ବିଳମ୍ବିତ ରାତିରେ ଔଷଧ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ହୋଇ ୬ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳରେ ଏକ ଔଷଧ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି।
ରିଲିଜ୍ ହୋଇଛି ଦଶନ୍ଧି ବଡ଼ ସିନେମା କେଜିଏଫ୍ ୨ । ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି । ପୁଣି ଥରେ ବଡ଼ ପରଦାରେ ଧମାଲ କରୁଛନ୍ତି ୟଶ୍ ।
ଆଜିକାଲି ସଚେତନ ଲୋକେ କ୍ୟାଲୋରୀକୁ ନେଇ ବହୁତ ବ୍ୟସ୍ତ। ତେବେ ଏହି କ୍ୟାଲୋରୀ କ’ଣ? ଜଣେ ବ୍ୟକ୍ତି ଦିନକୁ କେତେ କ୍ୟାଲୋରୀ ଆବଶ୍ୟକ କରେ ଆସନ୍ତୁ ଜାଣିବା।
ଗଛରୁ ବାହାରୁଛି ପାଣି। ଯେଉଁଠି ହାଣ ସେଠାରୁ ବାହାରୁଛି ଜଳର ସ୍ରୋତ। ଏଥିରୁ ବାହାରୁଥିବା ଜଳ ସଂପୂର୍ଣ୍ଣ ପରିଷ୍କାର ଏବଂ ପାନୀୟଯୋଗ୍ୟ ମଧ୍ୟ।
କ୍ୟାନ୍ସର୍କୁ ଅଧିକ ସ୍ପ୍ରେଡ୍ ହେବାକୁ ନ ଦେବା ପାଇଁ ବ୍ରେଷ୍ଟ୍ କ୍ୟାନ୍ସର ଭୋଗୁଥିବା ବହୁ ମହିଳାଙ୍କର ମାଷ୍ଟେକ୍ଟୋମି ଆବଶ୍ୟକ ପଡ଼ିଥାଏ। ପ୍ରଥମତଃ ରୋଗ ଓ ଅସ୍ତ୍ରୋପଚାରଜନୀତ ଶାରୀରିକ ଯନ୍ତ୍ରଣା, ତା' ଉପରେ ପୁଣି ସୌନ୍ଦର୍ଯ୍ୟର ପରିମାପକ ଭାବେ ପରିଗଣିତ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହରାଇବାର ଦୁଃଖ ମହିଳାମାନଙ୍କୁ ମାନସିକ ଅବସାଦର ଶିକାର କରାଇଥାଏ।
ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଧୂମକେତୁର। ଘଣ୍ଟା ପ୍ରତି ବେଗ ରହିଛି ୩୫,୪୦୫ କିଲୋମିଟର। ଏହାର ଓଜନ ୫୦୦ ଟ୍ରିଲିୟନ ଟନ୍। ମାନବ ଜାତି ପାଇଁ ବିପଦ ଅଛି କି?
ଆଜି ୨୦୨୨ ମସିହା ଏପ୍ରିଲ ମାସ, ୧୪ ତାରିଖ, ଗୁରୁବାର, ମେଷ ୧ ଦିନ, ଚୈତ୍ୟ ମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ପୂର୍ବ ଫାଲଗୁନ ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ବଲିଉଡ୍ରେ ବହୁ ପ୍ରତୀକ୍ଷିତ ବାହାଘର । ବିବାହ ବନ୍ଧନରେ ବାନ୍ଧି ହେବେ, ବି ଟାଉନର ହଟ୍ କପଲ ଆଲିଆ-ରଣବୀର ।
ରିଲିଜ୍ ହୋଇଛି କେଜିଏଫ୍ ୨ । ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି । ପୁଣି ଥରେ ବଡ଼ ପରଦାରେ ଧମାଲ କରୁଛନ୍ତି ୟଶ୍ ।
ଏବେ ସୁଦ୍ଧା ରଣବୀର-ଆଲିଆଙ୍କ ବିବାହକୁ ନେଇ ତାଙ୍କ ପରିବାର ମଧ୍ୟ କୌଣସି ପ୍ରକାର ବୟାନ ଦେଇ ନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଢ଼େର ଚର୍ଚ୍ଚା ।
ସାଉଥ ସିନେମାର ସୁପରଷ୍ଟାର ଥାଲାପାଥୀ ବିଜୟ ଏବଂ ପୂଜା ହେଗଡେଙ୍କ ବହୁଚର୍ଚ୍ଚିତ ଫିଲ୍ମ 'ବିଷ୍ଟ' ସିନେମାରେ ମୁକ୍ତିଲାଭ କରିଛି। ଚେନ୍ନାଇର ଏକ ଆଇଟି କମ୍ପାନୀ ‘ବିଷ୍ଟ’ ଫିଲ୍ମ ଦେଖିବା ପାଇଁ ନିଜ କର୍ମଚାରୀଙ୍କୁ ଛୁଟି ଦେଇଛି ଏବଂ ସେମାନଙ୍କୁ ଫିଲ୍ମର ଟିକେଟ ମଧ୍ୟ ମାଗଣା ଦିଆଯାଇଛି।
BSPHCL ଜୁନିଅର କ୍ଲର୍କ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ କରିବାକୁ ଆହ୍ୱାନ୍ କରିଛି। ଯୋଗ୍ୟ ପ୍ରାର୍ଥୀମାନେ bsphcl.co.in ରେ BSPHCL ର ଅଫିସିଆଲ୍ ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୨ ଏପ୍ରିଲ ୧୮ ପର୍ଯ୍ୟନ୍ତ ରହିଛି। ଏହି ନିଯୁକ୍ତିରେ ୧୮୫ ଟି ପଦ ପୂରଣ ହେବ।
ପୋଷା କୁକୁର ଯଦି ମାଲିକଠାରୁ ଅଲଗା ହୋଇଯାଏ, ତା’ହାଲେ କ’ଣ ହୁଏ? ଆପଣ କେବେ ଏମିତି ସେପରି ଦୃଶ୍ୟ ଦେଖିଛନ୍ତି କି? ସୋସିଆଲ୍ ମିଡିଆରେ ଏବେ ଏମିତି ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ୫ ବର୍ଷ ଧରି ଅଲଗା ଥିବା ଏକ କୁକୁର ତା’ ମାଲିକକୁ ଭେଟୁଥିବାର ଦୃଶ୍ୟ...
ଆପଣ ତ ଜାଣନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି ଅନଲାଇନ୍ ଅର୍ଡରର ଡିମାଣ୍ଡ । କାରଣ ଲୋକଙ୍କୁ ଏହା ବେଶ ସୁହାଉଛି । ଯେତେବେଳେ ମନ ହେଲା, ମୋବାଇଲ କାଢ଼ିଲେ ଆଉ ଆପ୍କୁ ଯାଇ ଅର୍ଡର ଦେଲେ, ମାତ୍ର କିଛି ସମୟ ମଧ୍ୟରେ ଖାଇବା ଆସି ପହଞ୍ଚିଯାଏ ଆପଣଙ୍କ ପାଖରେ ।
ଛେନା ପାଣିକୁ ବିଭିନ୍ନ ପ୍ରକ୍ରିୟାକରଣ କରି ଏହାର ଜଳୀୟ ଅଂଶ ନିର୍ଗତ କଲା ପରେ ଏହାକୁ ହ୍ୱେ ପ୍ରୋଟିନ୍ ପାଉଡର୍ ଭାବେ ବ୍ୟବହାର କରାଯାଏ। ବଜାରରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବିଭିନ୍ନ କମ୍ପାନୀ ଦ୍ୱାରା ଏହି ପ୍ରୋଟିନ୍ ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ତେବେ ଆମେ ଆଜି ଜାଣିବା ଏହି ପ୍ରୋଟିନ୍କୁ ଆମେ ଘରେ କିପରି ବ୍ୟବହାର କରିପାରିବା।
ଏବେ ରଣବୀର କପୁର ଆଲିଆ ଭଟ୍ଟଙ୍କ ହାତ ଧରି ସବୁଦିନ ପାଇଁ ନିଜର କରିବାକୁ ଯାଉଛନ୍ତି। ତେବେ ଏହାରି ଭିତରେ ଆସନ୍ତୁ ଜାଣିବା ନୀତୁ କପୁରଙ୍କ ହାତ ଧରି ସବୁଦିନ ପାଇଁ ନିଜର କରିଥିବା ଋଷି କପୁରଙ୍କ ବିବାହକୁ ନେଇ କିଛି ଅଜଣା କଥା।
ଆଇପିଏଲ୍ର ଚଳିତ ସିଜନରେ ଖେଳୁଥିବା ଦୀନେଶ କାର୍ତ୍ତିକ ଓ ତାଙ୍କ ପତ୍ନୀ ଦୀପିକା ପାଲ୍ଲିକଲଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଫିନିସର ଭାବେ ଆରସିବି ପାଇଁ ମ୍ୟାଚ୍ ଜିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ଦୀନେଶ। ସେପଟେ ବିଶ୍ୱ Squash ମହିଳା ରାଙ୍କିଂରେ ଟପ୍ ଟେନ୍ରେ ରହି ରେକର୍ଡ ଭାଙ୍ଗିଛନ୍ତି ଦୀପିକା।
ସବୁକିଛି ବଡ଼ବାପାଙ୍କ ଆଖି ସାମ୍ନାରେ ଘଟିଥିଲା, ଯାହା ସେ ସ୍ୱପ୍ନରେ କେବେ କଳ୍ପନା କରିନଥିଲେ ।
ୟୁକ୍ରେନ-ଋଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିରୋଧୀ ନେତା ଭିକ୍ଟର ମେଡ୍ଭେଡ୍ଚୁକ୍ (Viktor Medvedchuk)ଙ୍କୁ ୟୁକ୍ରେନ ହେପାଜତକୁ ନେଇଥିବା ଦାବି କରିଛି। ଏନେଇ ୟୁକ୍ରେନ ଗୁଇନ୍ଦା ଏଜେନ୍ସି SBU ପକ୍ଷରୁ କିଛି ଫଟୋ ଜାରି କରାଯାଇଛି।
ବଲିଉଡ୍ର ଚର୍ଚ୍ଚିତ ଯୋଡି ଆଲିଆ-ରଣବୀର ବିବାହ ବନ୍ଦନରେ ବାନ୍ଧିହେବାକୁ ଯାଉଛନ୍ତି। ସେ ବିବାହର ସମସ୍ତ କାର୍ଯ୍ୟକ୍ରମକୁ ଗୁପ୍ତ ରଖୁଛନ୍ତି। ତେବେ ବିବାହ ପରେ ରଣବୀର କ’ଣ କରିବେ ସେନେଇ ମଧ୍ୟ ଯୋଜନା କରିନେଇଛନ୍ତି।
ଶ୍ରୀଲଙ୍କାର ସ୍ଥିତି ପାଇଁ ସରକାର ହିଁ ଦାୟୀ : ବିରୋଧୀ ଦଳ ନେତା
ଶ୍ରୀଲଙ୍କା ବାହ୍ୟ ଋଣ ଶୁଝିପାରିବେନି ବୋଲି ସିଧାସଳଖ ଘୋଷଣା କରିଦେଇଛି କଲମ୍ବୋ ।
ଗତ କିଛିଦିନ ହେବ ଉତ୍ତରପ୍ରଦେଶ ଗାଜିଆବାଦ ଓ ନୋଏଡାରେ ଅନେକ ସ୍କୁଲ୍ରେ ଛାତ୍ରମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ୫ ସ୍କୁଲ୍ ବନ୍ଦ ଘୋଷଣା ହୋଇଛି। ବୁଧବାର ଗାଜିଆବାଦର ଆଉ ଏକ ସ୍କୁଲ୍ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍କୁଲ୍ ବନ୍ଦ ଘୋଷଣା ହୋଇଛି।
ଟାଙ୍କି ଖୋଲୁ ଖୋଲୁ ଜଳିଗଲା ବାଇକ୍ । ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ । ଘଟଣାର ଭିଡିଓଟି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ଏହି ଛାତିଥରା ଭିଡିଓ...
ଦେଓଘର ରୋପ୍ୱେ ଦୁର୍ଘଟଣା ବେଳେ ମାନବିକତା ଦେଖାଇଲେ ବାୟୁସେନାର ଗରୁଡ଼ କମାଣ୍ଡୋ ।