• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Online Delivery

Online delivery  sells unique houses for 19000 dollar
Viral Video: ୧୫ ଲକ୍ଷ ଟଙ୍କା ଦେଲେ ଆପଣଙ୍କ ପାଖରେ ପହଞ୍ଚିଯିବ ପରିବାର ରହିବା ଭଳି ଘର

ଆପଣ କେବେ ଶୁଣିଛନ୍ତି କି ଅନ୍‌ଲାଇନ୍‌ରେ ଗୋଟିଏ ପରିବାର ରହିବା ଭଳି ଘର ବି ମିଳିପାରିବ? ତାହା ପୁଣି ଏ ଘରକୁ କିଣିବାକୁ ହେଲେ ଆପଣଙ୍କୁ ସେଠାକୁ ଯିବାକୁ ପଡିବନି ବରଂ ଘର ପ୍ୟାକିଂ ହୋଇ ଆପଣଙ୍କ ପାଖକୁ ଆସିବ। ଏଥର ଆପଣ ନିଶ୍ଚିତ କହିବେ, ଏହା କେବେ ସମ୍ଭବ ନୁହେଁ। ଏହା କିନ୍ତୁ ସମ୍ଭବ। ଦେଖନ୍ତୁ ଏହି ଭିଡିଓ…

online delivery
ଅଧାରୁ ପାଠ ଛାଡ଼ି ପଳାଇ ଆସିଥିଲେ, ଏବେ ହଜାରେ କୋଟିର ମାଲିକ

ବାପା-ମା’ଙ୍କର ସ୍ୱପ୍ନ, ପିଲାଟି ତାଙ୍କର ଭଲ ପାଠ ପଢିବ । ଟପ୍ପର ହେବ ।  କାରଣ ଭଲ ପାଠ ପଢି ଟପ୍ପର ନ ହେଲେ ଭଲ ଚାକିରିଟିଏ ଯେ ମିଳିବ ନି !  ଆଉ ଭଲ ଚାକିରିଟିଏ ନ ମିଳିଲେ ଭବିଷ୍ୟତ ତ ପୂରା ଅନ୍ଧାର ହିଁ ଅନ୍ଧାର । ହେଲେ ଆଜିକାଲି ବାପା-ମା’ଙ୍କର ଏମିତି ଧାରଣାର ଯେ କିଛି ମାନେ ନାହିଁ, ୧୯ ବର୍ଷୀୟ କୈବଲ୍ୟ ଭୋରା ଓ ଅଦିତ ପାଲିଚା ପ୍ରମାଣିତ କରି ଦେଇଛନ୍ତି।  ଉଭୟେ ଅଧାରୁ ପାଠ ଛାଡ଼ି ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଆଉ ଏବେ ୧୦୦୦ କୋଟି କ୍ଲବରେ ସାମିଲ ହୋଇ ପାରିଛନ୍ତି। କୈବଲ୍ୟ ଏହି କ୍ଲବର ସର୍ବ କନିଷ୍ଠ ବ୍ୟକ୍ତି।

Zomato Delivery Boy
ଶିକ୍ଷକରୁ Zomato ଡେଲିଭରି ବୟ ! ତାପରେ ହଠାତ୍‌ ସୋସିଆଲ ମିଡିଆ ସେନ୍‌ସେସନ୍‌, ପାଇଲେ ବଡ଼ ଉପହାର

ଆପଣ ତ ଜାଣନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି ଅନଲାଇନ୍‌ ଅର୍ଡରର ଡିମାଣ୍ଡ । କାରଣ ଲୋକଙ୍କୁ ଏହା ବେଶ ସୁହାଉଛି । ଯେତେବେଳେ ମନ ହେଲା, ମୋବାଇଲ କାଢ଼ିଲେ ଆଉ ଆପ୍‌କୁ ଯାଇ ଅର୍ଡର ଦେଲେ, ମାତ୍ର କିଛି ସମୟ ମଧ୍ୟରେ ଖାଇବା ଆସି ପହଞ୍ଚିଯାଏ ଆପଣଙ୍କ ପାଖରେ ।