• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Death Mystery

DJ Azex
ଡିଜେ ଆଜେକ୍ସଙ୍କ ସୁଇସାଇଡ୍ ପୂର୍ବରୁ ଘଟିଥିଲା କ’ଣ?

ପ୍ରେମରେ ବ୍ରେକ୍ ଅପ୍, ପ୍ରେମିକାର ପ୍ରତାରଣା ନା ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ? କେଉଁ କାରଣରୁ ଜୀବନ ହାରିଲେ ରାଜଧାନୀର ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସ ? ତାକୁ ନେଇ ଲାଗିରହିଥିବା ସସ୍‌ପେନ୍ସ ଭିତରେ ପୋଲିସ ହାତରେ ଲାଗିଛି ମୃତ୍ୟୁ ପୂର୍ବରୁ ବାନ୍ଧବୀ ଜିଜ୍ଞାସା ଓ ଆଜେକ୍ସଙ୍କ ମଧ୍ୟରେ ହୋଇଥିବା ୯୭ ସେକେଣ୍ଡର ଫୋନ କଲ୍ ।

DJ Azex
୯୭ ସେକେଣ୍ଡର ଫୋନ କଲ୍‌ରେ ଲୁଚି ରହିଛି DJ Azexଙ୍କ ମୃତ୍ୟୁ ରହସ୍ୟ !

ସେଦିନ ଥିଲା ମାର୍ଚ୍ଚ ୧୮, ସମୟ ସଂଧ୍ୟା । ଯେଉଁ ସଂଧ୍ୟା ଥିଲା ଆଜେକ୍ସ ପାଇଁ ଶେଷ ସଂଧ୍ୟା । ଯେଉଁ କଲ୍ ଥିଲା ଜିଜ୍ଞାସାଙ୍କ ଉଦ୍ଦେଶ୍ୟରେ ଲାଷ୍ଟ କଲ୍ । ଯାହା ଲାଗିଛି ପୋଲିସ ହାତରେ ।

DZ Azex death
‘ମୁଁ ଯାଉଛି ଜିଜ୍ଞାସା .. ଆଉ କେବେ ଆସିବିନି’ !! DZ Azexଙ୍କ ଶେଷ ଭଏସ୍‌ ମେସେଜ୍‌

DZ Azexଙ୍କ ଭଏସ୍‌ ମେସେଜ୍‌ରୁ ଜଣାପଡ଼ୁଛି ସେ କେତେ କଷ୍ଟରେ ଥିଲେ । ତାଙ୍କ ପ୍ରତିଟି କଥା ବେଶ୍‌ ବେଦନାଭରା ରହିଛି ।

DJ Azex Death Mystery
ଡିଜେ ଆଜେକ୍ସ ମୃତ୍ୟୁ ପଛରେ ବ୍ରେକଅପ୍ ?

ବ୍ରେକ୍ ଅପ୍ ତାଙ୍କର ମୃତ୍ୟୁର ଅନ୍ୟ ଏକ କାରଣ ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।

DZ Azex Death Case
ଖୋଲିବ କି ଆଜେକ୍ସଙ୍କ ମୃତ୍ୟୁ ଗୁମର ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଆଜେକ୍ସ(DZ Azex Death Case)ଙ୍କ ବେକରେ ଦାଗ ଥିବା ମଧ୍ୟ ଉଲ୍ଲେଖ

DJ Azex Death Case
ସନ୍ଦେହ ଘେରରେ ଡିଜେ ଆଜେକ୍ସଙ୍କ ମୃତ୍ୟୁ; ଆତ୍ମହତ୍ୟା ନା ହତ୍ୟା ?

ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ବନ୍ଧୁଙ୍କ ବାର୍ଥ ଡେ’ ପାଳିଥିଲେ ଡିଜେ ଆଜେକ୍ସ । କେକ୍ ଖୁଆଇଥିଲେ, ସେଲଫି ବି ନେଇଥିଲେ । ହେଲେ ଦିନ ଚାରିଟା ଯାଇନି ବଦଳିଯାଇଛି ସମସ୍ତ ଚିତ୍ର । ଆଉ ନାହାଁନ୍ତି ବିନ୍ଦାସ, ଖୁସ ମିଜାଜ ଫେମସ ଡିଜେ ଆଜେକ୍ସ।

Murder or suicide Mystery shrouds death of lovers in Bolangir
ଭଉଣୀ ମଥାରେ ସିନ୍ଦୂର ଦେଲା ଭାଇ, ତା’ପରେ ମିଳିଲା ମୃତଦେହ...

ଦୁଇ ସମ୍ପର୍କୀୟ ଭାଇ ଭଉଣୀ ପରସ୍ପର ମଧ୍ୟରେ ପ୍ରେମ କରି, ଶେଷରେ ସେମାନଙ୍କର ଜୀବନ ଚାଲି ଯାଇଛି। ଜଙ୍ଗଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। 

3 Members Of A Family Died In Rayagada
କିଏ ଜାଳି ଦେଲା ସୁନା ସଂସାର ? ଗଣଆତ୍ମହତ୍ୟା ନାଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ?

କିଏ ଜାଳି ଦେଲା ସୁନା ସଂସାର ? ଗଣଆତ୍ମହତ୍ୟା ନାଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ? ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକାରପାଇ ଗାଁରେ ଗୋଟିଏ ପରିବାରର ୩ ମୃତ ଓ ୨ ଗୁରୁତର ଘଟଣା ଏବେବି ରହସ୍ୟ ଘେରରେ। 

manish das
ମନୀଷ ମୃତ୍ୟୁ ଘଟଣାରେ ଆସିଲା ଡାକ୍ତରୀ ରିପୋର୍ଟ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ଘଟଣାରେ ଆସିଲା ଡାକ୍ତରୀ ରିପୋର୍ଟ। ଶ୍ୱାସରୁଦ୍ଧ କାରଣରୁ ମନୀଷଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟର ପ୍ରାଥମିକ ତଥ୍ୟ ଅନୁସାରେ ସୂଚନା ମିଳିଛି।

DOG Death
ଗୁଲୁଗୁଲାରେ ବିଷ ଦେଇ ୨୦ କୁକୁରକୁ ମାରିଦେଲା ଜଳଖିଆ ଦୋକାନୀ !

ଜଳଖିଆ ଦୋକାନୀର ବର୍ବରକାଣ୍ଡ । ଜଳଖିଆ ଦୋକାନୀ ୫ ଦିନରେ ହତ୍ୟା କଲାଣି ୨୦ କୁକୁର । ଶଙ୍କରପୁର ଗାଁରେ କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ ହୋଇଛି । ଆଜି ସ୍ଥାନୀୟ ଅଞ୍ଚଳରୁ ୧୦ କୁକୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧୦ କୁକୁରଙ୍କ ମୃତଦେହ ଉଦ୍ଧାର ପରେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି।