ନୂଆଦିଲ୍ଲୀ ରେଳ ଷ୍ଟେସନ୍ ଷ୍ଟାମ୍ପେଡ୍ ଟ୍ରାଜେଡି। କେଉଁ କାରଣରୁ ହେଲା ଏତେବଡ ଅଘଟଣ? କାହିଁକି ବେକାବୁ ହେଲା ଭିଡ଼? ଦଳାଚକଟା ପରଠୁ ଘଟଣାକୁ ନେଇ ଚାଲିଛି ତନାଘନା ।
କେମିତି ହେଲା ଏତେ ବଡ଼ ଦଳାଚକଟା ? କେଉଁ ପରିସ୍ଥିତିରେ ହେଲା ଏତେ ବଡ଼ ଦୁର୍ଘଟଣା ? ଏସବୁ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏବେ ବଡ଼ ସୂଚନା ମିଳିଛି।
ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ସୂଚନା ଦେଲେ ।
ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଅଘଟଣରେ ଗଭୀର ଶୋକପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମୃତକଙ୍କ ପରିବାର ପ୍ରତି ଜଣାଇଲେ ସମବେଦନା ।
ନୂଆଦିଲ୍ଲୀ ରେଳଷ୍ଟେସନ ଅଘଟଣର ଛାତିଥରା ଦୃଶ୍ୟ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ । କହିଲେ, ହଠାତ୍ କୁଆଡୁ ଏତେ ଯାତ୍ରୀ ମାଡିଆସିଲେ ଏବଂ କିପରି ପ୍ଲାଟଫର୍ମରେ ଦଳାଚକଟା ଘଟିଲା ।
ନିଜ ପରିବାର ସହ ଛୁଟି କଟାଇବା ପାଇଁ ଜଣେ ୩୫ ବର୍ଷୀୟ ଶିକ୍ଷୟିତ୍ରୀ ରବିବାର ଦିନ କୌଣସି ସ୍ଥାନକୁ ଯାତ୍ରା କରିବାକୁ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଆସିଥିଲେ । ସେଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି ।
ବିଶ୍ୱସ୍ତରୀୟ ହେବ ରାଜଧାନୀ ଦିଲ୍ଲୀର ରେଳ ଷ୍ଟେସନ୍ । ଭାରତୀୟ ରେଳ (Indian Railways) ପକ୍ଷରୁ ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକୁ ପୁନଃବିକାଶ କାମ ଆରମ୍ଭ ହୋଇଛି । ବିଶ୍ୱସ୍ତରୀୟ ସମସ୍ତ ସୁବିଧା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଚାଲିଛି ।