• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Garbage Problem

Garbage
ଗାଁଠୁ ଖରାପ ମହାନଗର ସ୍ଥିତି; ନାଳରେ କୁଢ଼ କୁଢ଼ ଅଳିଆ, ଗନ୍ଧରେ ଫାଟୁଛି ସାରା ସହର

ସ୍ମାର୍ଟ ସିଟି ବ୍ରହ୍ମପୁର ମହାନଗର। ସ୍ୱଚ୍ଛ ସବେର୍କ୍ଷଣରେ ପ୍ରତିବର୍ଷ ପୁରସ୍କାର ପାଉଛି ସହର। ହେଲେ ଏହି ସହରରେ ଏମିତି ଗୋଟିଏ ସାହି ରହିଛି ତାର ପରିସ୍ଥିତି ଗାଁ ଠୁ ବି ଖରାପ। ସହରରେ ରହୁଥିବା ଲୋକେ କେବେ ଭାବି ପାରୁନାହାନ୍ତି ଯେ, ସେମାନେ ସହରରେ ବାସ କରୁଛନ୍ତି ନା ଗାଁରେ।

Garbage Problem
ଗନ୍ଧରେ ଫାଟୁଛି ରାଜଧାନୀ; ଝାଡୁ ଧରି BMC ଘେରିଲେ ସଫେଇ କର୍ମଚାରୀ

ବାପୁଜୀ ନଗର, ୟୁନିଟ୍-୨ ମାର୍କେଟ ବିଲଡିଂରେ ଅଳିଆ, ଅଳିଆ, ଆଉ ଖାଲି ଅଳିଆ। ରାସ୍ତା ଉପରେ ହେଉ ବା କଲୋନୀ କିମ୍ବା ମାର୍କେଟ କମ୍ପ୍ଲେକ୍ସ ସାମ୍ନା।

Garbage Problem
ରାସ୍ତାରେ ଅଳିଆ ପକାଇଲେ ଫାଇନ୍ କାଟିବ BMC

ରାସ୍ତା ଉପରେ ଅଳିଆ ପକାଇଲେ କଡ଼ା କାର୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛି BMC ।

Garbage collection vehicles
ଖତ ଖାଉଛି ଅଳିଆ ଉଠା ଗାଡ଼ି...ସହର ସାରା ମଇଳା

ସରକାର କା ମାଲ...ଦରିଆ ମେ ଡାଲ୍‌ । ଅଳିଆ ଉଠା ଲାଗି କିଣାଯାଇଥିଲା ଗାଡ଼ି...ଏବେ ଅଧିକାଂଶ ଖତ ଖାଇଲାଣି । ପାର୍ଟ୍ସ ମିଳୁନଥିବାରୁ ସଜଡା ଯାଉନି...ସହର ସାରା ପଡିଛି ଅଳିଆ ଆବର୍ଜନା

Jatayu Machine
ରାଜଧାନୀରେ ଏଣିକି ହାତରେ ଉଠିବନି ଅଳିଆ; ‘ଜଟାୟୁ’ ଜରିଆରେ ସଫେଇ ଆରମ୍ଭ

ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି।

Garbage Problem
ଦଶମ ଦିନକୁ ଛୁଇଁଲା ରାଜଧାନୀବାସୀଙ୍କ ଅଳିଆ ଯନ୍ତ୍ରଣା

୧୦ ଦିନ ତଳେ ସ୍ଥିତି ଯେମିତି ଥିଲା, ସେଥିରେ ସୁଧାର ଆସିବ କଣ, ବରଂ ଆଜି ଆଉ ଟିକେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି । ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି ।