କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ । ଇ-କୋର୍ଟରେ ମିଳୁଛି ହାଇକୋର୍ଟ ଭଳି ସୁବିଧା: କେନ୍ଦ୍ର ଆଇନମନ୍ତ୍ରୀ ।
ମହିଳା କର୍ମଚାରୀ ଚାହିଁଲେ ନିଜର ନୋମିନି ନିଜେ ବାଛିପାରିବେ । ନୂଆ ନିୟମରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଜଣେ ମହିଳା ନିଜ ସ୍ୱାମୀଙ୍କ ପରିବର୍ତ୍ତେ ପିଲାଙ୍କୁ ପେନ୍ସନ୍ ନୋମିନି ଭାବେ ରଖିପାରିବେ ।
ଅଯୋଧ୍ୟା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି ।
ସାରା ରାଜ୍ୟରେ ଆପଣ ଦେଖିବାକୁ ପାଇବେ ଗଞ୍ଜାମ ଆସିକାର ଏହି ପାରମ୍ପରିକ ମୁଆଁ। ଏହା ଧନୁରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବିଭିନ୍ନ ମନ୍ଦିର ଓ ପୂଜା ସାମଗ୍ରୀ ଦୋକାନରେ ବହୁଳ ମାତ୍ରାରେ ବିକ୍ରି ହୋଇଥାଏ।
ଜୀବନ ଯୁଦ୍ଧରେ ଜିତି, ସେ ନାଁ ପାଇଛି 'ବିଜୟିନୀ' । ଆଉ ପରିଚୟ-'ଭିମସାରର ଝିଅ' । କାରଣ ଏଇ ବୁର୍ଲା ଭିମସାରରେ ଡାକ୍ତରମାନଙ୍କ ଅମୃତ ଛୁଆଁ ତାକୁ ପୁନର୍ଜନ୍ମ ଦେଇଛି, ନର୍ସମାନଙ୍କ କୋଳରେ ସେ ବଢ଼ିଛି, ଆଉ ଏଠାକାର ବହୁ ପ୍ରସୂତିଙ୍କ କ୍ଷୀର ବି ପିଇଛି ।
ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲର ବିସ୍ଫୋରଣକୁ ଯିଏ ଦେଖିଛି, ସିଏ ଜାଣିଛି ତାର ଭୟାବହତାକୁ । ହେଲେ ଏହି ଟ୍ରାଜେଡି ଭିତରେ ଆଜି ଯେଉଁ ଖବର ସାମ୍ନାକୁ ଆସିଛି, ଯିଏ ଶୁଣୁଛି ତା ଛାତି କୋରି ହୋଇଯାଉଛି । କାରଣ ବିସ୍ଫୋରଣରେ ସ୍ୱାମୀଙ୍କ ଜୀବନ ଯିବାର ୨୪ ଘଣ୍ଟା ଭିତରେ ତାଙ୍କୁ ଝୁରି ଝୁରି ଜୀବନ ହାରିଦେଇଛନ୍ତି ପତ୍ନୀ ।
କଥାରେ ଅଛି, ଯାହାର କେହି ନାହାନ୍ତି, ତା ପାଇଁ ଭଗବାନ ଅଛନ୍ତି । ଦିନେ ନିଜ ଜନ୍ମକଲା ବାପାମାଆ ତାକୁ ଫିଙ୍ଗି ଦେଇଥିଲେ ଅନ୍ଧାରୀ କୂଅଁରେ । ହେଲେ ସେଦିନର ସେ ଅଲୋଡ଼ା ଶିଶୁ, ଆଜି ବୁର୍ଲା ଭିମସାରରେ ସମସ୍ତଙ୍କ ଅଲିଅଳି ।
କାନ୍ଥରୁ ଲିଭିନି ଶୁଭ ବିବାହର ରଙ୍ଗ । ସାଇତା ହୋଇ ରହିଛି ଅଭୂଲା ସ୍ମୃତିର ଫଟୋ ଚିତ୍ର । ୨ ବର୍ଷ ତଳେ ସଂକଳ୍ପ କରି ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖି ଯେଉଁ ପ୍ରେମ ପକ୍ଷୀ ସୁଖର ନିଡ଼ଟିଏ ତିଆରି କରିଥିଲେ । ଆଜି ଭାଙ୍ଗିଯାଇଛି ସେହି ନିଡ଼ ।
ଗୁଜରାଟ ଅହମ୍ମଦାବାଦ ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଅଛନ୍ତି ମନୋରମା । ମନୋରମାଙ୍କ ପଦୋନ୍ନତି ହେବା ସହ ନୂଆ ଦାୟିତ୍ବ ଦିଆଯାଇଛି।
ଆସନ୍ତା ଜାନୁଆରି ୭ ତାରିଖରୁ ମାଲଦାରୁ ନିୟମିତ ଭାବେ ଚାଲିବ ଏହି ଟ୍ରେନ।
ବର୍ଷେ ଭିତରେ ବିଶ୍ୱର ଜନସଂଖ୍ୟା ସାଢ଼େ ୭ କୋଟି ବଢିଛି।
ଦିଗବାରେଣୀରୁ ବତୀଘର ଯାଏଁ ସମୁଦ୍ରକୂଳ ରାସ୍ତା ନୋ- ଭେହିକିଲ୍ ଜୋନ୍ । ସମସ୍ତ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ ।
ଯାନବାହନ ଯାଞ୍ଚ ସହିତ ବ୍ରେଥ୍ ଆନାଲାଇଜର୍ । କିଏ ମଦ ପିଇଥିଲା କି ଜାଣିବାକୁ ବ୍ରେଥ୍ ଆନାଲାଇଜର୍ ।
ଏହି ଉତ୍ସବ ସାରା ଦେଶରେ ଏକ ସକରାତ୍ମକ ମାହୋଲ ସୃଷ୍ଟି କରିବ । ଶାନ୍ତି ଓ ମୈତ୍ରୀ ପାଇଁ ଏହି ଜାନୁଆରୀ ୨୨ରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଛନ୍ତି ମୋଦି ।
ବିଏମସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବା ଦରକାର ।
ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ BMC । ଏଭଳି ଏକ ନୂଆ ଯୋଜନା ହାତକୁ ନେଇଛି ବିଏମସି ।
ଜାନୁଆରୀ ପହିଲାରୁ ସମ୍ପୂର୍ଣ୍ଣ ନୂଆ ଢାଞ୍ଚାରେ ଶ୍ରୀମନ୍ଦିର ସାମ୍ନାରେ ହେବ କାଳିଆ ଦର୍ଶନ ବ୍ୟବସ୍ଥା। ଆଉ ରହିବନି ପୁରୁଣା ବ୍ୟାରିକେଡ, ଶୀତତାପ ନିୟନ୍ତ୍ରିତ ଟନେଲ୍ ଦେଇ ଭକ୍ତ ମନ୍ଦିରକୁ ପ୍ରବେଶ କରିବେ।
ନୂଆବର୍ଷରୁ ନୂଆ ଢାଞ୍ଚା । ହଟିଯିବ ପୁରୁଣା ବ୍ୟାରିକେଡ୍ । ଏସି ଟନେଲରେ ରହିବ ସେଡ୍ । ଆସନ୍ତା ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେବାକୁ ଯାଉଛି ସଂପୂର୍ଣ୍ଣ ନୂଆ ଦର୍ଶନ ପ୍ରଣାଳୀ ।
ଏପରି ଅଦ୍ଭୁତ ଘଟଣା ଘଟିଛି, ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ମୃତ୍ୟୁ ପରେ ଫେରିଛି ଜୀବନ । ମେଡ଼ିକାଲ ଭାଷାରେ ତାକୁ କ୍ଲିନିକାଲ ଡେଡ୍ କୁହାଯାଏ ।
ଶ୍ରୀରାମଙ୍କ ଭକ୍ତି ଓ ପ୍ରେମରେ ପଡ଼ିଛନ୍ତି ଏହି ମୁସଲିମ୍ ଝିଅ । କହୁଛନ୍ତି ଭଗବାନଙ୍କ ଆଗରେ ସମସ୍ତେ ସମାନ। ତାଙ୍କ ନିକଟରେ ବାଛବିଚାର ନଥାଏ।
ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଉନ୍ମୋଚନ କାର୍ଯ୍ୟକ୍ରମ । ସ୍ୱତନ୍ତ୍ର ଖୁଆଡରେ ଛଡାଯିବ କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍ ପକ୍ଷୀ ।
ଯେକୌଣସି ଋତୁରେ , ପାହାଡିଆ ରାସ୍ତାରେ ଚାଲିବ ଯାନ । ଗାଡ଼ିରେ ଖଞ୍ଜାଯାଇଛି ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ।
ନିଖୋଜଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ନାବାଳିକା ଏବଂ ଆଉ ଜଣେ ମହିଳା ରହିଛନ୍ତି। ମୃତକ ଓ ନିଖୋଜ ସମସ୍ତେ ତାନସିଂ ଗାଁର ବୋଲି ଜଣାପଡିଛି ।
ସମାନ ଧାନବସ୍ତା ଗୋଟିଏ ମେସିନରେ ୪୨କେଜି ଓଜନ ଥିବାବେଳେ ମଣ୍ଡିରେ ବ୍ୟବହୃତ ମେସିନରେ ଓଜନ ପ୍ରାୟ ଅଢ଼େଇ କେଜି କମିଯାଉଛି ।