• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Thalapathy Vijay

thalapathy vijay 20 year old movie re-released
ପ୍ରେକ୍ଷାଳୟରେ ନୂଆ ଫିଲ୍ମର ଅଭାବ ନାହିଁ; ଏବେ କାହିଁକି ରି-ରିଲିଜ୍ ହେଲା ବିଜୟଙ୍କ ୨୦ ବର୍ଷର ଏହି ଫିଲ୍ମ

ପ୍ରେକ୍ଷାଳୟରେ ଏବେ ବଲିଉଡ୍ ଠାରୁ ଆରମ୍ଭ କରି ଟଲିଉଡ୍ ପର୍ଯ୍ୟନ୍ତ ନୂଆ ଫିଲ୍ମର ଅଭାବ ନାହିଁ। ଏଠାରେ କିନ୍ତୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଯେ ସିନେମା ହଲ୍‌ରେ ପୁରୁଣା ଫିଲ୍ମ ରିଲିଜ୍ ହୋଇଛି। ଥଲାପତି ବିଜୟଙ୍କ ୨୦ ବର୍ଷର ପୁରୁଣା ଫିଲ୍ମ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଭଲ ରୋଜଗାର ମଧ୍ୟ କରୁଛି।

Leo star thalapathy vijay entry into politics made new political party
ରାଜନୀତିର ମୈଦାନକୁ ଡେଇଁଲେ ‘ଲିଓ’ ଷ୍ଟାର୍ ; କହିଲେ 'ଥାଲାପଥୀ ୬୯' ଶେଷ ପ୍ରୋଜେକ୍ଟ

ନୂଆ ଦଳ ଗଢିଛନ୍ତି ତାମିଲ ସିନେମା ଅଭିନେତା ଥାଲାପଥୀ ବିଜୟ। ସେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ସେ ଘୋଷଣା କରିଛନ୍ତି ଯେ ସେ ଅଭିନୟ ଛାଡି ରାଜନୀତିରେ ପ୍ରବେଶ କରିବା ପରେ ସାଧାରଣ ଜନତାଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି।

leo tsunami continues with 3 days box office is there fight with jawan
ଲିଓ କରୁଛି ରେକର୍ଡ ବ୍ରେକିଂ ରୋଜଗାର; ୩ ଦିନରେ କଲାଣି ଏତେ କୋଟି ଆୟ

ଅକ୍ଟୋବର ୧୯ରେ ପ୍ରେକ୍ଷାଳୟରେ ସାଉଥ୍‌ ସୁପରଷ୍ଟାର ଥଲପତି ବିଜୟଙ୍କ ‘ଲିଓ’ ମୁକ୍ତିଲାଭ କରିଛି, ଯାହା ଦର୍ଶକଙ୍କ ଠାରୁ ଖୁବ ଭଲ ପାଇବା ପାଉଛି। ସେଥିପାଇଁ ସାଉଥ୍‌ରେ ସବୁଠୁ ଜବରଦସ୍ତ ଓପେନିଂ କରି ଫିଲ୍ମ ଅନେକ ରେକର୍ଡ ଭାଙ୍ଗିଛି। ଶାହରୁଖଙ୍କ ଫିଲ୍ମ ‘ଜବାନ’ ପରି ଗତ ତିନି ଦିନ ମଧ୍ୟରେ ଫିଲ୍ମର ଆୟ ମଧ୍ୟ ଜବରଦସ୍ତ ହୋଇଛି।

leo become highest grossing tamil movie earned on opening day
Leo Box Office Collection Day 1: ବିଜୟ କଲେ କମାଲ; ପଛରେ ପଡିଗଲେ ଶାହରୁଖ, ରଜନୀକାନ୍ତ

‘ଲିଓ’ ପ୍ରଥମ ଦିନରେ ଏକ ଜବରଦସ୍ତ ଓପେନିଂ କରିଛି। ସାରା ବିଶ୍ୱରେ ପ୍ରଥମ ଦିନରେ ୧୦୦ କୋଟି ଟଙ୍କା ପାର୍ କରିଛି। ଏହି ହିସାବରେ ପଛରେ ପଡିଯାଇଛି ପଠାନ୍ ଆଉ ଜେଲର୍।

film leo earned huge amount before release
ଆସୁଛି ‘ଲିଓ’; ରିଲିଜ୍ ପୂର୍ବରୁ କଲାଣି ଏତେ କୋଟି ରୋଜଗାର

ଥାଲାପାତି ବିଜୟଙ୍କ ଫିଲ୍ମ ‘ଲିଓ’ର ଆଡଭାନ୍ସ ବୁକିଂ ୧୩ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏହି ଫିଲ୍ମ ୧୯ ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ରିଲିଜ୍ ପୂର୍ବରୁ ୧.୨ କୋଟିର ଅଗ୍ରୀମ ବୁକିଂ ରେକର୍ଡ କରିଛି।

vijay fans broke all the seats in the cinema hall after watch leo trailer
‘ଲିଓ’ର ଟ୍ରେଲର୍ ଦେଖି ସିନେମା ହଲ୍‌ର ଚୌକି ଭାଙ୍ଗିଦେଲେ ଦର୍ଶକ; ହେଲେ କାହିଁକି…

‘ଲିଓ’ର ଟ୍ରେଲର ରିଲିଜ ହେବା ମାତ୍ରେ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଚେନ୍ନାଇର ଏକ ସିନେମା ହଲ୍‌ରେ ଏପରି ହଙ୍ଗାମା ସୃଷ୍ଟି କଲେ ଯେ ସେଠାରେ ଥିବା ସବୁ ସିଟ୍ ଭାଙ୍ଗିଦେଲେ।

leo will not release in hindi in multiplex
ଦର୍ଶକ ନିରାଶ; ଏଠି ଥାଲାପତି ବିଜୟଙ୍କ ‘ଲିଓ’ର ହିନ୍ଦୀ ରିମେକ୍ ହେବନି ରିଲିଜ୍

ଆକ୍ସନ୍ ଥ୍ରୀଲର 'ଲିଓ' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ତାମିଲ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଏହାକୁ ନେଇ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ହିନ୍ଦୀ ଦର୍ଶକଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ହୋଇପାରେ।

Thalapathy Vijay
ଦିନେ ଦରମା ଥିଲା ୫୦୦ଟଙ୍କା; ଏବେ ଗୋଟିଏ ଫିଲ୍ମକୁ ୨୦୦ କୋଟି

ବିଜୟ ନିଜର ଅପକମିଙ୍ଗ ଫିଲ୍ମ ‘ଲିଓ’ ପାଇଁ ୨୦୦ କୋଟି ଟଙ୍କା ନେଉଛନ୍ତି ।

Beast
'ବିଷ୍ଟ' କ୍ରେଜ୍‌; ଫିଲ୍ମ ଦେଖିବାକୁ ମାଗଣା ଟିକେଟ୍‌ ସାଙ୍ଗକୁ ଛୁଟି ଦେଲା ଅଫିସ୍

ସାଉଥ ସିନେମାର ସୁପରଷ୍ଟାର ଥାଲାପାଥୀ ବିଜୟ ଏବଂ ପୂଜା ହେଗଡେଙ୍କ ବହୁଚର୍ଚ୍ଚିତ ଫିଲ୍ମ 'ବିଷ୍ଟ' ସିନେମାରେ ମୁକ୍ତିଲାଭ କରିଛି। ଚେନ୍ନାଇର ଏକ ଆଇଟି କମ୍ପାନୀ ‘ବିଷ୍ଟ’ ଫିଲ୍ମ ଦେଖିବା ପାଇଁ ନିଜ କର୍ମଚାରୀଙ୍କୁ ଛୁଟି ଦେଇଛି ଏବଂ ସେମାନଙ୍କୁ ଫିଲ୍ମର ଟିକେଟ ମଧ୍ୟ ମାଗଣା ଦିଆଯାଇଛି।

KGF 2 & Beast Released Soon
KGF2କୁ କଡ଼ା ଟକ୍କର ଦେବ କି BEAST ? ହଲ୍‌ରେ ମୁହାଁମୁହିଁ ହେବ ୟଶ୍‌ ଓ ବିଜୟଙ୍କ ଫିଲ୍ମ

‘KGF2’କୁ ଟକ୍କର ଦେବାକୁ କାହାର ରହିଛି ହିମତ୍ ! ବଡ଼ ବଡ଼ ସିନେମା, ନିର୍ଦ୍ଦେଶକ, ପ୍ରଯୋଜନା ସଂସ୍ଥା KGF ପାଇଁ ନିଜ ଫିଲ୍ମ ରିଲିଜକୁ ଘୁଞ୍ଚାଇ ଦେଇଛନ୍ତି। ‘KGF2’ ସାମ୍ନାରେ ଆଉ ଏକ ତାମିଲ ଫିଲ୍ମ ରିଲିଜ ହେବ ଯାହା ‘KGF2’କୁ କଡ଼ା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି।