ଖାଲି ହାତରେ ଆତଙ୍କବାଦୀଙ୍କୁ ଧରି ସାହସୀର ପରିଚୟ ଦେଲେ ଜାମ୍ମୁକାଶ୍ମୀରର ତୁକସାନ୍ ବାସିନ୍ଦା...
ପୁଣି ସୀମାରେ ଦେଖାଗଲା ଡ୍ରୋନ୍ । ଷଡ଼ଯନ୍ତ୍ର ଜାରି ରଖିଛି ପାକିସ୍ତାନ ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର କାମ ଚାଲିଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପୂରା ସ୍ଥିତି ଉପରେ ନଜର ରଖିଛନ୍ତି।
ବୈଷ୍ଣୋଦେବୀ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଗୃହ ବିଭାଗର ପ୍ରମୁଖ ସଚିବଙ୍କ ନେତ୍ରୁତ୍ୱରେ କରାଯିବା ପାଇଁ ଆଦେଶ ଦିଆଯାଇଥିବା ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି।