ଆପଣ କେବେ ଏମିତି ଦ୍ୱୀପର ନାମ ଶୁଣିଛନ୍ତି କି ଯେଉଁଠି କେବଳ କୋଟିପତିମାନେ ହିଁ ରୁହନ୍ତି। କିନ୍ତୁ ଏହା ସତ ଯେ ଏମିତି ବି ଦ୍ୱିପ ଅଛି। ଏହି ଦ୍ୱୀପରେ ରହୁଥିବା ସମସ୍ତ ଲୋକ କୋଟିପତି। ତେବେ ଏହା କେଉଁଠି ଅଛି, ଗୋଟେ ଘରର ମୂଲ୍ୟ କେତେ ସେ ବିଷୟରେ ଜାଣିନେବା।