷ, ପୋଡ଼ାଜଳା, ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ସିଂହଳୀଙ୍କ ରାଗ ଚରମ ସୀମାରେ ପହଞ୍ଚିବା ଥିବା ବେଳେ ସମ୍ପୂର୍ଣ୍ଣ ଅଣାୟତ୍ତ ହୋଉପଡିଛି ସ୍ଥିତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ, ନାରାବାଜି ଓ ହିଂସାକାଣ୍ଡ ଭିତରେ ମହିନ୍ଦା ରାଜପାକସେ ପଦରୁ ଇସ୍ତଫା ଦେଇଥିଲେ ।
ଜଳୁଛି ଶ୍ରୀଲଙ୍କା । ଉଗ୍ର ରୂପ ଧାରଣ କରିଛି ସରକାର ବିରୋଧୀ ଜନ ଆନ୍ଦୋଳନ । ଗତକାଲି ରାଜଧାନୀ କଲମ୍ବୋ ସମେତ ସାରା ଦେଶରେ ବ୍ୟାପକ ହିଂସା ଓ ପୋଡ଼ାଜଳା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପାକସେ ।
କିଛି କ୍ଷଣ ପାଇଁ ଖେଳାଳିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା , ହେଲେ ସେଭଳି କିଛି ବଡ ଘୋଷଣା କରାଯାଇନି ।
ଦେଶରେ ଜରୁରୀ ପରିସ୍ଥିତି ଓ କର୍ଫ୍ୟୁ ସତ୍ତ୍ୱେ ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଚିନ୍ତା ବଢ଼ିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି।
ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ପ୍ରଧାନମନ୍ତ୍ରୀ ରାଜପକ୍ଷ ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି ।
ଜେଲେନ୍ସ୍କି ନିଜର ପ୍ରିୟ ଜ୍ୟାକେଟ୍କୁ ଲଣ୍ତନ୍ରେ ବିକ୍ରି କରି ଦେଶ ପାଇଁ କିଛି ପାଣ୍ଠି ସଂଗ୍ରହ କରିଛନ୍ତି ।
ଆମେରିକୀୟଙ୍କ ହୃଦୟ ୟୁକ୍ରେନବାସୀଙ୍କ ସହିତ ଅଛି। ୟୁକ୍ରେନ ସହିତ ଅଛି ଆମେରିକା।
କେନ୍ଦ୍ର ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟକୁ ସଂପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରିଦେଇଛନ୍ତି । ଏହା ତଥ୍ୟଭିତ୍ତିକ ଓ ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଇଛି ।
ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା । ଡଲାର ପିଛା ଟଙ୍କାର ମୂଲ୍ୟ ୬୬ ପଇସା ହ୍ରାସ ପାଇଛି ।
ଡ୍ରୋନ୍ ଆକ୍ରମଣରେ ରୁଷୀୟ ପାଟ୍ରୋଲିଂ ବୋଟ୍ରେ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି ।