ଆଜିକାଲି ସଚେତନ ଲୋକେ କ୍ୟାଲୋରୀକୁ ନେଇ ବହୁତ ବ୍ୟସ୍ତ। ତେବେ ଏହି କ୍ୟାଲୋରୀ କ’ଣ? ଜଣେ ବ୍ୟକ୍ତି ଦିନକୁ କେତେ କ୍ୟାଲୋରୀ ଆବଶ୍ୟକ କରେ ଆସନ୍ତୁ ଜାଣିବା।