• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Matric Exams

Odisha Matric Exams
ମାଟ୍ରିକ ଡ୍ରପଆଉଟ୍‌ ପିଲା ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା

ମାଟ୍ରିକ ଡ୍ରପଆଉଟ ପିଲା ଦେବେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା ଦେଇଛନ୍ତି ।

Family's Lone BreadWinner
ଠେଲାରେ ବରା ସିଙ୍ଗଡ଼ା ବିକ୍ରି କରୁଥିଲେ, ହେଲେ ମ୍ୟାଟ୍ରିକ୍‌ରେ ରଖିଲେ ୫୩୨ ନଂ

ଦିନେ ଠେଲା ଗାଡ଼ିରେ ଗାଁକୁ ଗାଁ ବୁଲି ବରା, ସିଙ୍ଗଡ଼ା ବିକ୍ରି କରୁଥିଲେ। ସଂଘର୍ଷ ପରେ ବି ହାର୍‌ ମାନିନଥିଲେ। ପରିଶ୍ରମ କରି ପାଠ ପଢିଲେ ଆଉ ମାଟ୍ରିକ୍‌ରେ ୫୩୨ ନମ୍ବର ରଖିଲେ। ଏବେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ବିକାଶ। କିନ୍ତୁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ମିଳିଲେ ବିକାଶଙ୍କ ସାକାର ହେବ ସ୍ୱପ୍ନ ।

Familys Lone BreadWinner
ଠେଲାରେ ବରା ବିକ୍ରି କରୁଥିଲେ, ମାଟ୍ରିକ୍‌ରେ ରଖିଲେ ୫୩୨...

ଦିନେ ଠେଲା ଗାଡ଼ିରେ ଗାଁକୁ ଗାଁ ବୁଲି ବରା, ସିଙ୍ଗଡ଼ା ବିକ୍ରି କରୁଥିଲେ। ସଂଘର୍ଷ ପରେ ବି ହାର୍‌ ମାନିନଥିଲେ। ପରିଶ୍ରମ କରି ପାଠ ପଢିଲେ ଆଉ ମାଟ୍ରିକ୍‌ରେ ୫୩୨ ନମ୍ବର ରଖିଲେ। ଏବେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ବିକାଶ। କିନ୍ତୁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ମିଳିଲେ ବିକାଶଙ୍କ ସାକାର ହେବ ସ୍ୱପ୍ନ ।

Matric Summative-1 Exams
ଆସନ୍ତାକାଲିଠୁ ମାଟ୍ରିକ୍‌ ସମେଟିଭ୍ ପରୀକ୍ଷା, ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ମାଟ୍ରିକ୍‌ ସମେଟିଭ୍ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି। କରୋନା କଟକଣା ସହ ପରୀକ୍ଷା ହେବ। ଆସନ୍ତାକାଲିଠୁ ରାଜ୍ୟରେ ପ୍ରଥମ ଥର ପାଇଁ ମାଟ୍ରିକ୍‌ ଛାତ୍ରଛାତ୍ରୀ ସମେଟିଭ୍ ପରୀକ୍ଷା ଦେବେ।

students
ମାଟ୍ରିକ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ଯଦି ଜେନେରାଲ୍ ପରୀକ୍ଷା ନ ହୋଇପାରିବ, ସେ କ୍ଷେତ୍ରରେ ଆସେସ୍‌ମେଣ୍ଟ ପରୀକ୍ଷା କାମରେ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କ ସହ ଶିକ୍ଷା ବିଭାଗ ନିୟମିତ ଯୋଗାଯୋଗରେ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।