ପୁଷ୍ପାଙ୍କୁ ମିଳିଲା ଜାମିନ୍। ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ୍।
ଫ୍ୟାନ୍ଙ୍କ ମୃତ୍ୟୁ ପାଇଁ ଅଳ୍ପକେ ଜେଲ୍ ଯିବାରୁ ବର୍ତ୍ତିଗଲେ ଅଭିନେତା ଅଲ୍ଲୁ ଅର୍ଜୁନ। ତଳକୋର୍ଟଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ନିର୍ଦ୍ଦେଶ ପରେ ଆଶ୍ବାସନା ଆଣିଲା ତେଲେଙ୍ଗାନା ହାଇକୋର୍ଟଙ୍କ ଜାମିନ୍ ଆଦେଶ।
କୋର୍ଟ ଦେଲେ ନିଆରା ନିର୍ଦ୍ଦେଶ .. ଦୁଷ୍କର୍ମ ଅଭିଯୁକ୍ତକୁ କହିଲେ ବିବାହ କରି ଛୁଆର ନିଅ ଯତ୍ନ । ତେବେ ଯାଇ ମିଳିବ ବେଲ୍ ।
ଇମ୍ରାନ ଖାନ୍ଙ୍କୁ ମିଳିଲା ଜାମିନ । ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ୯ଟି ମାମଲାରେ ଜାମିନ ପ୍ରଦାନ କରାଯାଇଛି । ପୂର୍ବତନ ବୈଦେଶିକ ମନ୍ତ୍ରୀ କୁରେସୀଙ୍କୁ ମଧ୍ୟ ୧୩ଟି ମାମଲାରେ ଜାମିନ ପ୍ରଦାନ ।
ଲ’ କମିଶନଙ୍କ ଅନୁଯାୟୀ, କ୍ଷତିଗ୍ରସ୍ତ ହୋଇଥିବା ସଂପତ୍ତିର ମୂଲ୍ୟ ସହ ସମାନ ପରିମାଣର ଜରିମାନା ଭରିବାକୁ ହେବ। ଯେଉଁଠି ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ ଟଙ୍କାରେ ଆକଳନ କରିହେବନାହିଁ ସେହି ମାମଲାରେ କୋର୍ଟଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଜରିମାନ ଦେବାକୁ ପଡିବ।
ସମସ୍ତ ତଥ୍ୟ ଆସିଲା ପରେ ଆସନ୍ତା ୮ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ ବୋଲି ଭୁବନେଶ୍ୱର SDJM କୋର୍ଟ ।
ବିରଳ ଏ ସମ୍ପର୍କ.. ବିରଳ ଏ ବନ୍ଧନ...କାହିଁକି ସ୍ୱାମୀକୁ ବାରମ୍ବାର ଜେଲ୍ ପଠାଇ ବେଲ୍ରେ ଆଣୁଥିଲେ ସ୍ତ୍ରୀ ?
ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ।
ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମା’ ଇନ୍ଦ୍ରାଣୀ ମୁଖାର୍ଜୀଆ ଆଜି ଜେଲରୁ ଜାମିନରେ ମୁକୁଳିଛନ୍ତି। ମୁମ୍ବାଇର ବାଇକୁଲା ଜେଲରୁ ୬ ବର୍ଷ ପରେ ଇନ୍ଦ୍ରାଣୀ ମୁଖାର୍ଜୀଆ ମୁକ୍ତ ହୋଇଛନ୍ତି। ବୁଧବାର ଇନ୍ଦ୍ରାଣୀଙ୍କ ଜାମିନ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ।
ଦୀର୍ଘଦିନ ପରେ ହତ୍ୟା ମାମଲାରେ ଜାମିନ୍ ମିଳିଲା ସତ। କିନ୍ତୁ ବୟସ ହୋଇଯିବାକୁ ବୃଦ୍ଧ ଦମ୍ପତ୍ତିଙ୍କୁ ଘରକୁ ନେବାକୁ ମନା କରିଦେଲେ ପରିବାର ଲୋକ। ୩ ମାସ ପରେ ପୁଣି ବେଲ୍ କରାଇ ଜେଲରୁ ଜରାଶ୍ରମକୁ ନେଲେ ଜଣେ ଆଇନଜୀବୀ। ପରିବାର ଲୋକଙ୍କ ମାନସିକତା ନାପସନ୍ଦ କଲେ ଅଂଚଳବାସୀ
ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ । ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ଏହି ଜାମିନ ମିଳିଛି । ଫେବୃଆରୀ ୧୬ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ତ୍ରିନାଥ ମିଶ୍ର ।
ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍ ବାଦଶାହ ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ । ତାଙ୍କୁ ବେଲ୍ ମିଳିବ ନା ସେ ଜେଲରେ ରହିବେ ତାର ନିଷ୍ପତ୍ତି ନେବେ କୋର୍ଟ । ଗତ ୧୧ ତାରିଖରେ ଆର୍ୟନଙ୍କ ଓକିଲ ସତୀଶ ମାନେସିନ୍ଦେ ସ୍ୱତନ୍ତ୍ର NDPC କୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ ।