ଜଣେ ବ୍ୟକ୍ତି ତାଙ୍କର ଦୁଇ ପୁଅଙ୍କ ସହ ମକର ସଂକ୍ରାନ୍ତି ପର୍ବ ପାଇଁ ଗଙ୍ଗାସାଗରକୁ ଯାଉଥିଲେ । ସଠିକ୍ ରାସ୍ତା ନଜାଣିବାରୁ ସାଧୁମାନଙ୍କୁ ପଚାରିଥିଲେ ।