ଘର ଦ୍ୱାର ମୁହଁ ନିକଟରେ ଝିଅର ଝୁଲନ୍ତା ମୃତଦେହ, ପଡ଼ୋଶୀ ହତ୍ୟା କରିଥିବା ଅଭିଯୋଗ କଲେ ପରିବାର ଲୋକେ
ଦୁର୍ବୃତ୍ତଙ୍କ ଆକ୍ରମଣ ଯୋଗୁ ହସ୍ପିଟାଲ୍ରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣ ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।
ଶିଶୁ କଲ୍ୟାଣ କମିଟି ସଦସ୍ୟ ସୌଦାମିନୀ ରଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଫୋନ୍ରେ କଥା ହେଉଥିବା ବେଳେ ପଛପଟୁ ମୁଣ୍ଡକୁ ପିଟି ପିଟି ମାରିଦେଲେ।
ଶିଶୁ କନ୍ୟା ସନ୍ତାନ ଦିବସରେ ବି ଅଲୋଡ଼ା । ଟମକା ଚମ୍ପାଝରରେ ଶିଶୁକନ୍ୟାକୁ ମାଆ ଗଳା ଚିପି ହତ୍ୟା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ମୁକ୍ତିଢିପାରେ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ସେପଟେ ପୁଣି ଝିଅ ହେବାରୁ ଚାନ୍ଦବାଲି ମେଡିକାଲରେ ପତ୍ନୀ ଓ କନ୍ୟାକୁ ଛାଡ଼ି ବାପା ଛୁ ।
ଜମିଜମା ବିବାଦକୁ ନେଇ ହୋଟେଲ ମାଲିକଙ୍କୁ ପ୍ରଥମେ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ପରେ ଛୁରାମାଡ଼। ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ କିଛି ସମୟ ପାଇଁ ହସ୍ପିଟାଲ୍ ପରିସର ରଣକ୍ଷେତ୍ର ପାଲଟି ଥିଲା ।
ରାଜଧାନୀର ବାରରେ ଉଡୁଛି ଅବକାରୀ ନିୟମର ଧଜ୍ଜିଆ । ଲାଭ ଓ ଲୋଭ ଭିତରେ ଅବକାରୀ ନିୟମ ଫୁ’ । ଡ୍ୟାନ୍ସ ଫ୍ଲୋରରୁ ଓହ୍ଲାଇବା ପରେ ଦେହ ବ୍ୟବସାୟ ପାଇଁ ହେଉଛି ଡିଲ୍ । ବାର୍ ଗାର୍ଲ ଓ ଗ୍ରାହକଙ୍କ ମଧ୍ୟରେ ଚାଲୁଛି କାରବାର । ଦେହ ବ୍ୟବସାୟ ଅଭିଯୋଗ ଆଣି ପୂର୍ବରୁ ଥାନାକୁ ଯାଇଥିଲେ ବାର୍ ଗାର୍ଲ ।
ବାରରେ କେମିତି ହୁଏ ଦେହ ପାଇଁ ଡିଲ୍ ? ବାରର ରଙ୍ଗୀନ ରାତିରେ କେମିତି ଚାଲେ ନିଷିଦ୍ଧ ବେପାର ? ରାଜଧାନୀର ଜଣେ ବାର୍ ଗାର୍ଲଙ୍କ ମୁହଁରୁ ଏତେ ସମୟ ଧରି ଶୁଣୁଥିଲେ ଚାଞ୍ଚଲ୍ୟକର ବୟାନ। ଆଉ ଏବେ ଆମେ ଦେଖାଉଛୁ, ସେହି ଦେହ ସୌଦାର କଳା କାହାଣୀ।
ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି ଖାକି ପୋଷାକଧାରୀ ବାବୁ। ପଦ୍ମପୁର ଉପ କାରାଗାରରେ ସେ ଜେଲ ୱାର୍ଡର ଭାବେ କାର୍ଯ୍ୟ କରୁଛନ୍ତି।
ଫସାଉଥିଲେ, ବିବାହ କରୁଥିଲେ, ପରେ ଟଙ୍କା ପଇସା ସୁନା ରୂପା ଧରି ଚମ୍ପଟ ମାରୁଥିଲେ । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶରୁ । ନିଜର ଅନେକ ନାମ ଧରି ବୁଲୁଥିଲେ । ଭଲ ଘରର ପୁଅଙ୍କୁ ଫସାଇ ବିବାହ କରୁଥିଲେ । ପରେ ସମସ୍ତ ସମ୍ପତ୍ତି ନେଇ ଫେରାର ହୋଇ ଯାଉଥିଲେ ।
ସାଇବର କ୍ରାଇମ୍କୁ ନେଇ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ଶିବିରରେ ନିଜର ଅନୁଭୂତି ବଖାଣିଛନ୍ତି ତାରା ।
ଆତଙ୍କବାଦୀମାନଙ୍କ ପାଶବିକ ଅତ୍ୟାଚାର ସୀମା ଲଙ୍ଘିଛି । ଗାଜାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କୁ ସ୍ଥାନାନ୍ତରଣ ଚାଲିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଆତଙ୍କବାଦୀଙ୍କ ଛାତିଥରା କାହାଣୀ ସାମ୍ନାକୁ ଆସୁଛି ।
ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗାଁର ବିଶ୍ଵନାଥ ବର୍ଗିଆ । ବିଶ୍ଵନାଥ ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ନିଜ ଚାଷ ଜମି ନିକଟରେ ମଞ୍ଚା କରି ରାତିରେ ଶୋଇଥିଲେ ।
ଖେଳ ଛୁଟି ପରେ ବିଦ୍ୟାଳୟର ଅଫିସ୍ କୋଠରୀରେ ଦଶମ ଶ୍ରେଣୀର ଛାତ୍ର ସୁମନ କୁମାର ଦାସଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗତକାଲି ସୁମନ ଓ ଶିକ୍ଷକ ମନୋରଂଜନଙ୍କ ପୁତୁରା ସୂର୍ଯ୍ୟକାନ୍ତଙ୍କ ସହ ଗଣ୍ଡଗୋଳ ହୋଇଥିଲା ।
ସତ ପଦାକୁ ଆସିବା ପାଇଁ CBI ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର। କହିଛନ୍ତି ଜଣେ ଅଭିଯୁକ୍ତ ମରିଛି, ଯିଏ ବଞ୍ଚିଛି ତାକୁ ଫାଶି ଦିଆଯାଉ ବୋଲି ମମିତାଙ୍କ ମା’ କହିଛନ୍ତି।
ପାର୍ବଣ ବେଳରେ ନିୟମ ଫୁ କରିଛନ୍ତି ଡ୍ୟାନ୍ସ ବାର୍ । ରାଜଧାନୀରେ ରାତିତମାମ୍ ଗ୍ରାହକଙ୍କୁ କରୁଛନ୍ତି ମତୁଆଲା। ରଙ୍ଗିଲା ବାରରେ ରଙ୍ଗୀନ ରାତିର ସତ ପଦାକୁ ଆସିବା ପରେ ଏବେ ସାବାଡ୍ ଲାଗି ସଜବାଜ ଅବକାରୀ ବିଭାଗ। ଆକ୍ସନ ମୋଡ଼କୁ ଆସି ଗଠନ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ।
ଝାଡ଼ଖଣ୍ଡର କଳଙ୍କ । ସୁନ୍ଦରଗଡ଼ରେ କମ୍ପନ। ଦୋହଲାଇଦେଇଛି ସାରା ରାଜ୍ୟକୁ। ସଭ୍ୟ ସମାଜର ମୁଣ୍ଡ ନୁଆଇଁ ଦେଇଛି ଉଲଗ୍ନ ଅବସ୍ଥାରେ ୨ ମହିଳା ଚାଲିବା ପଛର କାହାଣୀ। କାରଣ, ମାଇଲ ମାଇଲ୍ ଧରି ଉଲଗ୍ନ ଅବସ୍ଥାରେ ଚାଲିବା ସତ୍ତ୍ୱେ ଫୁଙ୍ଗୁଳା ଶରୀର ଉପରକୁ କେହି କନା ଖଣ୍ଡେ ଯେ ଫୋପାଡ଼ିଲେନି ତା’ନୁହେଁ, ବରଂ ଲୁଟ୍ ହୋଇଛି ୨ ମହିଳାଙ୍କ ଇଜ୍ଜତ୍, ମହତ୍।
ରାସ୍ତାରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମା’, ଝିଅଙ୍କ ସମ୍ପର୍କରେ ଛାତି ଥରାଇ ଦେଲା ଭଳି କାହାଣୀ ସାମ୍ନାକୁ ଆସିଛି। ଜଣେ ଯୁବକ ମା’ ଓ ଝିଅଙ୍କ ସହ ଦୁଷ୍କର୍ମ କରିଛି।
ଘଟଣା ଦିନ ବି ଏସବୁର ଅନୁସରଣ କରାଯାଇଥିଲା । ତଥାପି ଅଭିଯୋଗକାରୀ, ତାଙ୍କର ପୁଅ ହୋଇଥିବା କହି ଅଡ଼ି ବସିଥିଲେ । ଜଣଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା । ତେଣୁ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସଂକେତ ଦେଇଥିଲେ ନିର୍ଦ୍ଦେଶକ ।
ବଦନାମରୁ ବର୍ତ୍ତିଲା କ୍ୟାପିଟାଲ୍ ହସ୍ପିଟାଲ୍। ହେଲେ ବିବାଦରୁ ନୁହେଁ। ଡିଏନ୍ଏ ରିପୋର୍ଟ ଧୋଇଲା ଶିଶୁବଦଳ କଳଙ୍କ । ହେଲେ ଧୋଇପାରିଲାନି ବିବାଦ । ପୁଣି ମୁହାଁମୁହିଁ ହସପିଟାଲ୍ କର୍ତ୍ତୃପକ୍ଷ, ଅଭିଯୋଗକାରୀ ପ୍ରାଣକୃଷ୍ଣ ।
ଦେହ ବ୍ୟବସାୟ ପାଇଁ ମନା କଲେ ବାର ମାଲିକ ଯୁବତୀଙ୍କୁ ମାଡ଼ ମାରୁଛନ୍ତି । ଠିକ୍ ସେମିତି ଜଣେ ଯୁବତୀ ବାର୍ ମାଲିକଙ୍କଠାରୁ ମାଡ଼ ଖାଇବା ପରେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଆମର ଟାର୍ଗେଟ୍ ୪୦ ଥର ଗୁଳି ମାରିବା । ଏବେ ଥରେ ମାରିଛୁ । ଆହୁରି ୩୯ ଥର ମାରିବୁ । ଏମିତି କହି ଏକ ଭିଡିଓ ପୋଷ୍ଟ କରିଥିଲେ ଦୁଇ ବାଳକ ।
ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। ତାଙ୍କ ପରିବାର ମଧ୍ୟ ଆସି ପହଞ୍ଚିଛନ୍ତି।
ସିଧାସଳଖ ଇଡି ସ୍କାନରକୁ ଆସିଥିଲେ ସୌରଭ ଏବଂ ସେ ପ୍ରମୋଟର ଥିବା ମହାଦେବ ବେଟିଂ ଆପ୍ ।
ପୁଣି ବେଆଇନ୍ ବାଣ ତିଆରି ପାଇଁ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ଖଣ୍ଡିଆବନ୍ଧ ଗାଁର ଘଟଣାକୁ ନେଇ ଉଦବେଗ ।
ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର । ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ED କରିଥିଲା ଆବେଦନ ।