ବିତିଲା ୨୪ ଘଣ୍ଟା । ହେଲେ ବାଲେଶ୍ୱର ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତିଙ୍କ କେମିତି ହେଲା ମୃତ୍ୟୁ, ଏଯାଏଁ ସାମ୍ନାକୁ ଆସିପାରୁନି ସତ । ଯଦି ବି ସେ ଆତ୍ମହତ୍ୟା କରିଛନ୍ତି, ତା’ପଛର ରହସ୍ୟ ଉପରୁ ପରଦା ହଟୁନି । କିଏ କହୁଛନ୍ତି, କାର୍ଯ୍ୟ ଚାପରୁ ବିଷାଦଗ୍ରସ୍ତ ଥିଲେ ତ ଆଉ କିଏ ଏହି ରହସ୍ୟଜନକ ମୃତ୍ୟୁ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ।
Published By: Manoranjan Behera
Last updated: 12 January 2024, 10:59 PM IST
ଭାଙ୍ଗି ପଡିଛି ଛାତ, ଦେଖାଯାଉଛି ରଡ୍.. ବିପର୍ଯ୍ୟସ୍ଥ ଅବସ୍ଥାରେ ଚାଲିଛି ରୋଗୀ ସେବା.. ରୋଗୀ ଟିଏ ସୁସ୍ଥ ହେବା ପାଇଁ ତିଆରି ହୋଇଥିଲା ଏହି ସ୍ୱାସ୍ଥ୍ୟକେନ୍ଦ୍ର କିନ୍ତୁ ଆଜି ଏହାର ପରିବେଶ ଦେଖିଲେ ଲାଗେ ଯେମିତି ଭଲ ମଣିଷ ବି ଏଠାକୁ ଆସିଲେ ସଂକ୍ରମଣର ଶିକାର ହୋଇ ଫେରିବ..