ହଟିବ ବ୍ରିଟିଶ ଅମଳ ଆଇନ୍। ଆଉ ଚଳିବନି ବ୍ରିଟିଶ ଅମଳର ଫୌଜଦାରୀ ଆଇନ୍। ଭାରତୀୟ ଦଣ୍ଡବିଧି ଆଇନରେ ହେବ ବ୍ୟାପକ ପରିବର୍ତ୍ତନ..
ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ୍ । ନୂଆ ଆଇନରେ ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି।
ଦେଶଦ୍ରୋହ ଆଇନ୍କୁ ନେଇ ବାଦ ବିବାଦ ଭିତରେ ସୁପ୍ରିମ୍କୋର୍ଟଙ୍କ ଐତିହାସିକ ପଦକ୍ଷେପ । ଏହାର ବୈଧତା ନେଇ ପୁନର୍ବିଚାର ନସରିବା ପର୍ଯ୍ୟନ୍ତ ସେଡିସନ୍ ଆଇନ୍ର ବ୍ୟବହାର ଉପରେ ସ୍ଥଗିତାଦେଶ ଲଗେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିସହ ପୂର୍ବରୁ ଯେଉଁମାନେ ଦେଶଦ୍ରୋହ ଅଭିଯୋଗରେ ଜେଲ୍ରେ ଅଛନ୍ତି, ସେମାନେ ଜାମିନ୍ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ ମତ ଦେଇଛନ୍ତି ।
ସେଡିସନ୍ ଆଇନ୍ରେ ସୁପ୍ରିମ୍କୋର୍ଟଙ୍କ ରୋକ୍ । ପୁନର୍ବିଚାର ପର୍ଯ୍ୟନ୍ତ ରୁଜୁ ହୋଇପାରିବନି ନୂଆ ଦେଶଦ୍ରୋହ ମାମଲା । ଦେଶଦ୍ରୋହ ଆଇନ୍ର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରି ବଡ଼ ଫୈସଲା ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ ।