Air Quality
ଯୁଆଡ଼େ ଚାହିଁବେ ଖାଲି ଧୂଳିରେ ଆସ୍ତରଣ । ଆଖିକୁ ଆଖି ଦିଶୁନି, ଦିପାଦ ବି ଚାଲିବା ମୁସକିଲ୍ । ଦିଲ୍ଲୀ ନୁହେଁ, ଆମ ରାଜ୍ୟର ଦୁଇ ପ୍ରମୁଖ ଶିଳ୍ପ ସହର ଅନୁଗୁଳ ଓ ତାଳଚେରରେ ଦେଖିବାକୁ ମିଳିଛି ଏମିତି କିଛି । ପତ୍ରରେ ଧୂଳିର ମୋଟା ଆସ୍ତରଣ, ଘର ଚଟାଣରେ ମାଟି ଆଉ ଧୂଳି । ଛାତ ବି କହୁଛି ଏଠି ପ୍ରଦୂଷଣର ମାତ୍ରା କେତେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)