ଦ୍ୱାଦଶ ପରେ କ’ଣ କରିବା? ଦ୍ୱାଦଶ ପାଶ୍ ପରେ ଏହି ପ୍ରଶ୍ନ ନିଶ୍ଚିତ ଭାବରେ ପ୍ରତ୍ୟେକ ଛାତ୍ରଙ୍କ ମନରେ ଆସେ। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ଟେକ୍ନୋଲୋଜି କ୍ଷେତ୍ରରେ କ୍ୟାରିୟର କରିବା ଏକ ଉତ୍ତମ ବିକଳ୍ପ ବୋଲି ପ୍ରମାଣିତ ହେବ। ଆସନ୍ତୁ ସେ ବିଷୟରେ ପୂରା ଜାଣିନେବା।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏସମ୍ପର୍କରେ ସୂଚନା ଦେଇଛନ୍ତି ।
ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(NEET)। ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୪୧ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି।
NEET Ug ୨୦୨୩ ଅଫିସିଆଲ୍ ଡ୍ରେସ୍ କୋଡ୍ ଜାରି କରିଛି। ପୁଅ-ଝିଅଙ୍କ ପାଇଁ ଅଲଗା ଅଲଗା ଡ୍ରେସ୍ କୋଡ୍ ଜାରି ହୋଇଛି। କେହି ବି ଫୁଲ୍ ସାର୍ଟ ପିନ୍ଧି ପାରିବେ ନାହିଁ। ସେହିପରି ଆଉ କ’ଣ ରହିଛି ଆସନ୍ତୁ ଜାଣିବା।
ବାହାରେ ଚକଚକ, ଭିତରେ ଫମ୍ପା: ରାଜ୍ୟ ସରକାରଙ୍କ ଚୂନବୋଳା 5T ସ୍କୁଲର ଫିଟୁଛି ଅସଲ ଚେହେରା, ନାଁକୁ ସ୍ମାର୍ଟ, ନିମ୍ନମାନର କାମ ଯୋଗୁ କେଉଁଠି ବ୍ଲାକବୋର୍ଡ ଧଡ଼ ଧଡ଼ ତ କେଉଁଠି ଓହଳି ପଡ଼ିଲାଣି କବାଟ, ନବରଙ୍ଗପୁର ରାଇଘରରେ ବିଡିଓଙ୍କୁ ଘେରିଲେ ଲୋକେ
ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧୀରେ ଧୀରେ ସୁଧୁରି ଆସିଥିଲା। କିନ୍ତୁ ହଠାତ ବିଦ୍ୟାଳୟ ଛୁଟି ଥିବା ବେଳେ ପ୍ରଧାନଶିକ୍ଷକଙ୍କ ହଠାତ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।
୧୫ ଦିନ ଭିତରେ ପୁନର୍ବିଚାର କରିବାକୁ ନାକ୍ ନିକଟରେ ଆବେଦନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
ଖରାଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ମେ’ ୧ ତାରିଖରୁ ଅବକାଶକାଳୀନ ଗୃହକାର୍ଯ୍ୟ ବା ହଲିଡେ’ ହୋମ୍ ୱାର୍କ ପ୍ରୋଗ୍ରାମ ଆରମ୍ଭ ହୋଇଛି। ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲା ଯାଇ ୪ ଜଣ ବିଷୟ ଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି।
ଗତମାସରେ ନାକ୍ ଟିମ୍ କ୍ୟାମ୍ପସରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଖସିଛି ମାନ୍ୟତା ।
ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିବେ, ସେମାନେ ସେମାନଙ୍କର ରେଜଲ୍ଟ କେମିତି ଜାଣିବେ....
ଇଏ କେମିତିକା ନିୟମ? କାମ ସରିନି, ଚେୟାର ଟେବୁଲ ପଡିନି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ଅଧପନ୍ତରିଆ ସ୍କୁଲର ଉଦଘାଟନ ପାଇଁ ଗ୍ରୀନ ସିଗ୍ନାଲ ଦେଇଦେଲା ପ୍ରଶାସନ
ଆଜିର ଦିନରେ ଏକ ଦରକାରୀ ପାଠ୍ୟକ୍ରମ ହେଉଛି ଗୁଗୁଲ୍ ଦ୍ୱାରା ପ୍ରଦାନ କରାଯାଉଥିବା ଏକ ମାଗଣା ପ୍ରୋଗ୍ରାମ, ଯାହା ଦ୍ୱାରା ଆପଣ ଘରେ ବସି ଭଲ ଦରମା ସହିତ ସହଜରେ ଚାକିରି ପାଇପାରିବେ। ତେବେ ଆସନ୍ତୁ ଏହା ସହ ଜଡିତ ସମ୍ପୂର୍ଣ୍ଣ ସୂଚନା ବିଷୟରେ ଜାଣିନେବା।
ଟାବଲେଟ୍ ବାଣ୍ଟିବାକୁ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ
ଗୋଟିଏ ପ୍ଲାଟଫର୍ମରେ ରହିବ ଦେଶର ସବୁ ଛାତ୍ରଛାତ୍ରୀଙ୍କ ତଥ୍ୟ,ଜି- ଟ୍ୱେଣ୍ଟି ସମ୍ମିଳନୀରେ NETF ଅଧ୍ୟକ୍ଷଙ୍କ ସୂଚନା
ଏଣିକି ବାହାର ଲୋକଙ୍କୁ କଲେଜ କ୍ୟାମ୍ପସ ଭିତରେ ପ୍ରବେଶ ଉପରେ କଟକଣା ଲାଗିଛି। ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ କଲେଜ କର୍ତ୍ତୃପକ୍ଷ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।
ପ୍ରାୟ ସବୁ ଅଭିଭାବକ ସେମାନଙ୍କ ପିଲାଙ୍କୁ ନବୋଦୟ ବିଦ୍ୟାଳୟରେ ଆଡମିଶନ କରେଇବାକୁ ଚାହାନ୍ତି। ଆପଣ ଯଦି ଚାହାନ୍ତି ତେବେ ଜାଣି ନିଅନ୍ତୁ ଯେ କେଉଁମାନେ ଏନେଇ ସକ୍ଷମ, କିପରି କରାଯିବ ଆବେଦନ।
ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ ପରେ ଶେଷରେ ପରୀକ୍ଷା ବାତିଲ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ(OSSC)। ଗତକାଲି ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପଦବି ପାଇଁ ପ୍ରିଲିମିନାରୀ ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଥିଲା ।
ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ(OSSC)ଙ୍କ ନୂଆ ଓଡ଼ିଆ ପ୍ରଶ୍ନପତ୍ର ଦେଖିଲେ ଆପଣଙ୍କ ମୁଣ୍ତ ବୁଲାଇଦେବ । ଏମିତିକି ପ୍ରଶ୍ନପତ୍ର ଦେଖି ପରୀକ୍ଷାର୍ଥୀଙ୍କ ମୁଣ୍ତ ବୁଲାଇ ଦେଉଛି ।
ପ୍ରାଥମିକ ବିଦ୍ୟାଳୟ ଅଛି କିନ୍ଚୁ ଶ୍ରେଣୀ ଗୃହ ନାହିଁ.. ରାଜ୍ୟରେ ଏମିତି ଚାଲିଛି ପାଠ ପଢା
ସ୍କୁଲରେ ପିଲା ନାହାଁନ୍ତି, ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରୀକରଣ ହେଉଛି । ଆଉ ନୂଆ ରୂପ ପାଉ ପାଉ କମ୍ ଉପସ୍ଥାନ ଦର୍ଶାଇ ସ୍କୁଲକୁ ବନ୍ଦ କରାଯାଉଛି । ସରକାରୀ ତହବିଲରୁ ଏମିତି ଚାଲିଛି ଅର୍ଥ ଶ୍ରାଦ୍ଧ ।
ଖରାଛୁଟିରେ ଅନ୍ ଲାଇନ୍ ଜରିଆରେ ଡାଉଟ କ୍ଲିୟରିଂ କ୍ଲାସ୍ କରାଯାଉଥିବାରୁ ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ପିଲାଏ କରିପାରନ୍ତି।
ଲମ୍ବା ଖରାଛୁଟିକୁ ଘରେ କେମିତି କାଟିବେ ପିଲା । ଛୁଟିରେ ଥାଇ ବି ପଢ଼ାମନସ୍କ କରେଇବାକୁ ହୋମୱାର୍କ ପୁସ୍ତିକା ବାଣ୍ଟିଲା ବିଭାଗ
ସାଧାରଣ ନିର୍ବାଚନ ପରି ପ୍ରାର୍ଥୀ ଚୟନ ପାଇଁ ହେଉଥିବା ଏହି ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏଜେଣ୍ଟ ମାନଙ୍କ ସହ ପ୍ରିଜାଇଡିଙ୍ଗ ଏବଂ ପୁଲିଙ୍ଗ ଅଫିସରଙ୍କ ଦାୟିତ୍ୱ ତୁଲାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।
ପୁସ୍ତକ ଇଂରାଜୀ ଭାଷାରେ ହୋଇଥିଲେ ବି ଛାତ୍ରଛାତ୍ରୀ ଚାହିଁଲେ ଆଞ୍ଚଳିକ ଭାଷାରେ ପରୀକ୍ଷାରେ ଉତ୍ତର ଲେଖି ପାରିବେ । ଏନେଇ ପ୍ରୋତ୍ସାହିତ କରିବାକୁ ସମସ୍ତ କୁଳପତିଙ୍କୁ ଚିଠି ଲେଖିଛି ୟୁଜିସି ।
ଆସନ୍ତାକାଲିଠୁ ଗ୍ରୀଷ୍ମକାଳୀନ ସ୍କୁଲ୍ ଛୁଟି ଘୋଷଣା ହୋଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା ହୋଇଛି।