• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Nuapada

Dibyang
ଦୁଇ ଦିବ୍ୟାଙ୍ଗଙ୍କ ଦୁଃଖଭରା କାହାଣୀ : ଜଣେ ରାମ ହେଲେ ଆଉ ଜଣେ ଲକ୍ଷ୍ମଣ

ଜଣେ ଭାଇ କଥା କହିପାରୁନି, ଆଉ ଜଣଙ୍କ ମୁଣ୍ଡ କାମ କରୁନି । କିନ୍ତୁ କେହି କାହାକୁ ଛାଡିବାକୁ ନାରାଜ୍‌ । ବିଶେଷକରି ମାନସିକ ଅନଗ୍ରସର ଭାଇର ଖୁବ ଯତ୍ନ ନେଉଛି କଥା କହିପାରୁନଥିବା ଭାଇ । ଦାଣ୍ଡ ଦୁଆରେ ଭାଇ ବସୁଛି...ତାକୁ ଖାଇବାକୁ ଦେବା ସହିତ ପୂରା ଯତ୍ନ ବି କରୁଛନ୍ତି । ହେଲେ ମାନସିକ ଅନଗ୍ରସର ଭାଇ କଥା କହିପାରୁନଥିବା ଭାଇଙ୍କୁ ଗାଳି ଦେଉଛି । ଅବଶ୍ୟ ତାଙ୍କ କଥାବାର୍ତ୍ତା କିଛି ବୁଝି ହେଉନାହିଁ ।

Potato Farming
ନୂଆପଡ଼ା ଚାଷୀଙ୍କୁ ଆଳୁ ଦେଇଛି ନୂଆ ରୋଜଗାର

ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ।

Nuapada Sarapancha
ସାବାସ୍‌ ସରପଂଚ : ଗାଁ ଲୋକଙ୍କ ଲାଗି ନଈରେ ଖୋଳିଲେ ୯ ଚୁଆ

ନୂଆପଡା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଆଜି ଏ ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କଲାଣି । ନଦୀରେ କୌଣସି ସ୍ଥାନରେ ପାଣିର ଧାରଟିଏ ବି ନାହିଁ । ତେଣୁ କେମିତି ଚଳିବେ ତାର କୌଣସି ବାଟ ନପାଇ ସରପଂଚଙ୍କୁ ଗୁହାରି କରିଥିଲେ । ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ସୁବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଲେ ସରପଂଚ ସୁନିତା ମେହେର

Dibyanga
ଜନ୍ମରୁ ଦିବ୍ୟାଙ୍ଗ : ଏବେ ଏକାଠି ହେଲେ, କ୍ଷେତରେ ସୁନାର ଫସଲ ଫଳାଇଲେ

ଦିବ୍ୟାଙ୍ଗ ହୋଇଥିବାରୁ ମୂଲମଜୁରୀ କରିବା ସେମାନଙ୍କ ପାଖରେ ସମ୍ଭବ ହେଉନଥିଲା । ହେଲେ ସମାଜରେ କେମିତି ରୋଜଗାର କରିବେ? କେମିତି ଭଲରେ ଚଳିବେ ସେନେଇ ସବୁବେଳେ ଚିନ୍ତା କରୁଥିଲେ । ସେଇଥି ଲାଗି ତ ଗାଁର କିଛି ଦିବ୍ୟାଙ୍ଗ ମିଶି ଏକାଠି ହେଲେ , କ୍ଷେତରେ ଚାଷ କରିବାକୁ ନିଷ୍ପତ୍ତି ନେଲେ । ନିଷ୍ପତ୍ତି ଅନୁସାରେ ଏଇ କ୍ଷେତରେ କରୁଛନ୍ତି ଚାଷ ।

Accident
ମେଡିକାଲରୁ ଫେରୁଥିଲେ....ସାଙ୍ଗ ହୋଇ ଚାଲିଗଲେ ବାପ-ପୁଅ

ରାସ୍ତାରେ ଯିବା ବେଳେ ପୁଅକୁ ନଡରିବାକୁ ପରାମର୍ଶ ଦେଉଥିଲେ। ଭାବିଥିଲେ ମେଡିକାଲରୁ ଆସିବା ପରେ ପୁଅକୁ ଆରାମ ଲାଗିବ। ହେଲେ ସିଏ ନିଜେ ବି ଜାଣିନଥିଲେ। ତାଙ୍କୁ ରାସ୍ତାରେ ଅନେଇ ବସିଛି ଯମ। ଚାହୁଁଚାହୁଁ ଟ୍ରକ୍‌ ଆସି ତାଙ୍କ ବାଇକ୍‌କୁ ଧ୍କକା ଦେଲା। ବାସ୍‌ କେଇ ମୁହୂର୍ତ୍ତରେ ବାପା-ପୁଅଙ୍କ ଚାଲିଗଲା ଜୀବନ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ନୂଆପଡା ଲଖନା ଥାନା କୁଶଦହନା ଗାଁରେ।

 Padmini Majhi
୩୦ ବର୍ଷ ଧରି ବିଶାଳ ଜଙ୍ଗଲକୁ ଜଗିଛନ୍ତି ପଦ୍ମିନୀ

ପାଖାପାଖି ୧୦୦ ହେକ୍ଟର ଜଙ୍ଗଲ ଏବେ ପଦ୍ମିନୀଙ୍କ ପାଇଁ ସୁରକ୍ଷିତ।

fire
ଆଶ୍ଚର୍ଯ୍ୟ !!! ଆପେ ଆପେ ଜଳୁଛି ନିଆଁ, ଆତଙ୍କରେ ପୂରା ଗାଁ

ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ଜଳୁଛି। ପୁରା ଗାଁ ଆତଙ୍କିତ

 archery
ଆଜି ବି ବଞ୍ଚିଛି ଗୁରୁକୁଳ ପରମ୍ପରା : ଦିଆଯାଉଛି ଶାସ୍ତ୍ର ଓ ଶସ୍ତ୍ର ଶିକ୍ଷା

ଭାରତୀୟ ସଂସ୍କୃତି ଓ ପରଂପରାକୁ ବଞ୍ଚାଇ ରଖିବା ସହ ବିଦ୍ୟାର୍ଥୀଙ୍କୁ ଶାସ୍ତ୍ର ସହ ଶସ୍ତ୍ର ଶିକ୍ଷା ଦିଆଯାଉଛି

Dhana Mandi
ମଣ୍ଡିରୁ ଉଠୁନି ଧାନ, ସରିବାକୁ ବସିଲାଣି ସମୟ... କ’ଣ କରିବେ ଚାଷୀ..?

ଅସନ୍ତୁଷ୍ଟ ଚାଷୀ, ବୀରମହାରାଜପୁର-ଆମରପାଲି ରାସ୍ତାର ପଥରଘାଟ ଛକରେ ଧାନବସ୍ତା ରଖି ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ ।

Schoolboy force-fed poisonous fruit by fellow students, critical
ବିଷାକ୍ତ ଫଳ ଦେଲେ, କହିଲେ- ‘ଗ୍ଲୁକୋନ୍‌ ଡି ସହ ଖାଆ, ଶକ୍ତିମାନ ହେବୁ’

ବିଶ୍ୱାସରେ ବିଷ। ତୁମେ ଖାଇ ସାରିଲା ପରେ ଆମେ ଖାଇବୁ ବୋଲି କହିଲେ, ହେଲେ ଆଉ ଖାଇଲେ ନାହିଁ। ଜଣେ ଛାତ୍ରଙ୍କୁ ଜୋରଜବରଦସ୍ତ ଅନ୍ୟ ଛାତ୍ରମାନେ ବିଷାକ୍ତ କନିଅର ଫଳ ଖୁଆଇଥିବା ଅଭିଯୋଗ ହୋଇଛି। 

IPS Reshuffle
IPS ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୧୧ ଜିଲ୍ଲାର SP

ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।

Today Rainfall Likely In Some Districts Of Odisha
ପାଣିପାଗ ବିଭାଗର ପୂର୍ବାନୁମାନ- ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା

ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ଥିର ରହିବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

paddy stock
ଜଳିପୋଡ଼ି ପାଉଁଶ ହୋଇଗଲା ସବୁ ସ୍ୱପ୍ନ; ଏବେ ଝିଅ ବାହାଘର କେମିତି କରିବି?

ସବୁ ସ୍ୱପ୍ନକୁ ଚୁରମାର କରିଦେଲା ନିଆଁ। ଧାନ ବିକିଥିଲେ ଝିଅ ବାହାଘର କରିଥାଆନ୍ତେ...ହେଲେ ଅଧ ରାତିରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ସକାଳୁ ପୋଡିଲା ଧାନକୁ ଧରି ବିଲରେ ମୁଣ୍ଡ ବାଡେଇ କାନ୍ଦୁଛି ମାଆ। ଏବେ ଝିଅ ବାହାଘର ହେବ କେମିତି?

Phonepe OTP
ସାବଧାନ ! ଏଥର ଫୋନ୍‌ ପେ’ରୁ ପେମେଣ୍ଟ ବେଳେ ଚୋରି ହେଉଛି ଟଙ୍କା, ଜାଣନ୍ତୁ...

ଓଟିପିକୁ କ୍ଲିକ୍ କଲା ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୬ ଲକ୍ଷ ୫୦ ହଜାର ଟଙ୍କା । ଠକେଇ ବୋଲି ଜାଣିଲା ବେଳକୁ ସବୁକିଛି ସରିଯାଇଥିଲା ।

Jungle
ଜଙ୍ଗଲ ଭିତରେ କୁଡ଼ିଆ, ଏଇଠି କଟୁଛି ୬ ପ୍ରାଣୀଙ୍କ ଜୀବନ ! ଦେଖନ୍ତୁ ପୁରା କାହାଣୀ..

ପାଖରେ ପାଣି ନଥିବାରୁ ବାହାର ଗାଁକୁ ଯାଇ ପାଣି ଆଣୁଛନ୍ତି । ପିଲାମାନେ ପାଠ ନପଢି ଗାଇ, ଛେଳି ଚରାଉଛନ୍ତି ।

Tragic Story
ହଠାତ୍‌ ୩ ଭଉଣୀଙ୍କ ଚାଲିଲାନି ଗୋଡ଼ ! ଏବେ ମାଆ-ବାପାଙ୍କ କାନ୍ଧ ହିଁ ସାହାରା

ସବୁକିଛି ଠିକ୍‌ ଥିବା ପରେ ବି ହଠାତ୍‌ ତିନି ଭଉଣୀଙ୍କ ଗୋଡ ଆଉ କାମ କଲାନି କି ସେମାନେ ଆଉ ଚାଲି ବୁଲି ପାରିଲେନି ।

Padampur by-poll
ପଦ୍ମପୁର ରାଜନୀତିର ପଶାପାଲିରେ ଏଣ୍ଟ୍ରି ମାରିଲା ନୂଆ ଇସ୍ୟୁ

ଧାମନଗର ପରେ ପଦ୍ଣପୁରରେ ରୋଚକ ଲଢେଇ ହେବାକୁ ଯାଉଛି। 

Youth Suffer From Pain
ଦୁର୍ଘଟଣାରେ ହାତ ଚାଲିଗଲା; ଏବେ ନବୀନଙ୍କ ପାଇଁ ନବୀନ ହିଁ ସାହାରା

୧୧କେଭି ତାରରେ ହାତ ଲାଗିଗଲା..ଡାକ୍ତର କାଟିଦେଲେ ହାତ। ଖଟିଆରେ ଶୋଇଛି ଭେଣ୍ଡିଆ ପୁଅ..ପୁଅର ଚିକିତ୍ସା ପାଇଁ ସବୁ ସମ୍ବଳ ଖର୍ଚ୍ଚ କରିସାରିଲେଣି ପରିବାର ଲୋକେ..ହେଲେ ଏବେ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଅପେକ୍ଷାରେ ନବୀନ

Revelation Of Minor Girl’s Murder Mystery In Nuapada
ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ...ଶେଷରେ ମର୍ଡର କରି ଧାନ ବିଲରେ ପୋତିଦେଲେ

ଧାନ ବିଲରୁ ନାବାଳିକାର କଙ୍କାଳ ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନାବାଳିକାକୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡ ପଛରେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ଥିବା ଜଣାପଡ଼ିଛି। 

Electric Sock
ଗାଁ ଲୋକଙ୍କୁ ଆଲୁଅ ଦେଲେ, ହେଲେ ନିଜେ ଅନ୍ଧାରକୁ ଚାଲିଗଲେ

ବାପା ଦିବ୍ୟାଙ୍କ ହେବା ପରେ ଦିବ୍ୟାଙ୍କ ପୁଅର ଚିକିତ୍ସା କେମିତି ହେବ ? ପଢୁଆ ପୁଅ କେମିତି ପାଠ ପଢିବ ସେଇ ଚିନ୍ତାରେ ପୂରା ପରିବାର ।

Deadbody Found From Field After 10 Months In Nuapada
ବେନାମୀ ଚିଠି ଖୋଲିଲା ହତ୍ୟାକାଣ୍ଡର ରହସ୍ୟ: ୧୦ ମାସ ପରେ ବିଲରୁ ମିଳିଲା ନରକଙ୍କାଳ

ପ୍ରାୟ ୧୦ ମାସ ତଳର ନରକଙ୍କାଳକୁ ମାଟି ଖୋଳି ଉଦ୍ଧାର କରାଯାଇଛି। ଏକ ବେନାମୀ ଚିଠି ୧୦ ମାସ ତଳର ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ଉଠାଇଥିବା କୁହାଯାଉଛି।

Students Injured In Hit And Run By Minister's Escort Vehicle In Nuapada
ଧକ୍କା ଦେଇ ପଳାଇଲା ମନ୍ତ୍ରୀଙ୍କ ପୋଲିସ୍‌ ଏସ୍କର୍ଟ ଗାଡ଼ି ! ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ଛାତ୍ର...

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଆଣିବାକୁ ଯାଉଥିବା ପୋଲିସ୍‌ ଏସ୍କର୍ଟ ଗାଡ଼ି ୨ କଲେଜ ଛାତ୍ରଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଛୁ’ ମାରିଥିବା ଜଣାପଡ଼ିଛି।

Special story
ବାଘ ପାଇଁ ଗାଁରେ ପଡ଼ିଛି ତାଟିକବାଟ ! ଡରି ଡରି ବଞ୍ଚୁଛନ୍ତି ଲୋକେ

ବାରମ୍ବାର ଗୃହପାଳିତ ପଶୁଙ୍କୁ ମାରି ଖାଉଥିବାରୁ ଚିନ୍ତାରେ ଗାଁ ଲୋକ।

Bhumika
ପ୍ରତି ଗାଁକୁ ଜଣେ ଭୂମିକା ଲୋଡ଼ା.. ! ମହିଳାଙ୍କୁ ରୋଜଗାର ଦେଲେ, ଦାଦନ ଯିବାକୁ ମନା କଲେ..

ଗାଁରେ ୨୮ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ବି କଲେ । ହେଲେ ପରିବାରର ଆକ୍ରୋଶର ଶିକାର ହେଲେ । ଏମିତିକି ଗାଁ ଲୋକଙ୍କ ପାଇଁ ଘର ଛାଡିଥିଲେ ଭୂମିକା ।

Indian Army
ଗାଁ ଲୋକଙ୍କ ଦେଶପ୍ରେମ ! ଯବାନଙ୍କ ଆଖିରେ ଆଣିଦେଲା ଲୁହ

ବାସ୍‌ ସୁଶାନ୍ତ ଗାଁରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା ସମ୍ବର୍ଦ୍ଧନାର ପର୍ବ । କିଏ ଫଗୁ  ଧରି ଦୁଲଦୁଲିର ତାଳେ ତାଳେ ନାଚିବାକୁ ଲାଗିଥିଲା ତ ଆଉ କିଏ ଗାଲରେ ଶ୍ରଦ୍ଧା ଓ ସ୍ନେହର ଫଗୁ ବୋଳିଥିଲା ।