• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Imprisonment

କଳାପାଣି ସଜାର କରୁଣ କାହାଣୀ
Cellular Prison: କଳାପାଣି ସଜା...ଯେଉଁଠି କଏଦୀମାନେ ମାଗୁଥିଲେ ମୃତ୍ୟୁର ଭିକ

ପ୍ରତ୍ୟେକ କଏଦୀଙ୍କୁ ଏକ ଛୋଟ ନିବୁଜ କୋଠରୀରେ ରଖାଯାଉଥିଲା । ବନ୍ଦୀମାନଙ୍କୁ ଆଦୌ କଥାବାର୍ତ୍ତା ହେବା ପାଇଁ ଅନୁମତି ନଥିଲା । ଏହି ପ୍ରକାର ଜେଲକୁ ସାଇଲେଣ୍ଟ ସିଷ୍ଟମ କୁହାଯାଉଥିଲା । ଏହି ସିଷ୍ଟମକୁ ଜେରେମି ବେଥମ ଡିଜାଇନ୍ କରିଥିଲେ, ଯିଏକି ଆଧୁନିକ ଜେଲ ସିଷ୍ଟମର ପିତା ଭାବରେ ମଧ୍ୟ ଜଣାଶୁଣା ।

ଦୁଇ ଫାଳ ହୋଇ ଜନ୍ମ ହୋଇଥିବା ଗୋଟେ ଶିଶୁର କାହାଣୀ
Mahabharat Story: ଛୟାଅଶୀ ରାଜାଙ୍କୁ ବନ୍ଦୀ କରିଥିବା ଜଣେ ରାଜା ଓ ରାଜସୂୟ ଯଜ୍ଞ ଆୟୋଜନ 

ଭୀମଙ୍କୁ ଦିବ୍ୟ ଗଦା ଓ ଅର୍ଜୁନଙ୍କୁ ଦିବ୍ୟ ଶଙ୍ଖ ଦେଲା କିଏ? କାହିଁକି ଆୟୋଜନ ହୁଏ ରାଜସୂୟ ଯଜ୍ଞ? ଦୁଇ ଫାଳ ହେଇ ଜନ୍ମିତ ଗୋଟେ ଶିଶୁ ପୁଣି ବଞ୍ଚିଲା କେମିତି? କାହା ଭୟରେ କୃଷ୍ଣ ବଳରାମ ମଥୁରା ଛାଡି ଦ୍ୱାରକାରେ ରହିଥିଲେ? କେତେ ରାଜାଙ୍କୁ ବନ୍ଦୀ କରି ରଖିଥଲା ଜରାସନ୍ଧ ? ମହାଭାରତର ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ଏମିତି ଶାସକ ଯିଏ କଟାମୁଣ୍ଡ ଧରି ବୁଲୁଥିଲେ
Cruel Ruler Aurangzeb : ସିଂହାସନ ପାଇଁ ଭାଇଙ୍କୁ ହତ୍ୟା କରି ବାପାଙ୍କୁ ବନ୍ଦୀ କରିଥିଲେ କ୍ରୁର ଶାସକ ଔରଙ୍ଗଜେବ

ଔରଙ୍ଗଜେବଙ୍କ ପିତା ସାହାଜାହାନ ୧୬୫୬ରେ ଖୁବ ରୋଗଗ୍ରସ୍ତ ହୋଇପଡ଼ିଥିଲେ । ଆଉ ସେହି ସମୟରେ ମୋଗଲ ସାମ୍ରାଜ୍ୟ ପାଇଁ ଔରଙ୍ଗଜେବ ତାଙ୍କ ଭାଇ ମାନଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ସେମାନଙ୍କ ମଧ୍ୟରୁ ଔରଙ୍ଗଜେବ ସବୁଠାରୁ ଶକ୍ତିଶାଳୀ ଥିଲେ । ତା’ପରେ ସେ ନିଜ ପିତାଙ୍କୁ ବନ୍ଦୀ କରିନେଲେ । ବଡ଼ ଭାଇକୁ ହତ୍ୟା କରି ତାଙ୍କର କଟା ମୁଣ୍ଡକୁ ସାରା ଦିଲ୍ଲୀରେ ପ୍ରଦର୍ଶନ କରିଥିଲେ । ଏହା ପଛର କାରଣ ଥିଲା ଲୋକ ମାନଙ୍କ ମଧ୍ୟରେ ଭୟ ଜାଗ୍ରତ କରିବା ।