• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Yoga asanas reduce the risk of prostate cancer
ଯୋଗ ଦୂର କରିବ କି ପ୍ରୋଷ୍ଟେଟ୍ କ୍ୟାନ୍‌ସର୍; କାଣନ୍ତୁ

ଆଜିକାଲି ପ୍ରୋଷ୍ଟେଟ୍ କ୍ୟାନ୍‌ସର୍ ବଢିବାରେ ଲାଗିଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଦିନଚର୍ଯ୍ୟାରେ ଯୋଗାସନକୁ ସାମିଲ କରିବା ଜରୁରୀ। ଆସନ୍ତୁ ନଜର ପକେଇବା କେଉଁ କେଉଁ ଆସନ କରିବା ନିହାତି ଦରକାର।

Delhi Fire
ଦିଲ୍ଲୀରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଚପଲ ଫ୍ୟାକ୍‌ଟ୍ରି

ରାତି ପ୍ରାୟ ସାଢ଼େ ୮ଟାରେ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇଥିବା ନେଇ ସୂଚନା ମିଳିପାରିନି ।

EPFO
ଏଣିକି ଘରେ ବସି କରିହେବ EPFO ଡିଟେଲ୍ସ ଅପ୍‌ଡେଟ୍‌, ସଂସ୍ଥା ଜାରି କଲା ଟ୍ରେନିଂ ଭିଡିଓ.. ଦେଖନ୍ତୁ

ଏଥିପାଇଁ ଉପଭୋକ୍ତାଙ୍କୁ କେବଳ ଏହାର EPFO ପୋର୍ଟାଲରେ ଲଗ୍‌ ଇନ୍‌ କରିବାକୁ ହେବ ।

LIC Stock
ଆସନ୍ତାକାଲି ଷ୍ଟକ୍ ମାର୍କେଟରେ ଏଣ୍ଟ୍ରି ମାରିବ ଏଲ୍‌ଆଇସି

ଆସନ୍ତାକାଲି ଷ୍ଟକ୍ ମାର୍କେଟରେ ଏଲ୍ଆଇସି ଷ୍ଟକ୍ ଏଣ୍ଟ୍ରି ମାରିବ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ । ମେ ୪ରୁ ୬ ଦିନ ପାଇଁ ଖୋଲାଥିବା ଦେଶର ସର୍ବବୃହତ ଆଇପିଓ ।

Corbevax
୨୫୦ ଟଙ୍କାକୁ ଖସିଲା କୋର୍ବେଭାକ୍ସ ଟିକା

୧୨ରୁ ୧୭ ବର୍ଷ କିଶୋରଙ୍କୁ ଏହି ଟିକା ଦିଆଯାଉଛି ।

Woman disguises as man for more than 36 years
ଝିଅକୁ ବଞ୍ଚେଇବା ପାଇଁ ପୁରୁଷ ହୋଇଗଲେ ମହିଳା

ଜଣେ ମହିଳା ହୋଇଥିଲେ ବି ଦୀର୍ଘ ୩୬ ବର୍ଷ ଧରି ଜଣେ ପୁରୁଷ ଭାବରେ ବଞ୍ଚିଥିଲେ। ଏହି ମହିଳାଙ୍କ କାହାଣୀ ବିଷୟରେ ଜାଣି ଆପଣ ବି ତାଙ୍କୁ ସଲାମ କରିବେ। ଏକ ସନ୍ତାନ ପାଇଁ ଜଣେ ମା’ କ’ଣ କରିପାରେ ଏହି ମହିଳା ଜଣଙ୍କ ଦ୍ୱାରା ଦର୍ଶାଯାଇଛି।

BSF recruitment 2022 for various inspector posts
BSFରେ ରହିଛି ଅନେକ ପଦବୀ ଖାଲି: ଜାଣନ୍ତୁ କିପରି କରିବେ ଆବେଦନ

BSF ବିଭିନ୍ନ ଗ୍ରୁପ୍ ବି ପଦବୀ ପାଇଁ ନିଯୁକ୍ତି ଦେଉଛି। ମୋଟ ୯୦ ଟି ଗ୍ରୁପ୍ ବି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି ଆବେଦନ କରିବେ।

PBKS vs DC
ପ୍ଲେ ଅଫ୍‌ ଦୌଡ଼ରେ କିଏ ରହିବ ଆଗୁଆ ? ଟସ୍‌ ଜିତି ପଞ୍ଜାବର ବୋଲିଂ

ଆଇପିଏଲ୍‌ରେ ବର୍ତ୍ତମାନ ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ସବୁ ଟିମ୍‌ ଜୋର୍‌ ଲଗାଉଥିବାର ଦେଖିବାକୁ ମିଳିଛି । ତେବେ ଆଜି ମ୍ୟାଚ୍‌ଟି ଦିଲ୍ଲୀ ଓ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

 ଖରାଦିନେ କାମରେ ଆସୁନି ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ

ଗାଁ ଗହଳି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସରକାରଙ୍କ ବସୁଧା ଯୋଜନା। ହେଲେ ଯଦି ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ନ ଆସେ, ତେବେ କାହିଁକି ଏ ପ୍ରକଳ୍ପ। ଶୋଷ ମେଣ୍ଟାଇବା ବଦଳରେ ଶୁଷ୍କ ହୋଇ ପଡି ରହିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ...  

Special Story
 ଖରାଦିନେ କାମରେ ଆସୁନି ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ

ଗାଁ ଗହଳି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସରକାରଙ୍କ ବସୁଧା ଯୋଜନା। ହେଲେ ଯଦି ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ନ ଆସେ, ତେବେ କାହିଁକି ଏ ପ୍ରକଳ୍ପ। ଶୋଷ ମେଣ୍ଟାଇବା ବଦଳରେ ଶୁଷ୍କ ହୋଇ ପଡି ରହିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ...  

special Story
ସଲାସୁତୁରାରେ ଚାଲିଛି ମାଟି ଫିଲିଂ : ମାଫିଆଙ୍କ କବଜାରେ ଟିଟିଲାଗଡ ତହସିଲ ଅଫିସ୍  

ଗତ କିଛି ଦିନ ହେବ ଟିଟିଲାଗଡ ସହରରେ ଜମି ମଫିଆଙ୍କ ଉତ୍ପାତ ବଢିଛି

Olympic Star Shooter
ଋଷ୍‌ ସେନାଙ୍କୁ ମାତ୍‌ ଦେବେ ୟୁକ୍ରେନ୍‌ ଷ୍ଟାର ସୁଟର : ଦେଶ ସୁରକ୍ଷା ପାଇଁ ବନ୍ଧୁକ ଧରିଲେ ଅଲିମ୍ପିକ୍‌ ଗୋଲ୍ଡ ମେଡାଲ ବିଜେତା କ୍ରିଷ୍ଟିନା

ହାତରେ ବନ୍ଧୁକ ଧରି ବୀରଦର୍ପରେ ବାହାରିଛନ୍ତି ବୀରାଙ୍ଗନା । ଲକ୍ଷ୍ୟ ଶତ୍ରୁ ସଂହାର । ମା କାଳୀ ପରି ଶତ୍ରୁର ଦମନ କରିବେ ।

Sona Mohapatra opened a direct front against Jacqueline Fernandez
ଜ୍ୟାକ୍‌ଲିନ୍‌ଙ୍କୁ ସୋନା ମହାପାତ୍ରଙ୍କ ଟାର୍ଗେଟ୍; କହିଲେ ତାଙ୍କ ସହ ଜଡିତ କୌଣସି ଦ୍ରବ୍ୟ କିଣିବେ ନାହିଁ

ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଟାର୍ଗେଟ୍ କରିଛନ୍ତି ସୋନା ମହାପାତ୍ର। ସେ ଆଉ ଜ୍ୟାକ୍‌ଲିନ୍‌ଙ୍କ ନାଁ ସହିତ ଜଡିତ କୌଣସି ଦ୍ରବ୍ୟ କିଣିବେ ନାହିଁ ବୋଲି କହିଛନ୍ତି। ହେଲେ କାହିଁକି…

Tree House
ଆମ୍ବ ଗଛରେ ୪ ମହଲାର ଟ୍ରି-ହାଉସ ! ଲାଗିଛି ରିମୋଟ ସିଡ଼ି

ଘରର ଡିଜାଇନ୍‌ ଗଛର ଡାଳ ଅନୁସାରେ ପ୍ରସ୍ତୁତ ହୋଇଛି । ଗଛର କୌଣସି ଗୋଟିଏ ଡାଳକୁ କଟା ନଯାଇ ଏହି ବିଳାସପୂର୍ଣ୍ଣ ଘର ତିଆରି କରାଯାଇଛି ।

Delhi Sees Record Temperature
ଜଳୁଛି ରାଜଧାନୀ, ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ

ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ଭଳି ଆଜି ମଧ୍ୟ କ୍ୟାପିଟାଲ ସିଟିରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି।

Andrew Symonds' sister leaves heartfelt note
ସାଇମଣ୍ଡସ୍‌ଙ୍କ ଅବେଳ ମରଣରେ ଭାଙ୍ଗି ପଡ଼ିଲେ ଭଉଣୀ, ଚିଠି ଲେଖି କହିଲେ...

‘ଭାଇ,ବହୁତ ଶୀଘ୍ର ତୁମେ ଆମ୍ଭମାନଙ୍କୁ ଛାଡ଼ି ଚାଲିଗଲ। ତୁମ ଯିବା ଦୁଃଖରେ ମୋ ହୃଦୟ ଭାଙ୍ଗି ପଡ଼ିଛି। ମୁଁ ସବୁବେଳେ ତୁମକୁ ବହୁତ ଭଲ ପାଉଥିଲି ଓ ପାଇବି’। ସାଇମଣ୍ଡସ୍‌ଙ୍କ ଯିବା ଦୁଃଖରେ ଭାଙ୍ଗି ପଡ଼ିଲେ ଭଉଣୀ

Bharti Singh apologises on beard moustache statement
କମେଡି କ୍ୱିନ୍ ଭାରତୀ ସିଂ ମାଗିଲେ କ୍ଷମା; ଜାଣନ୍ତୁ କ’ଣ କରିଥିଲେ ଭୁଲ୍

ହାତ ଯୋଡି କ୍ଷମା ମାଗିଛନ୍ତି ଭାରତୀ ସିଂ। ନିଶ ଦାଢି ରଖୁଥିବା ଲୋକଙ୍କୁ ନେଇ ଉଡେଇଥିଲେ ମଜ୍ଜା। ଦେଖନ୍ତୁ କ’ଣ କହିଥିଲେ।

Gold Price Today
କିଛି ଦିନ କମିବା ପରେ ପୁଣି ମହଙ୍ଗା ହେଲା ସୁନା

ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି। Multi Commodity Exchange(MCX)ରେ ସୁନା ଦର(Gold Price) ୦.୦୮% ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୧୫ ଟଙ୍କାରେ କାରବାର ଚାଲିଥିଲା।

Long night begins
୪ ମାସ କାଳ ଆକାଶରେ ଦେଖା ଦେବେନି ସୂର୍ଯ୍ୟ

ସାଧାରଣତଃ ରୁତୁଚକ୍ର ଅନୁସାରେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ସୂର୍ଯ୍ୟ କରିଣ ପଡ଼ିଥାରଏ।

Monsoon Arrived Over Andaman Sea
ଆଣ୍ଡାମାନ ଛୁଇଁଲା ମୌସୁମୀ, ହେଲେ କେବେ ଛୁଇଁବ ଓଡ଼ିଶା ?

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରରେ ପ୍ରବେଶ କରିଛି। ମେ ୨୭ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି।

Gyanvapi Masjid
ଜ୍ଞାନବାପି ମସଜିଦରେ ସରିଲା ତିନିଦିନିଆ ଭିଡିଓ ସର୍ଭେ

ମସଜିଦ୍ ଭିତରୁ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷଙ୍କ ଦାବି ପରେ ସଂପୃକ୍ତ ସ୍ଥାନକୁ ସିଲ୍ ପାଇଁ ବାରଣାସୀ କୋର୍ଟଙ୍କ ନିର୍ଦ୍ଦେଶ

special story
ହୋମଗାର୍ଡଙ୍କ ଗୁଣ୍ଡାଗିରି : ଗାଡ଼ିରୁ ଘୋଷାଡ଼ି ଯୁବକଙ୍କୁ ନିର୍ଧୁମ୍ ଛେଚିଲେ

ମାଡ଼ ମାରି ଯୁବକଙ୍କ ଗୋଡ଼ ଭାଙ୍ଗିଦେଲେ ପୋଲିସ୍‌ ବାବୁ ।

Meet This Bengaluru Man Whose Obsession With Colour Red And White, And No. 7 Has Made Him A Celebrit
ନିଆରା ‘ରେଡ୍ ଆଣ୍ଡ ହ୍ୱାଇଟ୍ ଫ୍ୟାମିଲି’: ଜୋତା ଠାରୁ ଛତା, ସବୁକିଛି ଲାଲ ଓ ଧଳା

ନିଆରା ପରିବାର । ଘରର କବାଟ ଠାରୁ ଆରମ୍ଭ କରି ଜିନିଷପତ୍ର ଓ ପୋଷାକ ପର୍ଯ୍ୟନ୍ତ ସବୁକିଛି ନାଲି ଓ ଧଳା ରଙ୍ଗର ।

Lawyer Kicked, Slapped On Road In Karnataka
ବିଚ୍‌ ରାସ୍ତାରେ ମହିଳା ଓକିଲଙ୍କୁ ଗୋଇଠା ଓ ଚାପୁଡ଼ା, ଦର୍ଶକ ସାଜିଲେ ଲୋକେ...

ବିଚ୍‌ ରାସ୍ତାରେ ମହିଳା ଓକିଲଙ୍କ ଉପରକୁ ମରଣାନ୍ତକ ଆକ୍ରମଣ। କେତେବେଳେ ଗୋଇଠା ଉପରେ ଗୋଇଠା ତ ଆଉ କେତେବେଳେ ଚାପୁଡ଼ା ମାଡ଼। ଏଭଳି ଆକ୍ରମଣ ହେଉଥିବା ଦେଖି ମଧ୍ୟ ଲୋକମାନେ ଚୁପ୍‌ ହୋଇ ଛିଡ଼ା ହୋଇଥିଲେ।

Not Unnatural Offence
ଓଠକୁ ଚୁମ୍ବନ ଦେବା ଅପ୍ରାକୃତିକ ଯୌନ ସମ୍ପର୍କ ନୁହେଁ: ବମ୍ବେ ହାଇକୋର୍ଟ

ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ ଅଭିଯୁକ୍ତଙ୍କୁ ଜେଲ ହୋଇଥିଲା।