• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର ।  ଚନ୍ଦ୍ର- ମିଥୁନ ଅହୋରାତ୍ର।  ତିଥି- ୧୨ଶୀ ସନ୍ଧ୍ୟା ୦୭.୨୫ ଗତେ ୧୩ଶୀ।  ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର।  ଘାତବାର- ମେଷ ରାଶିର ।  ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୁମି ଓ ଅନ୍ନଦାନ ସନ୍ଧ୍ୟା ୦୫.୫୨ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୭.୨୫ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ। 

ଶୁଭ ସମୟ- 

ପ୍ରାତଃ- ୦୬.୨୨ ରୁ ୧୦.୦୮
ଦିବା- ୦୧.୨୫ ରୁ ୦୧.୫୩
ସନ୍ଧ୍ୟା- ୦୬.୩୦ ରୁ ୦୯.୦୨ 
ରାତ୍ରି- ୧୧.୨୬ ରୁ ୦୧.୩୬
ରାତ୍ରି- ୦୩.୧୧ ରୁ ୦୩.୪୯                 

ଅଶୁଭ ସମୟ- 

ରାହୁକାଳ- ଦିବା ୦୪.୧୪ ରୁ ୦୫.୩୯
କାଳବେଳା- ଦିବା ୧୨.୦୦ ରୁ ୦୧.୨୫
ବାରବେଳା- ଦିବା ୧୦.୩୬ ରୁ ୧୨.୦୦
କାଳରାତ୍ରି- ରାତ୍ରି ୦୧.୩୬ ରୁ ୦୩.୧୧

OTV is now on Whatsapp

Join and get latest news update delivered to you via whatsapp

Join Now

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result