ଘଞ୍ଚ ଜଙ୍ଗଲ ଭିତରେ କୁକୁଡା ମାଂସ ଭୋଜିଭାତ ଜମିଛି । ଜଣେ ବ୍ୟକ୍ତି ସାଷ୍ଟାଙ୍ଗ ପ୍ରଣିପାତ ହେଉଛନ୍ତି । ଜଣ ଜଣ କରି ସମସ୍ତଙ୍କ ଗୋଡ଼ ଧରି ମୁଣ୍ଡିଆ ମାରୁଛନ୍ତି ।
କୁନ୍ତଳା ହାଇକୋର୍ଟରେ ପହଞ୍ଚିଥିଲେ ବି ନିଜକୁ ପାଠ ପଢୁଆ ସାବ୍ୟସ୍ଥ କରିପାରିନଥିଲେ।
ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ । ବିଡିଓ ଓ ସରପଞ୍ଚଙ୍କ ମଧ୍ୟରେ ଉଗ୍ର ହେଉଛି ବିବାଦ । ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ବିଡିଓ । ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ପଞ୍ଚାୟତ ପ୍ରତିନିଧି ।
ସରପଂଚ ହେବ ତ ଏମିତି । ସକାଳୁ ଲୋକଙ୍କ କଥା ବୁଝୁଛନ୍ତି, ସମୟ ମିଳିଲେ ଅଟୋ ଚଳାଉଛନ୍ତି । ସରକାରୀ ଯୋଜନାରେ କେମିତି ଲାଭ ପାଇବେ ଲୋକେ ସେନେଇ ଅନବରତ କରୁଛନ୍ତି ଚିନ୍ତା । ଲୋକେ କହୁଛନ୍ତି, ଆମ ସରପଂଚ ପରି ହେବ କିଏ?
ନୂଆପଡା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଆଜି ଏ ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କଲାଣି । ନଦୀରେ କୌଣସି ସ୍ଥାନରେ ପାଣିର ଧାରଟିଏ ବି ନାହିଁ । ତେଣୁ କେମିତି ଚଳିବେ ତାର କୌଣସି ବାଟ ନପାଇ ସରପଂଚଙ୍କୁ ଗୁହାରି କରିଥିଲେ । ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ସୁବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଲେ ସରପଂଚ ସୁନିତା ମେହେର
ସରପଂଚ ଅଛନ୍ତି, କିନ୍ତୁ ଭିକ ମାଗୁଛନ୍ତି : ସରକାରଙ୍କ ମାଳ ମାଳ ଯୋଜନାକୁ ଖୋଦ୍ ସରପଂଚ ପାଉନାହାନ୍ତି। ଯାହାକୁ ନେଇ ଉଠିଛି ପ୍ରଶ୍ନ
ସହରର ପ୍ୟାଲେସ ଲାଇନ ଠାରେ ଥିବା ଏସଏଚଜି ଆଉଟଲେଟ ସାମନା ରାସ୍ତା କଡରେ ମଦ୍ୟପାନ କରିଥିଲେ। ଏପରିକି ରାସ୍ତା କଡରେ ଯାଉଥିବା ମହିଳାମାନଙ୍କୁ କମେଣ୍ଟ ମାରିଥିଲେ।