ଶେହାବାଜ୍ ସରିଫ ପାକିସ୍ତାନର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛନ୍ତି । ସେ ବର୍ତ୍ତମାନ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ଅଛନ୍ତି ।
ସାଢ଼େ ୧୩ ହଜାର ଫୁଟ୍ ଉଚ୍ଚରୁ ଜଣେ ମହିଳା ତଳକୁ ଖସି ପଡ଼ିବା ପରେ ମଧ୍ୟ ସେ ମୃତ୍ୟୁକୁ ମାତ୍ ଦେଇଛନ୍ତି। ଏତେ ଉଚ୍ଚରୁ ତଳକୁ ଖସି ପଡ଼ିବା ପରେ ଚମତ୍କାର ଭାବେ ୩୫ ବର୍ଷୀୟ ଏହି ମହିଳା ଜଣକ ବଞ୍ଚି ଯାଇଛନ୍ତି।
ଅସହ୍ୟ ଗ୍ରୀଷ୍ଣ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଗଛ ଉପରେ ବିଶ୍ରାମ ନେଉଛନ୍ତି ସିଂହର ପୁରା ଖାନ୍ଦାନ୍ । ଦେଖନ୍ତୁ ଭାଇରାଲ୍ ହେଉଥିବା ଏହି ଭିଡିଓ...
ଆଜିର ଦିନରେ ଗୋଟିଏ ପରିବାରରେ ୪ ପିଢିର ଲୋକଙ୍କୁ ଦେଖିବା ବି କଷ୍ଟକର। କେଉଁଠି କାଁ ଭାଁ ପରିବାର ଥିବେ ଯେଉଁଠାରେ ୩-୪ ପିଢିର ଲୋକେ ରହିଥିବେ। କିନ୍ତୁ ଏ ଦୁନିଆରେ ଏମିତି ବି ଅନେକ ପରିବାର ଅଛି କେଉଁଠି ୫ ପିଢିର ବି ଲୋକେ ବାସ କରୁଛନ୍ତି।
ଋଷ୍- ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍ ଗସ୍ତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ସେ ସହରର ଗଳିକନ୍ଦି ବୁଲି ଦେଖିଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଅନାସ୍ଥା ଭୋଟ୍ ପୂର୍ବରୁ ଇମ୍ରାନ ଖାନ୍ ୩ ଟି ସର୍ତ୍ତ ରଖିଥିଲେ। ଇସ୍ତଫା ପରେ ତାଙ୍କୁ ଗିରଫ କରାଯିବନି, ଶାହବାଜ୍ଙ୍କୁ ପ୍ରଧାନମନ୍ତ୍ରୀ କରାନଯାଉ ଏବଂ NAB ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ କରାଯିବନି।
ଆଜି ୨୦୨୨ ମସିହା ଅପ୍ରେଲ ୧୦ ତାରିଖ, ରବିବାର, ମୀନ, ୨୬ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ନବମୀ ତିଥି, ପୂଷ୍ୟା ନକ୍ଷତ୍ର, କର୍କଟ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଫିଲ୍ମ ରିଲିଜ୍ ନହେଉଣୁ ଫ୍ୟାନ୍ସଙ୍କ କ୍ରେଜ୍। ଦେଢ଼ ହଜାରରୁ ୨ ହଜାର ଟଙ୍କାରେ ବିକ୍ରି ହେଉଛି ଟିକେଟ୍। ‘KGF 2’କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି।
ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ SJB, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି ।
ରାମ ନବମୀ ଅବସରରେ ପ୍ରଭୁ ଶ୍ରୀ ରାମଙ୍କୁ ସମଗ୍ର ଦେଶରେ ବିଭିନ୍ନ ରାମ ମନ୍ଦିରରେ ପୂଜା କରାଯାଏ ଓ ରାମ ଜନମୋତ୍ସବ ପାଳନ କରାଯାଏ। ଏହି ଅବସରରେ ଆପଣ ବି ନିଜ ଜୀବନକୁ କିଛି ସହଜ ଉପାରରେ ଖୁସିରେ ଭରିପାରିବେ। ତେବେ ଆସନ୍ତୁ ଜାଣିବା ରାମ ନବମୀରେ ଆପଣ କ’ଣ କରିବେ।
ପାକିସ୍ତାନରୁ ଇମ୍ରାନ ଖାନ୍ଙ୍କ ସରକାର ଆଉଟ୍ ହେବା ପରେ ପରେ ତାଙ୍କର ନିକଟତର ଲୋକଙ୍କ ଉପରେ ଆକ୍ସନ ନିଆଯାଇଛି। ବିଳମ୍ବିତ ରାତିରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାସ୍ ହେବା ପରେ ଇମ୍ରାନଙ୍କ ଅତି ଘନିଷ୍ଠ କୁହାଯାଉଥିବା ଡଃ ଅର୍ସଲାନ ଖଲିଦ୍ଙ୍କ ଘରେ ରେଡ୍ ହୋଇଛି।
ଆଜି ପବିତ୍ର ରାମନବମୀ । ସାରା ଦେଶର ପୁରପଲ୍ଲୀରେ ଭଗବାନ ରାମଙ୍କ ଜନ୍ମୋତ୍ସବ ବା ରାମନବମୀକୁ ଧୁମଧାମ୍ରେ ପାଳନ କରାଯାଉଛି ।
ଆଜିଠାରୁ ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ କରୋନାର ବୁଷ୍ଟର୍ ଡୋଜ୍ । ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର୍ ଡୋଜ୍ ନେଇପାରିବେ ।
ଶାହବାଜ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଗଲା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପଦବୀ । ମିଡ ନାଇଟ୍ ଡ୍ରାମା ଅନାସ୍ଥା ଭୋଟରେ ହାରିଲେ ଇମ୍ରାନ ଖାନ ।
ପରୀକ୍ଷା ପାଖେଇ ଆସିଲେ କିମ୍ବା ପରୀକ୍ଷା ନାଁ ଶୁଣିବା ମାତ୍ରେ ଅଧିକାଂଶ ଛାତ୍ର ଚିନ୍ତା ଓ ଚାପରେ ପଡିଯାଆନ୍ତି। ପରୀକ୍ଷାର ଚିନ୍ତା ତ ସମସ୍ତଙ୍କୁ ଆସେ। ତେବେ ଆସନ୍ତୁ କିଛି ପଏଣ୍ଟ୍ ବିଷୟରେ ଜାଣିନେବା ଯାହା ଏଥିରୁ ମୁକ୍ତି ଦେବ।
ସ୍ପିକର ଗୃହରେ ଉପସ୍ଥିତ ଅଛନ୍ତି, ବରିଷ୍ଠ ସଦସ୍ୟ ଗୃହରେ ଉତ୍ତର ରଖୁଛନ୍ତି। ହେଲେ ଥରୁର ଗପିବାରେ ଏତେ ମଜିଯାଇଛନ୍ତି ଯେ, ନିଜ ସିଟ୍ରୁ ଉଠିଆସି ଗପିବାରେ ବ୍ୟସ୍ତ ଅଛନ୍ତି। ଆଉ ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ପାକିସ୍ତାନର ରାଜନୈତିକ ଅସ୍ଥିରତାକୁ ନେଇ ବଡ଼ ଖବର। ସମ୍ବାଦ ସରବରାହ ସଂସ୍ଥା ଜି ନ୍ୟୁଜ୍ ସୂତ୍ରରୁ ବଡ଼ ଖବର। ଇସ୍ତଫା ଦେବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପ୍ରସ୍ତୁତ ଥିବା ଜଣାଯାଇଛି। ଏନେଇ ସେ ୩ଟି ସର୍ତ୍ତ ମଧ୍ୟ ରଖିଛନ୍ତି।
ସିଦ୍ଧରମୈୟା, ଏଚ୍ଡି କୁମାରସ୍ୱାମୀ ଏବଂ ପ୍ରଖ୍ୟାତ ପ୍ରଗତିଶୀଳ ସାହିତ୍ୟିକ କେ. ବୀରଦ୍ରାପ୍ପାଙ୍କ ସମେତ ୬୪ ଜଣଙ୍କୁ ମୃତ୍ୟୁ ଧମକ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବାର୍ତ୍ତା କହୁଛି ଯେ “ମୃତ୍ୟୁ ଆପଣଙ୍କ ଚାରିପାଖରେ ଲୁଚି ରହିଛି, ମରିବାକୁ ପ୍ରସ୍ତୁତ ରୁହନ୍ତୁ।”
ଆସୁଛି ‘ଲାଏନ୍’। ଭୟଙ୍କର ବଣୁଆ ଜନ୍ତୁ ଭାବେ ନଜର ଆସିବେ ଶାହରୁଖ ଖାନ। ଏଥିରେ ଦେଖିବାକୁ ମିଳିବ ସାଉଥ୍ର ସୁପର୍ହିଟ୍ ଅଭିନେତ୍ରୀ ନୟନତାରାଙ୍କୁ। ସେ କିଙ୍ଗ୍ ଖାନଙ୍କ ସହ ଜବରଦସ୍ତ ରୋମାନ୍ସ କରିବେ।
ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଂଗଠନ ଜମାତ ଉଦ୍ ଦାୱାର ମୁଖ୍ୟ ହାଫିଜ୍ ସୟିଦର ପୁଅକୁ ଆତଙ୍କବାଦୀ ଘୋଷଣା କଲା ଭାରତ ।
ମନୋରଂଜନ ଦୁନିଆକୁ ରଂଗୀନ କରିବ ଅପ୍ରିଲ୍। ଆସୁଛି ୩ ଫିଲ୍ମ। ଦୁଇ ବଡ ପ୍ରୋଜେକ୍ଟ କେଜିଏଫ୍-୨ ଓ ବିଷ୍ଟ୍ ଭିତରେ ରିଲିଜ୍ ହେଉଛି ଜର୍ସି। ତେବେ ଏହା କ’ଣ ଏହି ଦୁଇ ଫିଲ୍ମ ସହ କରି ପାରିବ ମୁକାବିଲା…
ଆସନ୍ତାକାଲିଠାରୁ ପ୍ରାଇଭେଟ ହସ୍ପିଟାଲରେ କରୋନାର ବୁଷ୍ଟର୍ ଡୋଜ୍ ମିଳିବ । ଦ୍ୱିତୀୟ ଡୋଜ୍ ନେବାର ୯ ମାସ ହୋଇଥିଲେ, ହିତାଧିକାରୀ ବୁଷ୍ଟର୍ ଡୋଜ୍ ନେଇପାରିବେ ।
ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ଇମ୍ରାନ୍ ଖାନ୍ଙ୍କୁ କଟାକ୍ଷ କରିଛନ୍ତି ।
ଛୁଆ ପ୍ରତି ମା’ର ବାତ୍ସଲ୍ୟ ମମତା । ନିଜ ସନ୍ତାନ ପିଠିରେ ଲେଖିଲେ ଠିକଣା । ରୁଷିଆ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନରୁ ସାମ୍ନାକୁ ଆସିଛି ଏହି ହୃଦୟସ୍ପର୍ଶୀ ଭିଡିଓ ।