• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Money Laundering Case

Bombay High Court
ED କୁ ହାଇକୋର୍ଟଙ୍କ ଛାଟ; ଏଣିକି ବିଳମ୍ବିତ ରାତିରେ କରିପାରିବେନି ଜେରା..

ବମ୍ବେ ହାଇକୋର୍ଟଙ୍କ ବଡ଼ ରାୟ। ଜଣେ ବୃଦ୍ଧଙ୍କ ମାମଲାର ଶୁଣାଣି ବେଳେ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଏଣିକି ରାତିରାତି ଧରି ପଚରାଉଚରା କରିପାରିବେନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Prafulla Samal, Prayaskanti Samal
ବାପାଙ୍କ ପରେ EDରେ ହାଜର ହେଲେ ପୁଅ ପ୍ରୟାସକାନ୍ତି

ପ୍ରଫୁଲ୍ଲ ସାମଲଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ଇଡି ।

Arvind Kejriwal gets 7th summons
ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କୁ ଇଡିର ସପ୍ତମ ସମନ

ଆସନ୍ତା ଫେବ୍ରୁଆରୀ ୨୬ରେ ହାଜର ହେବାକୁ ସମନରେ କୁହାଯାଇଛି। ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଥର ସମନ ପଠାଇଛି । କିନ୍ତୁ ସେ ଥରେ ହେଲେ ବି ହାଜର ହୋଇ ନାହାନ୍ତି।

ED Raid
ମନି ଲଣ୍ଡ୍ରିଂ ମାମଲା: ଆପ୍ ଏମପି ଓ କେଜ୍ରିୱାଲଙ୍କ ପିଏସଙ୍କ ଘରେ ଇଡି ରେଡ୍

ମନି ଲଣ୍ଡ୍ରିଂ ମାମଲାରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ରେଡ୍ କରୁଛି ଇଡି । ଏହାସହ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସଦସ୍ୟ ସଲାଭ କୁମାରଙ୍କ ଘରେ ବି ରେଡ୍ ଚାଲିଛି ।

Farooq Abdullah
ଫାରୁକ୍ ଅବଦୁଲ୍ଲାଙ୍କୁ ଇଡିର ସମନ୍; ଟଙ୍କା ହେରଫେର୍‌ର ସାଙ୍ଘାତିକ ଅଭିଯୋଗ..

ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନର ଟଙ୍କାକୁ ବେଆଇନ ଭାବେ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଅଭିଯୋଗ ରହିଛି ।

Priyanka Gandhi
ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ; ପ୍ରିୟଙ୍କାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଇଡି

୨୦୦୬ ମସିହାରେ ପ୍ରିୟଙ୍କା ଗାନ୍ଧୀ ଏଚ.ଏଲ. ପାହୱା ନାମକ ଜଣେ ବ୍ୟକ୍ତିଙ୍କଠାରୁ ୫ ଏକର ଜମି କିଣିଥିଲେ । ସେହି ଜମିକୁ ୨୦୧୦ ମସିହାରେ ସେହି ଏଚ.ଏଲ. ପାହୱାଙ୍କୁ ବିକିଥିଲେ ।

jet airways founder naresh goyal family in money laundering case
ଅସୁବିଧାରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ; ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ

ଜେଟ୍‌ ଏୟାରୱେଜ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ନରେଶ ଗୋୟଲ ଓ ତାଙ୍କ ପରିବାର ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ED ଲଣ୍ଡନ, ଦୁବାଇ ଏବଂ ବିଭିନ୍ନ ରାଜ୍ୟରେ ଥିବା ସମ୍ପତ୍ତିରୁ ୫୩୮ କୋଟି ଟଙ୍କା ଜବତ କରିଛି।

TN Minister V Senthil Balaji
ଗିରଫ କଲା ଇଡି, କାର୍‌ ଭିତରେ କାନ୍ଦି କାନ୍ଦି ଗଡ଼ିଲେ ମନ୍ତ୍ରୀ

ଡ୍ରାମା ନା ସତରେ ହୋଇଛି ଛାତିରେ ଯନ୍ତ୍ରଣା । ଏବେ ହସ୍ପିଟାଲରେ ତାମିଲନାଡୁର ଶକ୍ତିମନ୍ତ୍ରୀ ଭି ସେନ୍‌ଥିଲ ବାଲାଜୀ ।

Delhi health minister
ମନି ଲଣ୍ତରିଂ ମାମଲାରେ ED କବ୍ଜାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଛି। ଏହାପୂର୍ବରୁ ଏହି ମାମଲାରେ ଇଡି ତାଙ୍କୁ ଅନେକ ଥର ଜେରା କରିଥିଲା। ଶେଷରେ ଆଜି ତାଙ୍କୁ ଗିରଫ କରାଯାଇଛି।

abhaya-pathak
ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ସଂପତ୍ତି ଆଟାଚ୍ କଲା ଇଡି

IFS ଅଭୟକାନ୍ତ ପାଠକଙ୍କ ସଂପତ୍ତି ଆଟାଚ୍ କରାଯାଇଛି ।

14 crore in money laundering cases from financial institutions
ଫାଇନାନ୍ସ ସଂସ୍ଥାଠାରୁ ଅର୍ଥ ହଡ଼ପ ମାମଲାରେ ୧୭ କୋଟି ଜବତ୍‌

ଅର୍ଥ ହଡପ ମାମଲାରେ ସମ୍ବନ୍ଧ ଫିନସର୍ଭ ସଂସ୍ଥାର ଏମଡି ଦୀପକ କିଣ୍ଡୋଙ୍କ ସହ ଅନ୍ୟମାନଙ୍କ ନାଁରେ ବିଭିନ୍ନ ବ୍ୟାଙ୍କର ୬୧ଟି ଆକାଉଣ୍ଟରେ ଥିବା ୧୭କୋଟିରୁ ଅଧିକ ଟଙ୍କା ଜବତ୍‌ ହୋଇଛି ।

Money-Laundering case
ବିଜନେସ୍ ପାର୍ଟନର ଲୋଭ ଦେଖାଇ କୋଟି କୋଟି ଟଙ୍କା ଚଳୁ କରିଦେଲା ଠକ

ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି କିଛି ଠକ ।

ED grills pradeep Panigrahi's daughter
ଇଡିର ପଚରାଉଚରା ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେନି ପ୍ରଦୀପଙ୍କ ଝିଅ

ହୋଟେଲ ଥିବା ସମୟରେ ଲକ୍ଷାଧିକ ଟଙ୍କାର ଯେଉଁ କାରବାର ହୋଇଥିଲା, ଶ୍ରୁତିଙ୍କ ଭୂମିକା କଣ ରହିଛି, ତାହା ଜାଣିବାକୁ ଚାହିଁଛି ଇଡି।

Anil Deshmukh Arrested
ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ଆର୍ଥିକ ହେରଫେର ମାମଲାରେ ଅନୀଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଗିରଫ କରିଛି। ଗତକାଲି ଦୀର୍ଘ ୧୨ ଘଣ୍ଟା ଧରି EDର ଅଧିକାରୀ ତାଙ୍କୁ ଜେରା କରିଥିଲେ। ଏହାପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି।  

Money-Laundering case: Jacqueline Fernandez Skips Summons By ED For The 2nd Time
ସମନ୍ ସତ୍ତ୍ୱେ କୋର୍ଟରେ ହାଜର ହେଲେନି ଜ୍ୟାକଲିନ୍

ସମନ୍ ସତ୍ତ୍ୱେ ହାଜର ହେଲେନି ଜ୍ୟାକଲିନ୍ ଫର୍ଣ୍ଣାଣ୍ତିଜ । ମନି ଲଣ୍ତରିଂ ମାମଲାରେ ଆଜି ତାଙ୍କର ED ରେ ଶୁଣାଣି ଥିଲା । ୨୦୦ କୋଟି ଟଙ୍କା ହେରଫେର ମାମଲାରେ ତାଙ୍କ ନାମରେ ଅଭିଯୋଗ ରହିଥିଲା । ଗତକାଲି ଏହି ମାମଲାରେ ନୋରା ଫତେଙ୍କୁ ମଧ୍ୟ ୪ ଘଣ୍ଟା ଧରି ଜେରା କରିଥିଲା ।

 Jacqueline Fernandez
ସମନ୍ ସତ୍ତ୍ୱେ ହାଜର ହେଲେନି ଜ୍ୟାକଲିନ୍

ସମନ୍ ସତ୍ତ୍ୱେ ହାଜର ହେଲେନି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍। ମନି ଲଣ୍ଡରିଂ ମାମଲାରେ ଆଜି ଇଡିରେ ହାଜର ହେବା ନେଇ ଜ୍ୟାକଲିନ୍‌ଙ୍କୁ ସମନ୍ ହୋଇଥିଲା, ହେଲେ ସେ ହାଜର ହୋଇ ନାହାନ୍ତି।