• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

IMFA
୧୨ ସ୍କୁଲକୁ ଖେଳ ଉପକରଣ ପ୍ରଦାନ କଲା IMFA

ଏହି କାର୍ଯ୍ୟକ୍ରମରେ ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ ମଧ୍ୟ ଯୋଗଦେଇଥିଲେ ।

  • Tuesday, 21 November 2023
  • IMFA
Taraprasad Bahinipati
‘ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କର, AIIMS ପଠାଇ ଚିକିତ୍ସା କର’

ମୁଖ୍ୟ ପ୍ରଶାସକ ରଖିଥିବା ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ସରକାରଙ୍କ ଜିଦି ନବାବ ହୁସେନଙ୍କ ଜିଦିକୁ ବଳିଗଲା ।

President Draupadi Murmu will travel by train
ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରା: ୨ଟି ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନର ଶୁଭାରମ୍ଭ

ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ଆଜି ତିନିଟି ଟ୍ରେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Coal train caught fire
କୋଇଲା ଟ୍ରେନରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ l ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରା ଯାଇ ପାରିନାହିଁ ।

Puri Darshan for Devotees in Puri Srimandir
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଭଟ ଯୁକ୍ତି , ଦର୍ଶନ ପାଇଁ ନଆସନ୍ତୁ ବୟସାଧିକ ଓ ରୋଗାକ୍ରାନ୍ତ ବ୍ୟକ୍ତି

ପ୍ରବଳ ଭିଡ଼ ହେଉଥିବାରୁ ନଆସିବାକୁ ଅନୁରୋଧ କଲେ...ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ...ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନପଶିବାକୁ ଅନୁରୋଧ...

Holding Tax
ହୋଲ୍ଡିଂ ଟିକସ ଆଦାୟରେ ଏବର୍ଷ ବହୁ ପଛରେ BMC

୨୦୨୨-୨୩ ଆର୍ଥକ ବର୍ଷରେ ବିଏମସି ହୋଲ୍ଡିଂ ଟିକସ ଆଦାୟରେ ରେକର୍ଡ କରିଥିଲା । ୧୨୫ କୋଟି ଟଙ୍କା ଟାର୍ଗେଟ ଥିବା ବେଳେ, ଆଦାୟ ହୋଇଥିଲା ୭୫ କୋଟି ।

President Droupadi Murmu
ବାଦାମପାହାଡ଼ରୁ ରାଇରଙ୍ଗପୁରକୁ ଟ୍ରେନ୍ ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ବାଦାମପାହାଡ଼ରୁ ୨ ଏକ୍ସପ୍ରେସ ସମେତ ୩ଟି ଟ୍ରେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ।

Puri Srimandir
ଜଗା ଦର୍ଶନାର୍ଥୀଙ୍କୁ କଲବଲ କଲାଣି ବ୍ୟାରିକେଡ୍ ଯନ୍ତ୍ରଣା

ଭକ୍ତ କହିଲେଣି ଆଉ ପୁରୀ ଆସିବୁନି, ତେଣେ ଚାରିଦ୍ୱାର ଖୋଲାଯାଉନଥିବାରୁ ବର୍ଷିଲେଣି ପୁରୀ ବାସିନ୍ଦା ଓ ବୁଦ୍ଧିଜୀବୀ ।

  • Monday, 20 November 2023
Biswabhusan Harichandan
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଯନ୍ତ୍ରଣା

ବିଶ୍ୱଭୂଷଣଙ୍କ ଏମିତି ମନ୍ତବ୍ୟ ପେର ତେଜିଛି ରାଜ୍ୟ ରାଜନୀତି ।

  • Monday, 20 November 2023
Biswabhusan Harichandan
ଶ୍ରୀମନ୍ଦିର ଦର୍ଶନ ପାଇଁ ଅସମ୍ଭାଳ ଭିଡ଼, ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କଲେ ବିଶ୍ୱଭୂଷଣ ହରିଚନ୍ଦନ

ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତ କଲବଲ ହେବା ପ୍ରସଙ୍ଗ ଉଠାଇଲେ...ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ପ୍ରସଙ୍ଗ ଉଠାଇଲେ ... ଭକ୍ତଙ୍କ ମୌଳିକ ସମସ୍ୟା କଥା ଉଠାଉଛନ୍ତି ଛତିଶଗଡ଼ ରାଜ୍ୟପାଳ ...

Elderly woman gets husband's pension after 46 years of his death
୪୬ବର୍ଷ ପରେ ମିଳିଲା ପେନସନ୍,୯୧ ବର୍ଷର ବୃଦ୍ଧା ପାଇବେ ମୃତ ଶିକ୍ଷକ ସ୍ୱାମୀଙ୍କ ଭତ୍ତା

ମହିଳାଙ୍କୁ ପେନସନ୍ ଓ ବକେୟା ଅର୍ଥଦ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Droupadi Murmu
ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, କ’ଣ ରହିଛି କାର୍ଯ୍ୟକ୍ରମ ?

ରାଷ୍ଟ୍ରପତି ହେବା ପରେ ଦ୍ବିତୀୟ ଥର ପାଇଁ ମୟୂରଭଂଜ ଗସ୍ତ... ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ହେବେ ସାମିଲ, ରାଇରଙ୍ଗପୁରରେ ୩ଟି ନୂଆ ଟ୍ରେନର କରିବେ ଲୋକାର୍ପଣ... ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା...

Pension
ବାଲେଶ୍ୱର ମ୍ୟୁନିସିପାଲିଟିରେ ବାବୁ ଛୁଟିରେ, ଭତ୍ତା ପାଇଁ ଦହଗଞ୍ଜ ହିତାଧିକାରୀ

ଅଫିସର ଛୁଟିରେ ଥିବାରୁ ହିତାଧିକାରୀ ହିନସ୍ତା ହେଉଛନ୍ତି। ସରକାରୀ ଭତ୍ତା ପାଇବାରୁ ବଞ୍ଚିତ। ଏମିତି ଚାଲିଛି ସରକାରୀ ଶାସନ ବ୍ୟବସ୍ଥା। କିଏ ଦିବ୍ୟାଙ୍ଗ ଭତ୍ତା ପାଇଁ ତ ଆଉ କିଏ ବାର୍ଦ୍ଧକ୍ୟ ଅଥବା ବିଧବା ଭତ୍ତା ପାଇଁ ସକାଳ ୭ଟାରୁ ପୌରପାଳିକା ଅଫିସ ସାମ୍ନାରେ ଲାଇନରେ ଛିଡ଼ା ହେବାକୁ ପଡୁଛି।

Yojanara Na Hariloot
ଚାଷ ଜମି ନକଲି, ଚାଷୀ ବି ନକଲି : ସାଟେଲାଇଟ୍ ସର୍ଭେରୁ ଧରାପଡିଲା ସତ

ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସରକାର ଢେର୍ ଆଗରୁ ଧାନ ଚାଷ ହୋଇଥିବା ଜମିର ସବିଶେଷ ତଥ୍ୟ ମାଗିଥିଲେ। ଧାନ ବିକିବା ଲାଗି ଚାଷୀଙ୍କୁ ନାଁ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। ତେବେ

Yojanara Na Hariloot
ଭଙ୍ଗା ଦଦରା ଘରେ ଗରିବ,ଭୂତ ହିତାଧିକାରୀ ହାତେଇଛନ୍ତି ଘର

ଜାଲ୍ ଦସ୍ତାବିଜ୍ ମାଧ୍ୟମରେ କେଳେଙ୍କାରୀ..ଏ ଚଞ୍ଚକତା ପଛରେ କିଏ ?

ITI Student
ଆଇଟିଆଇ ଟପ୍ପର ମୂଲ ଲାଗୁଛନ୍ତି

ବାପା ମାଆଙ୍କ ଆଶା ଥିଲା ପୁଅ ଭଲ ପାଠ ପଢ଼ି ଟପ୍ପର ହେଲା, ଏବେ ଘରର ଦୁଃଖ ଦୂର ହେବ । କିନ୍ତୁ ପୁଅ ବି ମୂଲ ଲାଗିଲା…

Farmers of Krushi Mela alleging of not getting previous incentives
କାହା ପାଇଁ ଯୋଜନା? ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ପୋଲ୍ ଖୋଲିଲେ ଚାଷୀ

ଖୋର୍ଦ୍ଧାରେ ଚାଲିଛି ୨ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା...ଚାଷ ପାଇଁ କୌଣସି ସହାୟତା ମିଳିନଥିବା ଅଭିଯୋଗ..

  • Sunday, 19 November 2023
  • Farmer
These artists from Ganjam appeal for GI tag of Brass fish idol
ମାନ୍ୟତା ଅପେକ୍ଷାରେ ଗଞ୍ଜାମ ବେଲଗୁଣ୍ଠାର ପିତ୍ତଳ କାରିଗର, କେବେ ମିଳିବ ଜିଆଇ ଟ୍ୟାଗ ?

ପିତ୍ତଳକୁ ହାତୁଡ଼ିରେ ପିଟିପିଟି ଜୀବନ୍ତ ରୂପ ଦେଉଛି କାରିଗର, ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପ୍ରୟାସ...ପିତ୍ତଳ କାମ ପାଇଁ ଚର୍ଚ୍ଚାରେ ଗଞ୍ଜାମ ବେଲଗୁଣ୍ଠା ସହର... ମାନ୍ୟତା ମିଳିଲେ କଳା ବିଶ୍ୱସ୍ତରରେ ପହଞ୍ଚି ପାରିବ..

  • Sunday, 19 November 2023
  • GI Tag
1 goes missing while taking bath in waterfall
କାଳ ହେଲା ଜଳପ୍ରପାତରେ ଗାଧୁଆ, ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ନିଖୋଜ

ରାତି ସାରା ଖୋଜାଖୋଜି ପରେ ବି ମିଳିଲାନି ପତ୍ତା...ଆଜି ସକାଳୁ ପୁଣି ଚାଲିବ ରେସ୍କ୍ୟୁ ଅପରେସନ୍....

Tikhali Dam
ପର୍ଯ୍ୟଟକଙ୍କ ପସନ୍ଦ ଏବେ ତିଖାଲି ଡ୍ୟାମ୍‌, ଏଇଠି ମିଳିବ ସ୍ପିଟଡ୍‌ ବୋଟିଂର ମଜା

ଏଣିକି ପର୍ଯ୍ୟଟକ ଏଠାକୁ ଆସିଲେ କେବଳ ଯେ, ଡ୍ୟାମ ବୁଲି ମଜା ନେବେ ତା ନୁହେଁ, ଡ୍ୟାମ୍‌ ବୁଲିବା ସହ ଏଥିରେ ସ୍ପିଡ୍ ବୋଟିଂର ବି ମଜା ନେଇପାରିବେ ।

ROAD PROBLEM
ଏବେ ଏବେ ପଞ୍ଚାୟତ କାର୍ଯ୍ୟାଳୟ ତିଆରି ହୋଇଛି, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇଛି କିନ୍ତୁ ରାସ୍ତା ୧୦ ବର୍ଷ ତଳର !

ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ବିଡିଓ, କଲେକ୍ଟର ଓ ଜନପ୍ରତିନିଧି, ସମସ୍ତଙ୍କୁ ଗୁହାରି କରିଛନ୍ତି ଗାଁ ଲୋକେ । ହେଲେ କେହି ଶୁଣୁନାହାନ୍ତି ।

Kho Kho Player
ବାପା ମାଆ ନାହାନ୍ତି, ନହଲେ ପୁଅ ପାଇଁ ସେମାନଙ୍କ ଛାତି ଆଜି ଗର୍ବରେ ଫାଟି ପଡ଼ୁ ଥାନ୍ତା...

ପୂର୍ବରୁ ମଧ୍ୟ ସେ ଅନେକ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗୀତାରେ ସାମିଲ ହୋଇ ପୁରସ୍କାର ପାଇଛନ୍ତି । ତାଙ୍କର ଏହି ସବୁ ଉପଲବ୍ଧି ପାଇଁ ପୁରା ଗାଁ ଆଜି ତାଙ୍କୁ କାନ୍ଧରେ ବସାଇ ବୁଲାଉଛନ୍ତି ।

Get medications faster with drone delivery
ଡ୍ରୋନରେ ପହଞ୍ଚିବ ଔଷଧ,ରାୟଗଡା ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ଯୋଜନା

କଲ୍ୟାଣସିଂହପୁର ଏବଂ ଗୁଡାରି ମେଡିକାଲକୁ ଗଲା ଔଷଧ ...ସଫଳ ହେଲେ ଶୀଘ୍ର ଅନ୍ୟ ସ୍ଥାନକୁ ଯିବ ଔଷଧ...

  • Saturday, 18 November 2023
BJP National VP Baijayant Panda turns saviour for migrant workers stranded in SA
ମଧ୍ୟ ଆଫ୍ରିକାରରେ ଫସିଛନ୍ତି ୨୧ ଜଣ ଶ୍ରମିକ, ସୁରକ୍ଷିତ ଉଦ୍ଧାର ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କଲେ ବୈଜୟନ୍ତ….୨୧ ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ…କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ୧୧, ଭଦ୍ରକର ୨ ଓ ଢେଙ୍କାନାଳର ଜଣେ ଶ୍ରମିକ….