Railway Minister Ashwini Vaishnaw flags off LHB coach at ICF
ଏଣିକି ଟ୍ରେନ୍ରେ ଯାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ବ୍ୟବସ୍ଥା ।ଦେଶରେ ଆରମ୍ଭ ହୋଇଥିବା ନୂଆ କରି ଭିଷ୍ଟାଡୋମ୍ ଟ୍ରେନ୍ ବଗିକୁ ପରଖିଲେ ରେଳମନ୍ତ୍ରୀ । ଟ୍ରେନ୍ରେ ବୁଲି ନିଜେ ସ୍ଥିତି ପରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।୧୨ ହଜାର ଭିଷ୍ଟାଡ୍ରୋମ୍ ବଗି ପ୍ରସ୍ତୁତ କରାଯାଇଛି । ଏଥିରେ ଯାତ୍ରୀଙ୍କୁ ମିଳିବାକୁ ଥିବା ସମସ୍ତ ସୁବିଧା ସୁଯୋଗକୁ ଖୋଦ୍ ରେଳ ମନ୍ତ୍ରୀ ପରଖିଛନ୍ତି ।
Advertisment
ଯାତ୍ରୀଙ୍କ ପାଇଁ ଥିବା ୱିଣ୍ଡୋ ଡୋର୍, ସ୍ୱତନ୍ତ୍ର ଲାଇଟ୍, ସାଉଣ୍ଡ ବିହୀନ ବ୍ୟବସ୍ଥାକୁ ବି ତଦାରଖ କରିଛନ୍ତି । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏବେ ପର୍ଯ୍ୟଟକଙ୍କ ପାଇଁ ଭିଷ୍ଟାଡୋମ୍ ଟ୍ରେନ୍ ବଗି ପ୍ରସ୍ତୁତ କରାଯାଇଛି । ପର୍ଯ୍ୟଟକମାନେ ଯେପରି ପ୍ରାକୃତିକ ସନ୍ଦୌର୍ଯ୍ୟକୁ ଦେଖି ପାରିବେ, ନିକଟରୁ ଅନୁଭବ କରିପାରିବେ ସେ ନେଇ ଏହି ଟ୍ରେନ୍ରେ ଦୁଇ ପଟେ କାଚ ଗ୍ଲାସ୍କୁ ଲଗାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)