• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sedition Law

Sedition Law
ହଟିବ ବ୍ରିଟିଶ ଅମଳ ଆଇନ୍, IPC ବଦଳରେ ଭାରତୀୟ ନ୍ୟାୟ ସଂହିତା

ହଟିବ ବ୍ରିଟିଶ ଅମଳ ଆଇନ୍। ଆଉ ଚଳିବନି ବ୍ରିଟିଶ ଅମଳର ଫୌଜଦାରୀ ଆଇନ୍। ଭାରତୀୟ ଦଣ୍ଡବିଧି ଆଇନରେ ହେବ ବ୍ୟାପକ ପରିବର୍ତ୍ତନ..

Sedition Law
ବଦଳିବ ଦେଶଦ୍ରୋହ ଆଇନର ସଂଜ୍ଞା; ଏଣିକି ନାବାଳିକା ଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ

ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ୍ । ନୂଆ ଆଇନରେ ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି।

sedition law
ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ; ପୁନର୍ବିଚାର ନହେବା ଯାଏଁ ରୁଜୁ ହୋଇ ପାରିବନି ନୂଆ ସେଡିସନ୍ କେଶ୍

ଦେଶଦ୍ରୋହ ଆଇନ୍‌କୁ ନେଇ ବାଦ ବିବାଦ ଭିତରେ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ପଦକ୍ଷେପ । ଏହାର ବୈଧତା ନେଇ ପୁନର୍ବିଚାର ନସରିବା ପର୍ଯ୍ୟନ୍ତ ସେଡିସନ୍ ଆଇନ୍‌ର ବ୍ୟବହାର ଉପରେ ସ୍ଥଗିତାଦେଶ ଲଗେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିସହ ପୂର୍ବରୁ ଯେଉଁମାନେ ଦେଶଦ୍ରୋହ ଅଭିଯୋଗରେ ଜେଲ୍‌ରେ ଅଛନ୍ତି, ସେମାନେ ଜାମିନ୍ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ ମତ ଦେଇଛନ୍ତି ।

sedition law
ଦେଶଦ୍ରୋହ ଆଇନ ବ୍ୟବହାର ଉପରେ ରୋକ୍

ସେଡିସନ୍ ଆଇନ୍‌ରେ ସୁପ୍ରିମ୍‌କୋର୍ଟଙ୍କ ରୋକ୍ । ପୁନର୍ବିଚାର ପର୍ଯ୍ୟନ୍ତ ରୁଜୁ ହୋଇପାରିବନି ନୂଆ ଦେଶଦ୍ରୋହ ମାମଲା । ଦେଶଦ୍ରୋହ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରି ବଡ଼ ଫୈସଲା ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ ।