ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ତୁ ଝୁଟି, ମେ ମକାର୍’। ଫାଷ୍ଟ ଡେ’ରେ ହଲ୍ରେ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ ଦେଖିବାକୁ ମିଳିଛି ।
ବ୍ରହ୍ମାସ୍ତ୍ର ଫିଲ୍ମ ପାଇଁ ପୂର୍ବରୁ ଟ୍ରୋଲ ହୋଇଥିଲେ ରଣବୀର । ହେଲେ ଏବେ ତ ସେହି ବିଷୟ ପୁରୁଣା ହୋଇସାରିଲାଣି । ତାହାଲେ କାହିଁକି ସୋସିଆଲ ମିଡିଆରେ ରଣବୀରଙ୍କୁ କରାଯାଉଛି ତାତ୍ସଲ୍ୟ ।
ସୋସିଆଲ ମିଡିଆରେ ତାଙ୍କୁ ନେଇ ଢ଼େର ଚର୍ଚ୍ଚା ମଧ୍ୟ ହୋଇଛି ।
ଏବେ ସୁଦ୍ଧା ରଣବୀର-ଆଲିଆଙ୍କ ବିବାହକୁ ନେଇ ତାଙ୍କ ପରିବାର ମଧ୍ୟ କୌଣସି ପ୍ରକାର ବୟାନ ଦେଇ ନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଢ଼େର ଚର୍ଚ୍ଚା ।
ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ବେଶ୍ କିଛି ଦିନରୁ ଚର୍ଚ୍ଚା ହେଉଥିଲା । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଗସିପ୍ ଗଳିରେ ଖୁବ୍ ଆଲୋଚନା ହୋଇଛି ।