ଅନୁଲମ୍-ବିଲୋମ୍ ପ୍ରାଣାୟାମ ହେଉଛି ଶ୍ୱାସ ନେବା ଓ ଛାଡିବାର ଏକ ପ୍ରକ୍ରିୟା, ଯାହା ଅନେକ ଗମ୍ଭୀର ରୋଗର ଚିକିତ୍ସାରେ ପ୍ରଭାବଶାଳୀ ହୋଇଥାଏ। ଏହି ପ୍ରାଣାୟାମକୁ ଦୈନନ୍ଦିନ ଅଭ୍ୟାସ ଦ୍ୱାରା ଚାପ, ଉଦାସୀନତା ଓ ଚିନ୍ତାଜନିତ ରୋଗ ହ୍ରାସ ହେବା ସହିତ ହୃଦୟ, ଫୁସ୍ଫୁସ୍ ଓ ଶରୀରର ଅନ୍ୟ ଅଙ୍ଗକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ।
ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟ୍ୱିଟରରେ ଆସିଥିବା ଏକ ଫଟୋ ଜଣେ ଅଟୋ ଚାଳଙ୍କର ପରିବେଶ ପ୍ରତି ଥିବା ମମତାକୁ ଦେଖେଇଛି। ସେ ତାଙ୍କ ଅଟୋକୁ ବଗିଚାରେ ପରିଣତ କରିଥିବା ଦେଖିବାକୁ ମିଳିଛି।
କେଜିଏଫ-୨କୁ ନେଇ ସାରା ଦେଶରେ କ୍ରେଜ୍। ଆଉ ଏହାର ପ୍ରଭାବ ଫିଲ୍ମର ବିଜନେସ୍ ଉପରେ ପଡ଼ିଛି। ଗୋଟିଏ ଦିନରେ କେଜିଏଫ୍ ଯାହା ବ୍ୟବସାୟ କରିଛି ତାହା ସବୁ ରେକର୍ଡ ଭାଙ୍ଗିଛି।
ଶେଷରେ ପଦ ଛାଡିଲେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍. ଈଶ୍ୱରପ୍ପା । ଈଶ୍ୱରପ୍ପାଙ୍କ ଇସ୍ତଫା ଯଥେଷ୍ଟ ନୁହେଁ, ତାଙ୍କୁ ଗିରଫ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ଆମେରିକାର ବିଭିନ୍ନ ଉପତ୍ୟକା ଗୋଲାପୀ ରଙ୍ଗର ଫୁଲରେ ଆଚ୍ଛାଦିତ ହୋଇଥାଏ । ଯେଉଁଥିପାଇଁ ଏହି ପୂର୍ଣ୍ଣମୀ ଜହ୍ନକୁ ପିଙ୍କ ମୁନ କୁହାଯାଏ ।
ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୧୬ ତାରିଖ, ଶନିବାର, ମେଷ ୩ ଦିନ, ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ହସ୍ତା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଇଂଲଣ୍ତର ଟେଷ୍ଟ କ୍ୟାପ୍ଟେନସିପ୍ ଛାଡ଼ିଲେ ଜୋ ରୁଟ୍ । ଅଷ୍ଟ୍ରେଲିଆ ଓ ୱେଷ୍ଟିଇଣ୍ତିଜ୍ ବିପକ୍ଷରେ ଟେଷ୍ଟ ହାରିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସମାଲୋଚନା ଓ ବିବାଦ ମଧ୍ୟରେ ଆଜି ଟେଷ୍ଟ ଟିମ୍ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଜୋ ରୁଟ୍ ।
ନ୍ୟାସ୍ନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସ୍ନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (ଏନ୍ସିଆର୍ଟି) ରେ ଇ-ବିଦ୍ୟା ପ୍ରକଳ୍ପରେ ନିୟୋଜିତ ହେବା ପାଇଁ ଦକ୍ଷ ବୃତ୍ତିଗତମାନେ ଆବେଦନ କରିବାକୁ ଆହ୍ୱାନ କରାଯାଇଛି।
ଟେସଲା ସିଇଓ ଏଲୋନ୍ ମସ୍କ ଆଉ ଟ୍ୱିଟରର ବଡ଼ ସେୟାର ହୋଲ୍ଡର ନାହାନ୍ତି
ଝିଅକୁ ତଣ୍ଟି ଚିପି ହତ୍ୟା କଲା ମା’। କୌଣସି ଏକ କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଇଥିଲା ଯାହା ପରେ ମହିଳା ଜଣକ ନିଜ ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଜଣେ ଷ୍ଟାର୍ ଯେଉଁ ଶିଳ୍ପରୁ ଆସୁନା କାହିଁକି, ଆପଣମାନେ ତାଙ୍କୁ ସମର୍ଥନ କରିବାକୁ ୟଶ୍ କହିଛନ୍ତି। ଏହା ଦ୍ୱାରା ଆମେ ଆମର ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଆହୁରି ବଡ଼ କରିବାକୁ ସମର୍ଥ ହେବା। ପରସ୍ପର ସହ ଲଢିବା ପରିବର୍ତ୍ତେ ଆମକୁ ବିଶ୍ୱର ବାକି ଶିଳ୍ପ ସହ ଲଢିବାକୁ ହେବ ବୋଲି ସେ କହିଛନ୍ତି।
ହିମାଚଳ ଦିବସରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏକ ବଡ଼ ଘୋଷଣା କରିଛନ୍ତି
ରଣବୀର ଓ ଆଲିଆଙ୍କ ବିବାହକୁ ବ୍ୟକ୍ତିଗତ ରଖାଯିବାର କାରଣ ହେଉଛି ଏକ ପ୍ରମୁଖ OTT ପ୍ଲାଟ୍ଫର୍ମକୁ ସେମାନଙ୍କ ବିବାହର ଫଟୋ ଓ ଭିଡିଓ ଷ୍ଟ୍ରିମ୍ କରିବାର ଅଧିକାର ଦିଆଯାଇଛି। ସେମାନେ OTT ପ୍ଲାଟ୍ଫର୍ମରେ ୯୦ ରୁ ୧୧୦ କୋଟିରେ ବିକ୍ରି କରିଛନ୍ତି।
MANPADS କହିଲେ ମ୍ୟାନ୍ ପୋର୍ଟେବୁଲ ଏୟାର ଡିଫେନ୍ସ ସିଷ୍ଟମ । ମ୍ୟାନପ୍ୟାଡ୍ସ ହେଉଛି କାନ୍ଧ କିମ୍ବା ଭୂପୃଷ୍ଠରେ ରଖି ନିକ୍ଷେପ କରାଯାଇପାରୁଥିବା ଏକ କ୍ଷୁଦ୍ର କ୍ଷେପଣାସ୍ତ୍ର ।
ଉଦଘାଟନ କଲେ ମୋଦି, ପ୍ରଥମ ଟିକେଟ୍ ବି କିଣିଲେ
ମାନବାଧିକାର ଉପରେ ଜ୍ଞାନ ଦେଉଥିବା ଆମେରିକାକୁ ଭାରତର କଡ଼ା ଜବାବ୍ । ଆମେରିକୀୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ମନ୍ତବ୍ୟରେ ଗାଲରେ ଚାପୁଡ଼ା ମାରିଲା ଭଳି ରୋକଠୋକ୍ ଜବାବ ଦେଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର
ଚା’ ସହିତ ଜଳଖିଆ ନଦେବାରୁ ବୋହୂକୁ ଗୁଳି ମାରିଲେ ଶ୍ୱଶ୍ୱୂର । ମହାରାଷ୍ଟ୍ର ଠାଣେ ସହରରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ ।
ଫୋର୍ବସ୍ ପକ୍ଷରୁ ପ୍ରକାଶିତ ଟପ୍ ଟେନ୍ ଧନୀ ତାଲିକାରେ ଦୁଇ ଭାରତୀୟ ମୁକେଶ ଅମ୍ବାନୀଏବଂ ଗୌତମ ଆଦାନୀ । ତେବେ ମୁକେଶ ଅମ୍ବାନୀଙ୍କୁ ଟପି ଯାଇଛନ୍ତି ଗୌତମ ଆଦାନୀ । ଫୋର୍ବସ ଧନୀ ତାଲିକାର ଷଷ୍ଠ ସ୍ଥାନରେ ଆଦାନୀ ଥିବା ବେଳେ ଦଶମରେ ରହିଛନ୍ତି ଲାଏନ୍ସର ମୁଖ୍ୟ ମୁକେଶ ଅମ୍ବାନୀ ା ତେବେ ବିଶ୍ୱର ଟପ୍ ଟେନ୍ ଧନୀମାନଙ୍କ ମଧ୍ୟରେ ସ୍ଥାନ ପାଇଥିବା ଦୁଇ ଭାରତୀୟ ଆଦାନୀ ଓ ଅମ୍ବାନୀଙ୍କୁ ନେଇ ଚର୍ଚ୍ଚା ହେଉଛି ।
ଯୋଜନା ଅନୁସାରେ ଶ୍ରୀନୀଳମାଧବ ମନ୍ଦିରର ଚାରିପାଖରେ ଉନ୍ନୟନ କାମ କରାଯିବ । ଶ୍ରଦ୍ଧାଳଙ୍କ ପାଇଁ ପୀଠର ପଶ୍ଚିମ ଦ୍ୱାର ନିକଟରେ ଏକ ବଡ଼ ହଲ ନିର୍ମାଣ କରାଯିବ । ମନ୍ଦିରକୁ ପ୍ରବେଶ ପାଇଁ ଲିଫ୍ଟର ସୁବିଧା ରହିବ
ଘୁଞ୍ଚିଲା JEE(ଆଡଭାନ୍ସଡ୍)-୨୦୨୨ପରୀକ୍ଷା । ଆସନ୍ତା ଅଗଷ୍ଟ ମାସ ୨୮ ତାରିଖକୁ ଘୁଞ୍ଚିଲା ପରୀକ୍ଷାର ତାରିଖ । ଦୁଇଟି ସିଟିଂରେ ହେବ ପରୀକ୍ଷା ।
ଆସାମରୁ ଦେଶର ରାଜଧାନୀ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବଡ଼ ଅଘଟଣ ଘଟିଛି।
ଦିନକୁ ଦିନ ଜଳର ଅପବ୍ୟବହାର ଏବଂ ଅଯଥା ଅପଚୟ ବଢ଼ିଚାଲିିଛି । ଏଥିପାଇଁ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ଏକ ବଡ ନିଷ୍ପତ୍ତି ନେଇଛି ।
ଶ୍ରୀଲଙ୍କାରେ ରାଜପକ୍ଷ ସରକାରଙ୍କ ବିରୋଧରେ ବଢ଼ୁଛି ବିରୋଧ । ଗତକାଲି ଲକ୍ଷାଧିକ ଲୋକ କଲମ୍ବୋରେ ରାସ୍ତା ଉପରକୁ ଓହ୍ଲାଇଥିଲେ । ରାସ୍ତାକୁ ଆସି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଆଜି କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପା ମୁଖ୍ୟମନ୍ତ୍ରୀଙ୍କୁ ନିଜ ଇସ୍ତଫା ଦେବେ ।
ଆଜି ୨୦୨୨ ମସିହା, ଏପ୍ରିଲ ମାସ ୧୫ ତାରିଖ, ଶୁକ୍ରବାର, ମେଷ ୨ ଦିନ, ଚୈତ୍ୟ ମାସ, ଶୁକ୍ଳପକ୍ଷ, ଚତୁର୍ଦଶୀ ତିଥି, ଉତ୍ତରା ଫାଲଗୁନି ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...