ଶ୍ରଦ୍ଧାଞ୍ଜଳି ସଭାରେ ଧୁମ୍ଧଡ୍କା ନାଚ। ଜଣେ ଯୁବତୀ ସଲମାନ ଖାନଙ୍କ ୱାଣ୍ଟେଡ୍ ଫିଲ୍ମର ‘ଚାନ୍ଦିନୀ ଚାନ୍ଦିନୀ ରାତ୍ ହୈ’ ଗୀତରେ ନାଚୁଥିବାର ନଜର ଆସନ୍ତି। ସେ ଏଥିରେ ଜବରଦସ୍ତ ବେଲୀ ଡ୍ୟାନ୍ସ କରୁଥିବା ଦେଖାଯାଏ।
ଆପଣ ଗୁଗୁଲରେ ଯାହା ଖୋଜୁଛନ୍ତି ତାହା ଉପରେ କିଛି ଲୋକ ନଜର ରଖନ୍ତି। ଏଥିରେ ଏକ ସୁରକ୍ଷା ଦଳ ମଧ୍ୟ ଅନ୍ତର୍ଭୁକ୍ତ। ଏପରି ପରିସ୍ଥିତିରେ ଯଦି କିଛି ଧରାଯାଏ ଯେ ଯାହା ବିପଜ୍ଜନକ, ତେବେ ଦଳ ଏହାକୁ ଟ୍ରାକ୍ କରେ।
ନିଆଁ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇ ଭୟଙ୍କର ରୂପ ଧାରଣ କରିଥିଲା।
ଅଳ୍ପକେ ରକ୍ଷାପାଇଗଲା ହାତୀ। ରେଳ ଲାଇନକୁ ପାରିହେଲା ବେଳେ ଆସୁଥିଲା ଟ୍ରେନ୍। ହାତୀ ଉପରେ ନଜର ପଡିଗଲା ଲୋକୋ ପାଇଲଟ୍ଙ୍କ। ଲଗେଇଲେ ଜରୁରୀକାଳୀନ ବ୍ରେକ୍।
କେମିତି ପୂର୍ବଗୌରବ ଫେରି ପାଇବ କଂଗ୍ରେସ? କେମିତି କରିବ ବିଜେପିର ମୁକାବିଲା?
କାଶ୍ମୀର ପଣ୍ଡିତଙ୍କ ସମର୍ଥନରେ ବାହାରିଛନ୍ତି ସ୍ଥାନୀୟ ମୁସଲିମ୍ ସଂପ୍ରଦାୟ । ହିନ୍ଦୁ ଭାଇଙ୍କ ସୁରକ୍ଷା ଦାବି କରି ବହୁ ସଂଖ୍ୟାରେ ମୁମଲିମ୍ ବିରୋଧ ପ୍ରଦର୍ଶନରେ ସାମିଲ ହେବା ଲାଗି ଆହ୍ୱାନ ବି ଜଣାଇଛନ୍ତି
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା । ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ରାହୁଲଙ୍କ ହତ୍ୟାରେ ସାମିଲ ଥିଲେ ।
SSC ଫେଜ୍ -୧୦ ଅଧୀନରେ ହଜାର ହଜାର ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ପ୍ରକାଶିତ ନିଯୁକ୍ତି ଦ୍ୱାରା ମୋଟ ୨୦୬୪ଟି ପଦବୀ ଖାଲି ପଡିଛି। ସିବିଟି ମୋଡ୍ରେ ହେବାକୁ ଥିବା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।
ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଅଭିନେତା ତାଲିକାରେ ମହେଶ ବାବୁଙ୍କୁ ଗଣନା କରାଯାଉଛି। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ବିବୃତ୍ତି ଭାଇରାଲ ହେବାରେ ଲାଗିଛି ଯେ ବଲିଉଡ୍ ତାଙ୍କୁ ଟଙ୍କା ଦେଇ ପାରିବ ନାହିଁ। ଆସନ୍ତୁ ଜାଣିବା ଗୋଟିଏ ଫିଲ୍ମ ପାଇଁ ଏହି ଅଭିନେତା କେତେ ଟଙ୍କା ନିଅନ୍ତି?
ସାମ୍ନାକୁ ଆସିଛି ‘ଆଶ୍ରମ ୩’ର ଟ୍ରେଲର୍। ପୁଣି ଥରେ କାଶୀପୁରର ବାବାଙ୍କ ରାଜ୍ୟ ଫେରି ଆସିଛି। ‘ଆଶ୍ରମ ୩’ର ଟ୍ରେଲର୍ ସହିତ ପୁଣି ଥରେ 'ଜପନାମ'ର ଗୁଞ୍ଜର ମଧ୍ୟ ଶୁଣିବାକୁ ମିଳିଛି। ବାବାଙ୍କ ଅନ୍ଧକାର ରାଜ୍ୟରେ ଥିବା ମାୟାଜାଲର ହେବ କି ପର୍ଦାଫାସ?
ଆକାଶରୁ ଭୀଷଣ ଶବ୍ବ ସହ ତଳକୁ ଖସି ଆସିଛି ନିଆଁ ପିଣ୍ଡୁଳା
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କଙ୍କ ଅବିକଳ ଚେହେରା ଥିବା ଲୋକ ମଧ୍ୟ ଅଛନ୍ତି। ତାଙ୍କ ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି ଚୀନରେ ଅଛନ୍ତି।
ବାସ୍ତୁଶାସ୍ତ୍ର ଅନୁସାରେ ଲବଙ୍ଗ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ଘରେ ନିୟମିତ ବ୍ୟବହାର ହେଉଥିବା ଲବଙ୍ଗକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ସାମାନ୍ୟ ଆକାରର ଲବଙ୍ଗଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ବାସ୍ତୁବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ ବଦଳାଇବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି ।
ଲିକ୍ ହୋଇଥିବା ତାଲିକାରେ ପ୍ରତ୍ୟେକ କଏଦୀଙ୍କ ନାମ, ଜନ୍ମ ତାରିଖ, ଜାତି, ପରିଚୟ ପତ୍ର, ଚାର୍ଜ, ଠିକଣା, ଦଣ୍ଡର ସମୟ ଏବଂ ଜେଲ ବିଷୟରେ ସୂଚନା ରହିଛି
ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ସେ ଏପରି ବିମାନ ଉଡ଼ାଇ ସାରିଛନ୍ତି ।
ଏହି ବିଶାଳକାୟ ଆଷ୍ଟ୍ରଏଡ୍ର ଗତିବିଧି ଉପରେ ନାସା ନଜର ରଖିଛି। ନାସାର ସୂଚନା ଅନୁସାରେ, ମେ’ ୧୬ ଭୋର ୨ଟା ୪୮ ମିନିଟ୍ରେ ଆଷ୍ଟ୍ରଏଡ୍ 388945 (2008 TZ3) ପୃଥିବୀର ନିକଟତର ହେବ।
ଟ୍ୱିଟରରୁ ୨ ଜଣ କର୍ମଚାରୀଙ୍କୁ ନିଲମ୍ୱିତ । କମ୍ପାନୀ ପକ୍ଷରୁ ଗତକାଲି ଦୁଇଜଣ ବରିଷ୍ଠ ମ୍ୟାନେଜରଙ୍କୁ ବରଖାସ୍ତ କରାଯାଇଛି ।
ଦେବଦୂତ ସାଜିଲେ କୋବ୍ରା ଯବାନ । ସାଥୀ କମାଣ୍ଡୋଙ୍କ ଝିଅ ବାହାଘର କରାଇ ନିଜର ମହାନତା ଦେଖାଇଛନ୍ତି କୋବ୍ରା ଯବାନ। ବାହାଘର ପାଇଁ ଆର୍ଥିକ ସହାୟତା ଯୋଗାଇବା ସହ ଜିନିଷପତ୍ର କିଣାକିଣି ଲାଗି ଯୋଗାଇଦେଲେ ଗାଡ଼ି ।
ମେ’ ୧୫ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବା ସମ୍ଭାବନା ରହିଛି। ସାଧାରଣତଃ ମେ ୨୦ରେ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଥାଏ।
ତାଲିବାନ୍ର ନୂଆ ନିୟମ । ରେଷ୍ଟୁରାଣ୍ଟରେ ଏକାଠି ବସିପାରିବେ ନାହିଁ ସ୍ୱାମୀ ଓ ସ୍ତ୍ରୀ ।
ଆଇପିଏଲର ଦୁଇଟି ସଫଳ ଟିମ୍ କୁହାଯାଉଥିବା ମୁମ୍ବାଇ ଓ ଚେନ୍ନାଇ ଟୁର୍ନାମେଣ୍ଟର ପ୍ଲେ ଅଫ୍ ଦୌଡରୁ ଦୂରେଇ ଯାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଲୋ-ସ୍କୋରିଂ ମ୍ୟାଚରେ ରୋମାଞ୍ଚକ ଭାବେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କରିଛି।
ଜଣେ ଅପରିଚିତ ମହିଳା ସୋସିଆଲ ମିଡିଆରେ ଯବାନଙ୍କ ସହ ବନ୍ଧୁତା ସ୍ଥାପନ କରି ତାଙ୍କ ଠାରୁ ସମ୍ବେଦନଶୀଳ ତଥ୍ୟ ସବୁ ସଂଗ୍ରହ କରିଥିବା ସୂଚନା ମିଳିଛି।