ଆଜି ସକାଳୁ ସକାଳୁ ଫିଲିପାଇନ୍ସ(Philippines)ରେ ଭୂକମ୍ପ(Earthquake)ର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି।