• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Grand Farewell

Teacher
‘ମୁଁ ସିନା ଅବସର ନେଇଗଲି, ହେଲେ ଏ ସ୍କୁଲ୍‌କୁ ଛାଡ଼ି ରହିପାରିବିନି’

ସ୍ଥାନୀୟ ଅଂଚଳର ଶିକ୍ଷକ ଭକ୍ତ ବତ୍ସଳ ସାହୁ । ଦୀର୍ଘ ୩୨ ବର୍ଷ ଧରି ଜରିପଡା ପଞ୍ଚାୟତ ପଇଗୁଆଁ କ୍ଷୀରେଶ୍ୱର ବିଦ୍ୟାପୀଠରେ ଶିକ୍ଷକତା କରିଥିଲେ । ଆଉ ଏବେ ଅବସର ନେବା ପରେ ତାଙ୍କର ପୁରାତନ ଛାତ୍ରମାନେ ରାଜ୍ୟ ବାହାରୁ ଧାଇଁ ଆସିଥିଲେ ।

Grand farewell
ବିରଳ ବିଦାୟ: ଘୋଡ଼ା ଗାଡ଼ିରେ ବସାଇଲେ, ଡିଜେ..ଢୋଲ ବଜାଇ ନାଚିଲେ

ସାର୍‌ଙ୍କ ଚାକିରି ସରିଗଲା ବୋଲି...ଘୋଡ଼ା ଗାଡ଼ିରେ ବସାଇଲେ । ଡିଜେ, ଦୁଲୁଦୁଲି ବଜାଇ ଗାଁ ପରିକ୍ରମା କଲେ । ପିଲାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଖି ଭାବବିହ୍ୱଳ ହେଲେ ଶିକ୍ଷକ

Teacher
ପତି ସାର୍.. ଆମକୁ ଛାଡ଼ି ଯାଆନ୍ତୁନି..

୧୯୮୫ରେ ୨୩ ବର୍ଷ ବୟସରେ ପ୍ରଥମେ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ପତି ସାର୍ । ୨୦୨୧ରୁ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଲେ । ତାଙ୍କ ପାଠ ପଢାଇବା ଶୈଳୀ ସବୁଠୁ ନିଆରା । ଅବୁଝା ପିଲାକୁ ଖୁବ ସହଜରେ ବୁଝାଇ ପାଠପଢା ପ୍ରତି ବ୍ରତୀ କରାଇପାରନ୍ତି ପତି ସାର୍ । ସବୁ ବିଷୟରେ ସେ ପାରଙ୍ଗମ ହେଲେ ଇଂରାଜୀ ପାଠ ବେଶୀ ଭଲ ପଢାନ୍ତି ।

Special Story | Locals give grand farewell to police official in Malkangiri
ଦୁର୍ଗମ ବିଚ୍ଛିନ୍ନାଞ୍ଚଳର ଲୋକପ୍ରିୟ ପୋଲିସ୍ ବାବୁଙ୍କୁ ବିଦାୟ ଦେଲେ ଲୋକେ, କହିଲେ ଇଏ ଥିଲେ ନକ୍ସଲ ଗଡ଼ର ଷଣ୍ଢ

କିଛିବର୍ଷ ପୂର୍ବେ ପୂରା ଅଞ୍ଚଳ ଥିଲା ନକ୍ସଲଙ୍କ କବଜାରେ। ସେଠିକୁ କେହି ପୋଲିସ୍ ବାବୁ ଯିବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଏହି ଅଂଚଳରେ ଦୀର୍ଘଦିନ ଧରି କାମ କରି ଲୋକପ୍ରିୟ ହୋଇପାରିଥିଲେ ଜଣେ ଥାନାବାବୁ। ତାଙ୍କରି ସମୟରେ ସୁରକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି। ଲୋକେ ତାଙ୍କୁ କହୁଥିଲେ ଷଣ୍ଢ ପୋଲିସ୍ ବାବୁ। ଏବେ ତାଙ୍କର ବଦଳି ହେବାପରେ ତାଙ୍କୁ ଲୋକେ କେମିତି ବିଦାୟ ଦେଇଥିଲେ ଦେଖନ୍ତୁ…

Special Story | Kalahandi SP gets grand farewell from colleagues and locals
ବିଦାୟ ବେଳେ କଳାହାଣ୍ଡି ଏସପିଙ୍କୁ କାନ୍ଧରେ ବୁଲାଇଲେ ଲୋକେ

ଜଣେ ଏସପି ବଦଳି ହେଲା ବେଳକୁ ଲୋକେ ପ୍ରସେସନ କରୁଛନ୍ତି। କାନ୍ଧରେ ବସାଇ ବୁଲାଉଛନ୍ତି। ଡିଜେ ବାଜୁଛି। ବାଇକ୍ ରାଲି ହେଉଛି। ବୋଧେ ବହୁତ୍ କମ୍ ପୋଲିସ ଅଫିସରଙ୍କ ଭାଗ୍ଯରେ ଏମିତି ସୁଯୋଗ ମିଳେ। ଏଠି ପୋଲିସ୍ ଓ ଜନତାଙ୍କ ମଧ୍ୟରେ ମଧୁର ସମ୍ପର୍କ ବେଶି, ତିକ୍ତ ସମ୍ପର୍କ କମ୍। ଏଠି ଏ ଦୃଶ୍ଯ ଦେଖିଲେ ଆପଣ ବି ଖୁସି ହୋଇଯିବେ।