ଆପଣ ଯଦି ଏକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ କୌଣସି ଥାର୍ଡ-ପାର୍ଟୀ ଆପ୍ ବିନା ନିଜ WhatsApp କଲ୍ ରେକର୍ଡିଂ କରିପାରିବେ। ଭବିଷ୍ୟତରେ ଆବଶ୍ୟକ ପଡିଲେ ଏହାକୁ ଆକ୍ସେସ୍ ମଧ୍ୟ କରିପାରିବେ। ତେବେ ଏହାକୁ କିପରି କରିବେ ଆସନ୍ତୁ ଜାଣିବା।
କେହି କେବେ ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ ଯେ ଆପଣ ଯାହା କଥା ହେଉଛନ୍ତି ତାହା କେହି ରେକର୍ଡ କରୁନାହାଁନ୍ତି ବୋଲି। ଯଦି ଆପଣ କିଛି କୌଶଳ ଅବଲମ୍ବନ କରନ୍ତି ଏବଂ ସତର୍କତା ଅବଲମ୍ବନ କରନ୍ତି, ତେବେ ଆପଣ ସହଜରେ ଜାଣିପାରିବେ ଯେ ଆପଣଙ୍କର କଲ୍ ରେକର୍ଡ ହେଉଛି କି ନାହିଁ।
ଏହି ପରିବର୍ତ୍ତନ ଦ୍ୱାରା ତୃତୀୟ ପକ୍ଷ ଆପ୍ ଗୁଡିକ ପ୍ରଭାବିତ ହେବ।
ଏଣିକି ବନ୍ଦ ହୋଇଯିବ ଟ୍ରୁ-କଲର(Truecaller)ରେ କଲ୍ ରେକର୍ଡିଂ ବ୍ୟବସ୍ଥା। ମେ’ ୧୧ରୁ ଏହି ସେବା ବନ୍ଦ ହୋଇଯିବ।
ପତ୍ନୀକୁ ନିଷ୍ଠୁର ଦର୍ଶାଇ ସ୍ୱାମୀଙ୍କ ପକ୍ଷରୁ ଫ୍ୟାମିଲି କୋର୍ଟରେ କଲ୍ ରେକର୍ଡି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ବାର୍ତ୍ତାଳାପକୁ ପ୍ରମାଣ ରୂପରେ ବ୍ୟବହାର କରାଗଲା । ତେବେ ଏନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଜଣେ କିପରି ଜଣଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରିପାରିବ ବୋଲି କହିଛନ୍ତି