• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ଶିଶୁଙ୍କ ସୁରକ୍ଷା କବଚ କ’ଣ ଭ୍ୟାକ୍ସିନ ?
Vaccine For Children: ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ ପ୍ରତିଷେଧକ ଟୀକା ? ଜାଣନ୍ତୁ ଏହା ପଛର ସତ

ଗୁହଗାଓଁ ସ୍ଥିତ ମଦରହୁଡ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ  ସେଲି ଗୁପ୍ତା କହନ୍ତି, ଭାକ୍ସିନ ଶିଶୁର ରୋଗପ୍ରତିରୋଧକ ଶକ୍ତିକୁ ଆକ୍ଟିଭ କରିବା ସହ ଶରୀରରେ ଏକ ସୁରକ୍ଷା କବଚ ପରି କାମ କରିଥାଏ । ଏହା ଶରୀରରେ ରୋଗକୁ ନିଷ୍କ୍ରିୟ କିମ୍ବା ଦୁର୍ବଳ କରି ଦେଇଥାଏ । ସେତିକି ନୁହେଁ, ଭାକ୍ସିନର ରୋଗ ପ୍ରତିରୋଧକ ପ୍ରଣାଳୀ ପ୍ରକୃତ ରୋଗକୁ ସୃଷ୍ଟି ନ କରି କିପରି ଏହାର ବିପଦକୁ ଚିହ୍ନଟ କରିବ ଏବଂ ଏହାକୁ ପ୍ରଭାବୀ ଢଙ୍ଗରେ ପ୍ରତିକାର କରିବ ତାହା ଶିଖାଇଥାଏ ।

New Chief Election Commissioner
Gyanesh Kumar: ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର, ରାମ ମନ୍ଦିର ସହ ରହିଛି ଏମିତି ସମ୍ପର୍କ

ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ଜ୍ଞାନେଶ କୁମାର । ୧୯୮୮ ବ୍ୟାଚ୍‌ ଅବସରପ୍ରାପ୍ତ IAS ଅଧିକାରୀ ହେଉଛନ୍ତି ଜ୍ଞାନେଶ କୁମାର ।

Interview mistakes to avoid while planning to switch careers
Career Tips: ଇଣ୍ଟର୍‌ଭିୟୁ ବେଳେ ୫ ସାଧାରଣ ଭୁଲ; ବରବାଦ କରିଦେବ କ୍ୟାରିୟର୍, କେଉଁଠି ମିଳିବ ନାହିଁ ଚାକିରି

ସାକ୍ଷାତକାର ବେଳେ ଅନେକ ପ୍ରକାରର ଭୁଲକୁ ଏଡ଼ାଇବା ଉଚିତ। ଯଦି ଆପଣ ଏହି ସମୟରେ ଏକ ଛୋଟ ଭୁଲ ବି କରନ୍ତି, ତେବେ ଆପଣ ଫେଲ୍ ହୋଇଯିବେ। ଯଦି ଆପଣ ଏକ ଚାକିରି ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ପ୍ରାର୍ଥୀମାନଙ୍କ ଦ୍ୱାରା କରାଯାଉଥିବା ସାଧାରଣ ଭୁଲ୍ କ’ଣ ଜାଣନ୍ତୁ।

Five best food must include in diet of kids for stamina
Parenting Tips: ଆପଣଙ୍କ ପିଲାର ଷ୍ଟାମିନା ବଢାଇବାକୁ ଚାହାନ୍ତି କି… ଦିଅନ୍ତୁ ଏହିସବୁ ଖାଦ୍ୟ

ସମସ୍ତେ ଚାହାଁନ୍ତି ଯେ ସେମାନଙ୍କର ପିଲା ସୁସ୍ଥ ଏବଂ ଶକ୍ତିଶାଳୀ ହୁଅନ୍ତୁ। ଏପରି ପରିସ୍ଥିତିରେ ପିଲାକୁ କିଛି ସୁସ୍ଥ ଜିନିଷ ଖାଇବାକୁ ଦିଆଯିବା ଆବଶ୍ୟକ। ଏହା କରିବା ଦ୍ୱାରା ଶିଶୁର ବୃଦ୍ଧି ଏବଂ ଷ୍ଟାମିନା ଦ୍ରୁତ ଗତିରେ ବଢିଥାଏ। ବର୍ତ୍ତମାନ ପ୍ରଶ୍ନ ହେଉଛି, ପିଲାମାନଙ୍କର ଷ୍ଟାମିନା ବଢାଇବା ପାଇଁ ପିଲାମାନଙ୍କୁ କ’ଣ ଖାଇବାକୁ ଦେବା ଜରୁରୀ।

BJP Vs Congress
BJP Targets Congress: ଆମେରିକାର ନିଷ୍ପତ୍ତି ପରେ କଂଗ୍ରେସକୁ ଟାର୍ଗେଟ କଲା ବିଜେପି

ବିଜେପି ଏହି ମାମଲାରେ କଂଗ୍ରେସ ଏବଂ ଆମେରିକୀୟ ବିଲିୟନେୟାର ଭାରତ ବିରୋଧୀ ଜର୍ଜ ସୋରସ୍‌ଙ୍କୁ ଦାୟୀ କରିଛି । ଆମେରିକା ଏବେ ନେଇଥିବା ନିଷ୍ପତ୍ତି ପାଇଁ ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବନ୍ଦ ହେବ ବୋଲି ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି । 

Maharashtra Student
Maharashtra Student: ପରୀକ୍ଷା ପାଇଁ ବାକି ଥିଲା ମାତ୍ର ୨୦ ମିନିଟ୍; ଟ୍ରାଫିକ ସମସ୍ୟାରୁ ବଞ୍ଚିବା ପାଇଁ ଏମିତି କଲେ ଛାତ୍ର

ସମର୍ଥ ପରୀକ୍ଷା ଦିନ ନିଜର ବ୍ୟକ୍ତିଗତ କାମ ପାଇଁ ପଞ୍ଚଗନି ଯାଇଥିଲେ । ୱାଇ-ପଞ୍ଚଗନି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ କାରଣରୁ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ଅସମ୍ଭବ ଥିଲା । ତେଣୁ ସେ ଏଭଳି ସାହସିକ ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲେ ।

salman khan this film will break records if re-released
Salman Khan: ଚାଲିଛି ରି-ରିଲିଜ୍ ଟ୍ରେଣ୍ଡ୍; ଆସିପାରେ ଭାଇଜାନ୍‌ଙ୍କ ୨୨ ବର୍ଷର ଏହି ଟ୍ରାଜିକ୍ ଲଭ୍‌ ଷ୍ଟୋରୀ

ବଲିଉଡ୍‌ରେ ଚାଲିଛି ରି-ରିଲିଜ୍ ଧାରା। କେତେକ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ହୋଇଥିବା ବେଳେ ଆଉ କେତେକ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ସଫଳ ହୋଇଛି। ବର୍ତ୍ତମାନ ସଲମାନଙ୍କ ଏହି ଫିଲ୍ମ୍ ରି-ରିଲିଜ୍ ହେବା ନେଇ ଚାଲିଛି ଆଲୋଚନା।

ଲିଙ୍ଗ ପରିବର୍ତ୍ତନର ଭୟଙ୍କର କାରନାମା
Crime Story: ଯୁବକଙ୍କୁ ଇଂଜେକ୍ସନ ଦେଇ କରୁଥିଲେ କିନ୍ନର...ନୌସାଦରୁ 'ଜାହ୍ନବୀ', ଶିବକାନ୍ତରୁ 'ଖୁସ୍‌ବୁ’…

ଅଟାରା ଥାନା ପୁଲିସ ଏହି ଘଟଣାର ତଦନ୍ତ ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆଣିଥିଲା। ନୌବସ୍ତାର କାନପୁର ହସ୍ପିଟାଲ ପୁଲିସ ଟିମ୍ ଯାଇଥିଲା। ପୀଡ଼ିତ ଶିବକାନ୍ତଙ୍କ ଅସ୍ତ୍ରୋପଚାର ଡାକ୍ତର ପୁନିତଙ୍କ ଦ୍ୱାରା କରାଯାଇଥିବାର ପ୍ରମାଣ ମିଳିଛି। କିନ୍ତୁ ଡାକ୍ତର ଏବେ ସେଠାରେ ନାହାନ୍ତି। ଚାକିରି ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ମଧ୍ୟ ଏହି କାରବାରରେ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

Vicky Kaushal film crosses 100 crore in just 3 days
Vicky Kaushal: ସାଉଥ୍ ଉପରେ ଭାରି ପଡିଲା ବଲିଉଡ୍; ଏଥର କାମ ଦେଲାନି ଦକ୍ଷିଣୀ ଯାଦୁ

ଫିଲ୍ମ ‘ଛାଭା’ ମାତ୍ର ତିନି ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି। ଏହା ସହିତ ଚଳିତ ବର୍ଷ ଖୁବ୍ ଶୀଘ୍ର ୧୦୦କୋଟି ଟଙ୍କା ରୋଜଗାର କରିଥିବା ଏହା ପ୍ରଥମ ଫିଲ୍ମ ହୋଇପାରିଛି।

କଳାପାଣି ସଜାର କରୁଣ କାହାଣୀ
Cellular Prison: କଳାପାଣି ସଜା...ଯେଉଁଠି କଏଦୀମାନେ ମାଗୁଥିଲେ ମୃତ୍ୟୁର ଭିକ

ପ୍ରତ୍ୟେକ କଏଦୀଙ୍କୁ ଏକ ଛୋଟ ନିବୁଜ କୋଠରୀରେ ରଖାଯାଉଥିଲା । ବନ୍ଦୀମାନଙ୍କୁ ଆଦୌ କଥାବାର୍ତ୍ତା ହେବା ପାଇଁ ଅନୁମତି ନଥିଲା । ଏହି ପ୍ରକାର ଜେଲକୁ ସାଇଲେଣ୍ଟ ସିଷ୍ଟମ କୁହାଯାଉଥିଲା । ଏହି ସିଷ୍ଟମକୁ ଜେରେମି ବେଥମ ଡିଜାଇନ୍ କରିଥିଲେ, ଯିଏକି ଆଧୁନିକ ଜେଲ ସିଷ୍ଟମର ପିତା ଭାବରେ ମଧ୍ୟ ଜଣାଶୁଣା ।

murder
UP Murder in Wedding: ଭୋଜି ପାଇଁ ଗଡ଼ିଲା ମୁଣ୍ଡ; ବର ପକ୍ଷର ଜଣଙ୍କୁ ଗୁଳି ମାରିଦେଲେ କନ୍ୟାଙ୍କ ଦାଦା

ଭୋଜିରେ ଖରାପ ଖାଦ୍ୟ ଦିଆଯାଇଥିବା କହିବା ପରେ ବରପକ୍ଷର ଜଣେ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି କନ୍ୟାଙ୍କ ଦାଦା । ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି।

Family of four found dead
Family Deaths in Mysuru: ମା’-ସ୍ତ୍ରୀ ଓ ପୁଅକୁ ମାରି ଝୁଲି ପଡ଼ିଲେ ଯୁବକ !

ମହୀଶୂର ସହର ପୋଲିସ କମିଶନର ସୀମା ଲଟକର, ଡିସିପି ଜାହ୍ନବୀ ଏବଂ ବିଦ୍ୟାରଣ୍ୟପୁରମ ଥାନା ଇନ୍ସପେକ୍ଟର ମୋହିତ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିଛନ୍ତି। ମୃତ୍ୟୁର ସଠିକ୍ କାରଣ ଏଯାଏ ଜଣାନାହିଁ। ବିଦ୍ୟାରଣ୍ୟପୁରମ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

pant
Rishabh Pant Injured: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତକୁ ଝଟକା, ପ୍ରଥମ ଦିନର ନେଟ୍ସରେ ଆହତ ହେଲେ ଷ୍ଟାର ଖେଳାଳି

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ ଝଟକା ଲାଗିଛି। ପ୍ରଥମରୁ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ଆହତ ହୋଇ ବାଦ ପଡିଥିଲେ। ଭାରତୀୟ ଦଳ ଶନିବାର ଦୁବାଇ ଗସ୍ତ କରିଥିଲା। ଦୁବାଇରେ ପ୍ରଥମ ଦିନର ନେଟ୍ସରେ ଭାରତକୁ ଆଉ ଏକ ବଡ ଝଟକା ଲାଗିଛି।

Gold Price
Today Gold Price: ସୁନା ଦରରେ ପରିବର୍ତ୍ତନ,ଜାଣନ୍ତୁ କେତେ ଅଛି ଦାମ୍...

ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।

delhi
Earthquake in Delhi: ଭୂମିକମ୍ପରେ ଥରିଲା ନୂଆଦିଲ୍ଲୀ, ଧୌଲାକୁଆଁ କେନ୍ଦ୍ରସ୍ଥଳ

ରାଜଧାନୀ ଦିଲ୍ଲୀର ଏନ୍‌ସିଆର୍‌ ସମେତ ସମଗ୍ର ଉତ୍ତର ଭାରତରେ ସୋମବାର ସକାଳେ ଅନୁଭୂତ ହୋଇଛି ଭୂମିକମ୍ପ। ଭୋର ୫.୩୬ ମିନିଟ୍‌ରେ ରାଜଧାନୀ ଦିଲ୍ଲୀରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୦ ଥିଲା।

Healthiest Sleep Position
Health Tips: ରାତିରେ ଏମିତି ଶୁଅନ୍ତୁ; ମିଳିବ ୬ଟି ବଡ଼ ଫାଇଦା

କିଛି ଲୋକ ଅଛନ୍ତି ଯେଉଁମାନେ ଶୋଇଥାଆନ୍ତି, କିନ୍ତୁ ଭଲରେ ଶୋଇପାରନ୍ତି ନାହିଁ। ବିଶେଷଜ୍ଞମାନେ କୁହନ୍ତି ଯେ ରାତିରେ ଭଲ ନିଦ ନ ହେବା ପାଇଁ ଗୋଟିଏ ମୁଖ୍ୟ କାରଣ ହେଉଛି ସଠିକ୍ ଅବସ୍ଥାରେ ନ ଶୋଇବା। ଜାଣନ୍ତୁ କେମିତି ଶୋଇବା ଉଚିତ।

Oversharing is not good in a relationship
Relationship Tips: ପାର୍ଟନର ସହ କରନ୍ତୁ ନାହିଁ ଏମିତି ଶେୟାର୍; ଭାଙ୍ଗିଯିବ ସଂପର୍କ

ଅନେକ ସମୟ ଲୋକମାନେ ନିଜ କଥାକୁ ଅଧିକ ଶେୟାର କରିବାର ଅଭ୍ୟାସରେ ପଡିଯାଆନ୍ତି ଯାହା ନିଜ ପାର୍ଟନରଙ୍କୁ ବିରକ୍ତ କରେ ଏବଂ ଏହି ଅଭ୍ୟାସ ସମ୍ପର୍କକୁ ମଧ୍ୟ ଭାଙ୍ଗିପାରେ। ଓଭର ଶେୟାର କରିବାରେ ଅନେକ ଅସୁବିଧା ଅଛି। ତେବେ ନିଜ ପାର୍ଟନର ସହିତ କ’ଣ ନ କରିବେ ଆସନ୍ତୁ ଜାଣିବା।

New Delhi Railway Station Stampede
New Delhi Railway Station stampede : ନୂଆଦିଲ୍ଲୀ ରେଳ ଷ୍ଟେସନ୍ ଷ୍ଟାମ୍ପେଡ୍ ଟ୍ରାଜେଡି; କେଉଁ କାରଣରୁ ହେଲା ଏତେବଡ ଅଘଟଣ?

ନୂଆଦିଲ୍ଲୀ ରେଳ ଷ୍ଟେସନ୍ ଷ୍ଟାମ୍ପେଡ୍ ଟ୍ରାଜେଡି। କେଉଁ କାରଣରୁ ହେଲା ଏତେବଡ ଅଘଟଣ? କାହିଁକି ବେକାବୁ ହେଲା ଭିଡ଼? ଦଳାଚକଟା ପରଠୁ ଘଟଣାକୁ ନେଇ ଚାଲିଛି ତନାଘନା ।

murder
Sahadev Nayak Murder: ୪୦ ଦିନ ପରେ ଆତ୍ମସମର୍ପଣ କଲା ସହଦେବ ନାଏକ ହତ୍ୟାକାରୀ ରମା ନାଏକ

ରାଜଧାନୀରେ ଚାଂଚଲ୍ୟ ସୃଷ୍ଟି କରିଥିବା ସହଦେବ ନାଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକର ଆତ୍ମସମର୍ପଣ। ପୋଲିସକୁ ଚକମା ଦେଇ ୪୦ ଦିନ ଧରି ଘୁରି ବୁଲିବା ପରେ ଶେଷରେ ଆଜି ପରିବାର ସଦସ୍ୟଙ୍କ ସହ ଆସି ମଞ୍ଚେଶ୍ବର ଥାନାରେ ସରେଣ୍ଡର କରିଛି।

Top 5 high paying careers for good salary in india and abroad
Careers Tips: କରନ୍ତୁ ଏହି ୫ରୁ ଗୋଟିଏ କୋର୍ସ; ହେବ ଦରମାରେ ଟଙ୍କା ବର୍ଷା

ଅଧିକାଂଶ ଯୁବକ ଦ୍ୱାଦଶ ପାଶ୍ କରିବା ମାତ୍ରେ ଏକ ଭଲ ଦରମା ଭଳି ଚାକିରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି। ଯଦି ଆପଣ କୌଣସି ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ନେଇଛନ୍ତି କିମ୍ବା ଡିଗ୍ରୀ ହାସଲ କରିଛନ୍ତି, ତେବେ ଏହି ପାଠ୍ୟକ୍ରମରେ ମାଷ୍ଟର କିମ୍ବା ଡିପ୍ଲୋମା କରିବା ମଧ୍ୟ ଏକ ଭଲ ବିକଳ୍ପ।

Gold mine
Goldmine Collapse: ବେଆଇନ ସୁନାଖଣିରେ ଅଘଟଣ, ୪୮ରୁ ଅଧିକ ମୃତ ଆଶଙ୍କା

ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାଲିରେ ଏକ ବେଆଇନ ସୁନା ଖଣିରେ କାମ ଚାଲିଥିବା ବେଳେ ଶନିବାର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ଖଣିରେ ୧୮୦୦ରୁ ଅଧିକ କର୍ମଚାରୀ ଉପସ୍ଥିତ ଥିଲେ। ଖଣି ଭୁଶୁଡି ପଡିଥିବା ବେଳେ ପାଣି ମଧ୍ୟକୁ ଖସି ପଡି ଅନେକଙ୍କ ପ୍ରାଣ ହାନି ଘଟିଥିଲା।

White Dragon Horse China
Heroic White Dragon Horse: ବୁଡ଼ି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ମୃତ୍ୟୁବରଣ କଲା 'ହ୍ବାଇଟ୍ ଡ୍ରାଗନ୍' ଘୋଡା

ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାର ୬ ଦିନ ପରେ 'ବାଇଲଙ୍ଗ' ହଠାତ୍ ଖିଆପିଆ ବନ୍ଦ କରିଦେଇଥିଲା ଏବଂ ସେ ଜ୍ବରରେ ପୀଡିତ ହୋଇଥିଲା । ଏହାପରେ ସ୍ଥାନୀୟ କର୍ତ୍ତୃପକ୍ଷ ପଶୁ ଡାକ୍ତରଙ୍କୁ ଘୋଡାର ଚିକିତ୍ସା ପାଇଁ ପଠାଇଥିଲେ । କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ସାହସୀ ଘୋଡାଟି ଫେବ୍ରୁଆରୀ ୧୧ ତାରିଖରେ ମୃତ୍ୟୁବରଣ କରିଥିଲା ।

mujeeb
MI Signs Star Bowler: ଏମଆଇରେ ସାମିଲ ହେଲେ ଷ୍ଟାର ସ୍ପିନର, ଆହତ ହୋଇ ବାଦ ପଡିଲେ ଘଜନଫର

ଯୁବ ସ୍ପିନର ଆଲା ଘଜନଫର ଆହତ ହୋଇ ଆଇପିଏଲର ଆସନ୍ତା ସଂସ୍କରଣରୁ ବାଦ ପଡିଥିଲେ। ମୁମ୍ବାଇ ମାତ୍ର ଦୁଇ ଜଣ ସ୍ପିନରଙ୍କୁ ଅକ୍ସନରେ କିଣିଥିଲା। ଆଲା ଘଜନଫର ଓ କର୍ନ ଶର୍ମା ଦଳରେ ରହିଥିବା ବେଳେ ଘଜନଫରଙ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ପାଲଟିଥିଲା।

mahakumbh monalisa latest makeover leaves netizens amazed
Mahakumbh Monalisa: କେରଳରେ ପହଞ୍ଚିଥିଲେ ମୋନାଲିସା, ମାଲାୟାଲମ ଷ୍ଟାଇଲ୍‌ରେ କଲେ ନମସ୍କାର

ନିକଟରେ ମୋନାଲିସା କେରଳରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ତାଙ୍କର ଲାଟେଷ୍ଟ୍ ମେକ୍‌ଅପ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୋସିଆଲ ମିଡିଆ ସେନ୍‌ସେସନ୍ ମୋନାଲିସାଙ୍କ ଭିଡିଓ ଦେଖି ଆପଣ ମଧ୍ୟ ପ୍ରଥମ ନଜରରେ ଧୋକା ଖାଇଯିବେ।

Cigarette
Cigarette: ସିଗାରେଟ୍‌ ପିଉଛନ୍ତି କି? ଆସିଲା ସାଂଘାତିକ ତଥ୍ୟ

ୟୁନିଭର୍ସିଟି କଲେଜ ଲଣ୍ଡନ(ୟୁସିଏଲ)ର ଗବେଷକମାନେ କରିଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ମହିଳାଙ୍କ ଆୟୁଷ ୨୨ ମିନିଟ କମୁଛି ଓ ପୁରୁଷମାନେ ୧୭ ମିନିଟ ଆୟୁଷ ହରାଉଛନ୍ତି।