ଏ ସଂପର୍କରେ ମିଳିଥିବା ଅଭିଯୋଗରୁ ପ୍ରକାଶଯେ, ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ରଣା ଚଞ୍ଚକତା କରି ମୋ ସ୍କୁଲ ଯୋଜନା ଅର୍ଥକୁ ହରିଲୁଟ କରୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ଏ ସୂଚନା ପାଇବା ପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଟିମ ସ୍କୁଲକୁ ଆସି ଶିକ୍ଷକଙ୍କ କେଳେଙ୍କାରୀର ତଦନ୍ତ କରିବା ସମୟରେ ବହୁ ଅକୁହା କଥା ସାମ୍ନାକୁ ଆସିଥିଲା ।
ଏମିତି ଏକ ବିଶ୍ବବିଦ୍ୟାଳୟ ରହିଛି ଯେଉଁଥିରେ ସର୍ବାଧିକ ବିଲିୟନାରୀ ମାନେ ପାଠ ପଢିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ୯୨୨ ବର୍ଷ ପୁରୁଣା ଏକ ବିଶ୍ବବିଦ୍ୟାଳୟ।
ସମସ୍ତଙ୍କ ପାଇଁ ଡିଜିଟାଲ୍ ଶିକ୍ଷାକୁ ସୁଗମ କରିବା ପାଇଁ ଏକ ଅତ୍ୟାଧୁନିକ କମ୍ପୁଟର ଲ୍ୟାବ ରହିଛି ।
ଅଧ୍ୟାପକଙ୍କ କାମ ଅଧ୍ୟାପନା କରିବା । ହେଲେ ଜ୍ଞାନ ବାଣ୍ଟିବା ଜାଗାରେ ଟଙ୍କା ରୋଜଗାରକୁ ନେଇ ଏବେ ଚର୍ଚ୍ଚାରେ ଜଣେ ସରକାରୀ ଅଧ୍ୟାପକ ।
ଶିକ୍ଷାଗତ ଭିତ୍ତିଭୂମିରେ ପରିବର୍ତ୍ତନ ଆଣି ଚାଇନାର କେତେକ ବିଦ୍ୟାଳୟ କିଛି ନୂଆ ତରିକା ଆପଣେଇଛନ୍ତି। କ୍ଲାସ୍ ରୁମ୍ରେ ପଡିଥିବା ଡେସ୍କଗୁଡିକୁ ଏକ ଫୋଲ୍ଡେବଲ୍ ମେକାନିଜିମ୍ ସହିତ ତିଆରି କରାଯାଇଛି, ଯାହା ଦୁଇଟି କାମ କରିପାରିବ। କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ପିଲାମାନଙ୍କୁ ଶୋଇବାକୁ ଅନୁମତି ଦିଆଯାଇଛି।
IGNOU ର ଜାନୁଆରୀ ୨୦୨୩ ସେସନରେ ଆଡମିଶନ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଆଡ୍ମିଶନ ପାଇଁ IGNOU ଶେଷ ତାରିଖ ବୃଦ୍ଧି କରିଛି। ଜାଣନ୍ତୁ କିପରି କରିବେ ଆବେଦନ…
ଯେଉଁ ବୟସରେ ଲୋକମାନେ ନିଜକୁ ବୃଦ୍ଧ ଦର୍ଶାଇ କୌଣସି କାର୍ଯ୍ୟରେ ଅକ୍ଷମ ବୋଲି ଭାବନ୍ତି ସେହି ସମୟରେ ଜଣେ ୯୫ ବର୍ଷୀୟ ପ୍ରଫେସର ଅଛନ୍ତି ଯିଏ ପ୍ରତିଦିନ ୧୨୦ କିଲୋମିଟର ଯାତ୍ରା କରନ୍ତି ଆଉ ପିଲାମାନଙ୍କୁ ପାଠ ପଢାନ୍ତି। ସେ ହେଲେ ପଦାର୍ଥ ବିଜ୍ଞାନର ପ୍ରଫେସର ଚିଲୁକୁରୀ ସାନ୍ତମ୍ମା ।