ଟାଙ୍କି ଖୋଲୁ ଖୋଲୁ ଜଳିଗଲା ବାଇକ୍ । ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ । ଘଟଣାର ଭିଡିଓଟି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ଏହି ଛାତିଥରା ଭିଡିଓ...
ଦେଓଘର ରୋପ୍ୱେ ଦୁର୍ଘଟଣା ବେଳେ ମାନବିକତା ଦେଖାଇଲେ ବାୟୁସେନାର ଗରୁଡ଼ କମାଣ୍ଡୋ ।
କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଫସିଲେ ମନ୍ତ୍ରୀ ! FIRରେ ଉଠିଲା ମନ୍ତ୍ରୀଙ୍କ ନାଁ। ସନ୍ତୋଷ ପାଟିଲ ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ କର୍ଣ୍ଣାଟକର ଜଣେ ମନ୍ତ୍ରୀ ଫସି ଯାଇଛନ୍ତି।
ରାମନବମୀ ଶୋଭାଯାତ୍ରା ସମୟରେ କିଛି ରାଜ୍ୟରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ରାମନବମୀ ଅବସରରେ ୟୁପିର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରି ଥିଲା। ହେଲେ କୌଣସି ବି ଅପ୍ରୀତିକର ଘଟଣା ସାମ୍ନାକୁ ଆସି ନଥିଲା ବୋଲି ଯୋଗୀ ଦାବି କରିଛନ୍ତି।
ପାକ୍ ଅଧିକୃତ କାଶ୍ମୀରେ ଗଣବଳାତ୍କାରର ଶିକାର ହୋଇଥିବା ଜଣେ ମହିଳା ମୋଦିଙ୍କ ସାହାଯ୍ୟ ଲୋଡିଛନ୍ତି ।
ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୧୩ ତାରିଖ, ବୁଧବାର, ମୀନ ୩୦ ଦିନ, ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି ମଘା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
୫ ଶହ ଫୁଟ୍ ଉପରେ ରୋପ୍ ୱେ’ର ୧୦ଟି କ୍ୟାବିନ୍ରେ ଝୁଲି ରହିଥିବା ୩୫ ଜଣ ଯାତ୍ରୀଙ୍କୁ ଉଦ୍ଧାର । ବାୟୁସେନା ଯବାନଙ୍କ ଲାଗି ବେଶ୍ ଚ୍ୟାଲେଞ୍ଜିଂ ଥିଲା ।
ଶାହାବାଜ୍ ଶରିଫଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ପାକିସ୍ତାନ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି । ଜଣେ ପ୍ରଧାନମନ୍ତ୍ରୀଙ୍କଠାରେ ଏହା ଶୋଭନୀୟ ନୁହେଁ ବୋଲି ଅନେକ ଉଲ୍ଲେଖ କରିଛନ୍ତି ।
ଆଲାଏନ୍ସ ଏୟାର୍ ଦ୍ୱାରା ପରିଚାଳିତ ଏହି ବିମାନକୁ ଓ୍ୱାଟର୍ କ୍ୟାନନ୍ ସାଲ୍ୟୁଟ୍ ସହିତ ସ୍ୱାଗତ କରାଯାଇଛି ।
ରୁଷିଆ-ୟୁକ୍ରେନ୍ ପ୍ରସଙ୍ଗରେ ନିଜସ୍ୱ ନିଷ୍ପତ୍ତି ନେବ ଭାରତ । ରାଷ୍ଟ୍ରପତି ବାଇଡେନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଭିଡିଓ କନ୍ଫେରେନ୍ସିଂରେ ଆଲୋଚନା ପରେ ହ୍ୱାଇଟ୍ହାଉସ ଏହା କହିଛି ।
ବର୍ତ୍ତମାନ ସମୟରେ ଡିଫଲଟର୍ ହୋଇଛି ଶ୍ରୀଲଙ୍କା । ଏମିତିକି ଆବଶ୍ୟକ ସାମଗ୍ରୀ ଆମଦାନୀ କରିବାକୁ ବି ଶ୍ରୀଲଙ୍କା ପାଖରେ ବୈଦେଶିକ ମୁଦ୍ରା ନିଅଣ୍ଟ ପଡ଼ୁଛି ।
ଏପ୍ରିଲ ୧୧ରୁ ପଶ୍ଚିମ ରେଳ ଜୋନର ଟ୍ରେନ ନମ୍ବର 12009/10 ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧିନଗର ଶତାବ୍ଦୀ ଏକ୍ସପ୍ରେସରେ ଏହି କୋଚ ଯୋଡ଼ାଯାଇଛି ।
ବିଭିନ୍ନତାରେ ବି ଏକତା । ରମ୍ଜାନ୍ ବ୍ରତ ଭାଙ୍ଗିବାକୁ ମୁସଲମାନଙ୍କୁ ମନ୍ଦିର ଆମନ୍ତ୍ରଣ କଲେ ହିନ୍ଦୁ ପୁରୋହିତ ।
ସ୍କାଏମେଟ୍ ପକ୍ଷରୁ ଆକଳନ କରାଯାଇଛି ଯେ, ଏଥର ଭାରତରେ ୬୫ ପ୍ରତିଶତ ବର୍ଷା ହେବ । ନୂଆ ଦିଲ୍ଲୀରେ ସାଧାରଣ ଭାବେ ବର୍ଷା ହେବ ।
ଗରମରୁ ମୁକ୍ତି ଦେଉଛି ଏହି ନିଆରା ରିକ୍ସା । ଚାଳକଙ୍କ ଏହି ଅଭିନବ ଉପାୟ ଦ୍ୱାରା ଯାତ୍ରୀମାନେ ଗ୍ରୀଷ୍ଣ ପ୍ରଭାବରୁ କିଛିମାତ୍ରାରେ ତ୍ରାହୀ ପାଇପାରୁଛନ୍ତି ।
ରୁଷିଆ- ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ରୁଷିଆକୁ ଆର୍ଥିକ ସ୍ତରରେ ଏକଘରିରିକିଆ କରି ଯୁଦ୍ଧ ବନ୍ଦ କରିବାର ସବୁ ପ୍ରକାର ଉଦ୍ୟମ କରୁଛି ଆମେରିକା ।
ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରରେ ଦଳାଚକଟା । ଏଥିରେ ୩ ଜଣ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଏହି ଅଘଟଣ ଘଟିଛି ।
ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇବା ସହ ଆତଙ୍କବାଦ ଉପରେ କଟକଣା ଜାରି କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ନିକଟରେ ଜଣେ ମହିଳା ଏକ ଧଳା କଙ୍ଗାରୁକୁ ଦେଖିଛନ୍ତି । ଯାହାକୁ ଦେଖି ସେ ନିଜେ ବି ବିଶ୍ୱାସ କରିପାରିଲେ ନାହିଁ । ସେ କେବଳ ଏହି କଙ୍ଗାରୁକୁ ଦେଖିନଥିଲେ ତାର କିଛି ଫଟୋ ମଧ୍ୟ ନିଜ କ୍ୟାମେରାରେ କଏଦ୍ କରିଛନ୍ତି । ଯାହାକୁ ଆପଣ ବି ନିଜ ଆଖିରେ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।
ଝାଡଖଣ୍ଡର ଦେଓଘରରେ ରୋପେୱେ କେବଲ କାର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ତେବେ କ୍ୟାବିନ୍ରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ୩ ଦିନ ହେଲା ଜାରି ରହିଛି ଉଦ୍ୟମ।
ଡକ୍ୟୁମେଣ୍ଟାରୀ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମାତ୍ର ୨୪ ଘଣ୍ଟାରେ ରୋଜଗାର କରିପାରିବେ ହଜାର ହଜାର ଟଙ୍କା ।
ଲୋକାଲ୍ ଟ୍ରେନରେ ଗୋଟିଏ ଘୋଡା ଯାତ୍ରା କରୁଥିବାର ଫଟୋ ଏବେ ଖୁବ୍ ଭାଇରାଲ୍ ହେଉଛି । କେବଳ ଏତିକି ନୁହେଁ ଟ୍ରେନର ନିୟମଉଲଙ୍ଘନ କରିବା ଅଭିଯୋଗରେ ଘୋଡାଟିର ମାଲିକକୁ ଆର୍.ପି.ଏଫ୍ ପୋଲିସ ଗିରଫ କରିଛନ୍ତି ।
ଗାଁରେ ଭୟଙ୍କର ଥିଲା ପାଣି ସମସ୍ୟା। ମାଇଲ ମାଇଲ ବାଟ ଯିବା ପରେ ବି ମିଳୁନଥିଲା ପାଣି..ଗାଁ ଲୋକଙ୍କ କଷ୍ଟ ନଦେଖି ପାରି ୩ ବର୍ଷ ଏକାକୀ ପରିଶ୍ରମ କରି ପୋଖରୀ ଖୋଳି ଦେଲେ କୃଷ୍ଣଚନ୍ଦ୍ର। ୩ ହଜାର ଟ୍ରଲିର ମାଟି ନିଜେ ବୋହି ସରକାରଙ୍କଠୁ ହେଲେ ପୁରସ୍କୃତ..
ତେବେ ବିବାହ ପୂର୍ବରୁ ରଣବୀରଙ୍କ ପୂର୍ବ ଆଫେୟାର୍ସକୁ ନେଇ ଚର୍ଚ୍ଚା ହେଉଛି । ହାତକୁ ଦିହାତ ହେବାକୁ ଯାଉଥିବା ରଣବୀରଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା ।
୭୦ ବର୍ଷୀୟ ଶାହବାଜ ଶରିଫ୍ ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ଏକ ପଞ୍ଜାବୀ ଭାଷାଭାଷି କାଶ୍ମୀରୀ ପରିବାରରେ ଜନ୍ମ ନେଇଥିଲେ । ସ୍ୱାଧୀନତା ପୂର୍ବରୁ ତାଙ୍କ ବାପା କାଶ୍ମୀର ଅନନ୍ତନାଗରୁ ପଞ୍ଜାବ ଅମୃତସର ଆସି ବ୍ୟବସାୟ କରୁଥିଲେ ଏବଂ ଦେଶ ବିଭାଜନ ପରେ ପୂରା ପରିବାର ଲାହୋର୍ ପଳାଇ ଯାଇଥିଲା