ପାଇଲଟ୍ ପରୀକ୍ଷାରେ ପ୍ରଥମ ରାଉଣ୍ଡ ଲିଖିତ ପରୀକ୍ଷା କରାଯାଏ । ଯେଉଁଥିରେ ଆପଣଙ୍କୁ ଦ୍ୱାଦଶ ଆଧାରିତ ପଦାର୍ଥ ବିଜ୍ଞାନ ଏବଂ ଗଣିତରୁ ପ୍ରଶ୍ନ ଆସିବ । ଏହା ପରେ ଦ୍ୱିତୀୟ ରାଉଣ୍ଡରେ ଏକ ଭିଡିଓ ଗେମ୍ ପରୀକ୍ଷା ଦେବାକୁ ପଡ଼େ । ଏହା ପରେ ତୁମର ସମସ୍ୟା ସମାଧାନ କୌଶଳକୁ ବିଶ୍ଳେଷଣ କରାଯିବ । ଆପଣଙ୍କୁ ମଲ୍ଟି-ଟାସ୍କିଂ କାମ ଦିଆଗଲେ ଆପଣ ଏହାକୁ କିପରି ପରିଚାଳନା କରିବେ ତାହା ମଧ୍ୟ ଦେଖାଯିବ । ଏହାକୁ ବିଶ୍ଳେଷଣ କରିବା ପରେ ତୁମର ମୂଲ୍ୟାଙ୍କନ କରାଯିବ ।
ଆମ ଚିହ୍ନା ପରିଚିତ ଏବଂ ପରିବାରରେ ଅନେକ ଛାତ୍ରଛାତ୍ରୀ ଥା’ନ୍ତି, ଯିଏ ବର୍ଷସାରା ଅକ୍ଲାନ୍ତ ପରିଶ୍ରମ ସହ ରାତି ଅନିଦ୍ରା ହୋଇ ଘଣ୍ଟାଘଣ୍ଟା ପାଠ ପଢୁଥା’ନ୍ତି। କିନ୍ତୁ ବର୍ଷ ଶେଷରେ ପରୀକ୍ଷା ଦେଲା ବେଳକୁ ଆଶାନୁରୂପ ଫଳ ମିଳେନି। କେବଳ ଆମେ ନୁହେଁ, ଶିକ୍ଷକବି ଏପରି ପରୀକ୍ଷା ଫଳ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ଏହା ଅନେକ ସମୟରେ ଏକାଗ୍ରତାର ଅଭାବରୁ ହୋଇଥାଏ। ଚାଲନ୍ତୁ ଜାଣିବା ପରୀକ୍ଷା ସମୟମରେ କେମିତି ଏକାଗ୍ରତା ବଢାଇବେ।
୨୦୨୫ରେ ଏମିତି ବହୁତ ଅବସର ଆସିବ ଯେଉଁଠି ଆପଣଙ୍କୁ ଧୈର୍ଯ୍ୟର ସହ କାମ କରିବାକୁ ପଡିବ । ଏହି ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ଭାଗ୍ୟ ୨୦୨୫ରେ ଏକ ପ୍ରକାର ଚମକି ଉଠିବ । ଅନେକ ଅସମ୍ପୂର୍ଣ୍ଣ କାମ ଆପେ ଆପେ ସମ୍ପୂର୍ଣ୍ଣ ହୋଇଯିବ । କ୍ୟାରିଅର ଦୃଷ୍ଟିରୁ ଦେଖିଲେ, ଆପଣଙ୍କ ପାଇଁ ବର୍ଷର ଆରମ୍ଭରୁ ହିଁ ବୃତ୍ତିଗତ ଜୀବନର ସଫଳତା ଉପରମୁହାଁ ହେବ । ଖୁବ ପ୍ରଶଂସା ଏବଂ ସମ୍ମାନ ପାଇବେ ।
AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରାଧାନ୍ୟ ଅନେକ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ସ୍କୁଲ୍ ସ୍ତରରୁ ଛାତ୍ରମାନଙ୍କୁ AI ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେଉଛି। ଭବିଷ୍ୟତରେ ସେମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନ ହେବାକୁ ପଡିବ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
BA କରିବା ପରେ, ଛାତ୍ରମାନଙ୍କ ପାଖରେ ଅନେକ ବିକଳ୍ପ ଅଛି ଯେଉଁଥିରେ ସେମାନେ ଆଡ୍ମିଶନ୍ ନେଇ ଏକ ଭଲ କ୍ୟାରିଅର୍ କରିପାରିବେ। ଏହି ପାଠ୍ୟକ୍ରମଗୁଡିକ ଅଧ୍ୟୟନ କରିବା ପରେ, ପିଲାମାନେ ନିଜ ଚାକିରି ବ୍ୟତୀତ ନିଜର କିଛି ବି ଆରମ୍ଭ କରିପାରିବେ।
IGNOU ର ଜାନୁଆରୀ ୨୦୨୩ ସେସନରେ ଆଡମିଶନ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଆଡ୍ମିଶନ ପାଇଁ IGNOU ଶେଷ ତାରିଖ ବୃଦ୍ଧି କରିଛି। ଜାଣନ୍ତୁ କିପରି କରିବେ ଆବେଦନ…
ଆଜିକାଲି ସମସ୍ତେ ସରକାରୀ ଚାକିରି ପଛରେ ଦୌଡୁଛନ୍ତି। ଏନେଇ ବର୍ଷ ବର୍ଷ ମଧ୍ୟ ପରିଶ୍ରମ କରୁଛନ୍ତି। ଅନେକ ମଧ୍ୟ ଖାଇବା ପିଇବା ଭୁଲି ଯାଉଛନ୍ତି। କ’ଣ ରହିଛି ଏହାର କାରଣ? ଏଥିରୁ କ’ଣ ମିଳୁଛି ଲାଭ? ଆସନ୍ତୁ ଜାଣିବା।