କାହାକୁ ଅତ୍ୟନ୍ତ ଶୁଭଫଳ ତ କାହାକୁ ଅଶୁଭ ଫଳ ମିଳିବା ନେଇ ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିର୍ବିଦ୍। ଯେଉଁ ରାଶିର ବ୍ୟକ୍ତି ବିଶେଷ ଶନିଙ୍କ ସାଢ଼େ ସାତି କୋପରେ ରହିବେ ସେମାନେ ଏବେ ନ୍ୟାୟ ଦେବତାଙ୍କ ଶରଣରେ।
ଜ୍ୟୋତିଷ ଶାସ୍ତ୍ରରେ ପ୍ରତି ରାଶିର ଏକ ବିଶେଷ ଶୁଭ ରଙ୍ଗ ରହିଛି । ହୋଲିରେ ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ ଶୁଭ ରଙ୍ଗରେ ହୋଲି ଖେଳିବେ ତେବେ ଏହା ଅତ୍ୟନ୍ତ ଶୁଭ ରହିବ ଓ ଫାଇଦା ପ୍ରଦାନ କରିବ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ରହିଥାଏ ଯାହା ଦ୍ବାରା ଜନ୍ମିତ ବ୍ୟକ୍ତିଙ୍କ ନିକଟରେ ଏହି ସବୁ ଗୁଣ ଜନ୍ମରୁ ରହିଥାଏ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ସଫଳତା ପାଇବାର ସମ୍ଭାବନା ଅନ୍ୟମାନଙ୍କ ଠାରୁ ଅଧିକ।
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର, ତିଥି – ୨ୟା ଦିବା ୦୪/୩୯ ଗତେ ୩ୟା, ଚନ୍ଦ୍ର – ମକର ରାତ୍ରି ୦୪/୧୭ ଗତେ କୁମ୍ଭ, ଘାତ ଚନ୍ଦ୍ର- ସିଂହ ରାଶିର , ରାତ୍ରି ୦୪/୧୭ ଗତେ ମିଥୁନ ଓ ମୀନ ରାଶିର,ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ ଦିବା ୦୪/୩୯ ପର୍ଯ୍ୟନ୍ତ ।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର, ତିଥି – ୧୪ ଶ୍ରୀ ରାତ୍ରି ୦୯/୦୩/୧୬ ଗତେ ପୂର୍ଣ୍ଣିମା,ଚନ୍ଦ୍ର - ବିଛା ଅହୋରାତ୍ର,ଘାତ ଚନ୍ଦ୍ର- ନାସ୍ତି,ଘାତ ବାର - ମିଥୁନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ ନାସ୍ତି ।
ଏହି ସପ୍ତାହରେ ଆପଣ ଖର୍ଚ୍ଚ ସମୟରେ ଅଧିକ ଯତ୍ନବାନ ହେବେ। ସଂଚୟ କରିବା ନେଇ ଆପଣ ସମସ୍ୟା ଦେଖାଦେବ। ବଡ଼ ବିନିଯୋଗ କରିବା ସମୟରେ ଆପଣଙ୍କୁ ସତର୍କ ରହିବାକୁ ପଡିବ କାରଣ ସେଠାରେ ଆର୍ଥିକ କ୍ଷତି ଦେଖାଦେଇପାରେ।