• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Asia Cup 2022

PCB Chief Ramiz Raja
ଭାରତୀୟ ସାମ୍ବାଦିକଙ୍କ ପ୍ରଶ୍ନବାଣରେ ଚିହିଁକି ଉଠିଲେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସଭାପତି

ପାକିସ୍ତାନର ପରାଜୟ ବରଦାସ୍ତ ହେଲାନି। ଏସିଆ କପ୍‌ରେ ଶ୍ରୀଲଙ୍କା ଠାରୁ ପାକସ୍ତାନ ହାରିବା ପରେ ରାଗିଗଲେ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ରମିଜ ରାଜା। ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ।

SL vs PAK
ସୁପର ସଣ୍ଡେରେ ସୁପର ଫାଇଟ୍; ଏସିଆ କପ୍ ଷଷ୍ଠ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଶ୍ରୀଲଙ୍କା

ଏସିଆ କପ୍ ଫାଇନାଲ୍‌ରେ ଉଭୟ ଟିମ୍ ତିନି ଥର ଆମ୍ନାସାମ୍ନି ହୋଇଥିବା ବେଳେ ଶ୍ରୀଲଙ୍କା ଦୁଇଥର ଏବଂ ପାକିସ୍ତାନ ଥରୁଟିଏ ମାତ୍ର ବିଜୟୀ ହୋଇଛି ।

Virat Kohli
ଟି-ଟ୍ୱେଣ୍ଟିରେ କୋହଲିଙ୍କର ପ୍ରଥମ ଶତକ

ଏସିଆ କପ୍‌ର ଏକ ଗୁରୁତ୍ୱହୀନ ମ୍ୟାଚରେ ବିରାଟ କୋହଲିଙ୍କ ଦମଦାର ଶତକ ।

Asia Cup 2022: Pakistan vs Afghanistan Match
ପଡ଼ିଆ ମଝିରେ ମୁହାଁମୁହିଁ: ଆଫଗାନିସ୍ତାନ ବୋଲର୍‌ଙ୍କୁ ପିଟିବା ପାଇଁ ବ୍ୟାଟ୍‌ ଉଠାଇଲେ ପାକିସ୍ତାନୀ ଖେଳାଳି

୧୯ ଓଭରରେ ପାକିସ୍ତାନୀ କ୍ରିକେଟର ଆସିଫ୍‌ ଅଲୀ ଓ ଆଫଗାନିସ୍ତାନ ବୋଲର୍‌ ଫରିଦ୍‌ ଅହମ୍ମଦଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ମାର୍‌ପିଟ୍‌ ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା।

Special story
ଷ୍ଟାଡିୟମ୍‌ରେ ପାକିସ୍ତାନୀ ଫ୍ୟାନ୍‌ଙ୍କ ଉତ୍ପାତ: ରାଗରେ ଚେୟାର ଫୋପାଡ଼ି ପିଟିଲେ ଆଫଗାନୀ

ଚେୟାରରେ ପାକିସ୍ତାନୀ ଫ୍ୟାନ୍‌ଙ୍କୁ ନିର୍ଧୁମ ପିଟିଲେ ଆଫଗାନୀ ।

Asia Cup 2022
ଶେଷ ଓଭରରେ ଅର୍ଶଦୀପଙ୍କ କଥା ଶୁଣିଲେନି ରୋହିତ ! ରାଗିଲେ ଫ୍ୟାନ୍ସ, ଭିଡିଓ ଭାଇରାଲ୍‌...

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଶେଷ ଓଭରରେ ଯୁବ ବୋଲର ଅର୍ଶଦୀପ ସିଂ ବୋଲିଂ କରିଥିଲେ। ତାଙ୍କ ଉପରେ ୭ ରନ୍‌ ବଞ୍ଚାଇ ରଖିବାର ଦାୟିତ୍ୱ ଥିଲା।

Asia Cup 2022
Asia Cup 2022: କାହିଁକି ମ୍ୟାଚ୍‌ ହାରୁଛି ଟିମ୍‌ ଇଣ୍ଡିଆ ? ଜାଣନ୍ତୁ...

ଆଫଗାନିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ପ୍ରଦର୍ଶନ ଉପରେ ଟିମ୍ ଇଣ୍ଡିଆର ଭାଗ୍ୟ ନିର୍ଭର କରୁଛି। ଏଥିସହ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ବଡ ବିଜୟର ଆବଶ୍ୟକତା ରହିଛି। 

Asia Cup 2022
କର ବା ମର ମ୍ୟାଚ୍‌ରେ ହାରିଲା ଟିମ୍‌ ଇଣ୍ତିଆ

ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍ ବାକିଥାଇ ହାସଲ କରିନେଇଛି ଶ୍ରୀଲଙ୍କା ଟିମ୍ ।

Ravindra Jadeja
ଏସିଆ କପ୍‌ରୁ ଜାଡେଜା ଆଉଟ୍‌ ଅକ୍ଷର ଇନ୍‌

ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଚଳିତ ଏସିଆ କପ୍‌ରେ ‘ସୁପର ୪’ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଦଳକୁ ଲାଗିଛି ଏହି ଝଟ୍‌କା। ଦଳରୁ ବାଦ୍ ପଡ଼ିଛନ୍ତି ଅଲ୍‌ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା।

Asia Cup 2022: India beat Pakistan by five wickets
ଇଣ୍ଡିଆ...ଇଣ୍ଡିଆ...ଟିମ୍ ଇଣ୍ଡିଆର ବିଜୟ ପରେ ସେଲିବ୍ରେସନ; ବାଜା ବାଜିଲା, ବାଣ ଫୁଟିଲା

ଗତକାଲିର ମ୍ୟାଚ୍ ଆରମ୍ଭରୁ ଶେଷ ଯାଏ ରୋମାଞ୍ଚରେ ଭରପୁର ଥିଲା। ପରସ୍ଥିତି ଏପରି ହୋଇଥିଲା କି ଶେଷ ଓଭରରେ ମ୍ୟାଚ୍‌ର ଫଳାଫଳ ସାମ୍ନାକୁ ଆସିଥିଲା।

IND vs PAK
ସୁପରସଣ୍ତେରେ ହାଇଭୋଲଟେଜ୍‌ T20; ପାକିସ୍ତାନ ବିପକ୍ଷରେ ଆଜି ‘ପ୍ରତିଶୋଧର ଲଢ଼େଇ’

ଆଜି ସୁପରସଣ୍ଡେରେ ଦୁବାଇରେ ଆମ୍ନାସାମ୍ନି ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ସଂସ୍କରଣରେ ଖେଳାଯିବ ଏହି ହାଇଭୋଲ୍‌ଟେଜ୍‌ T20 ମ୍ୟାଚ୍ ।

Asia Cup 2022: India to face Pakistan tomorrow
Asia Cup 2022: ସୁପର୍‌ସଣ୍ଡେରେ ହେବ ସୁପର୍‌ ମୁକାବିଲା, କାଲି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଆସନ୍ତାକାଲି ସୁପର୍‌ସଣ୍ଡେରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପାଖାପାଖି ଗୋଟିଏ ବର୍ଷର ବ୍ୟବଧାନ ପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।

Is Strong the Rohit Team
ଏସିଆ କପ୍‌ରେ ଭାରତ ଫେଭରିଟ୍, ତଥାପି ପାକ୍ ଚିନ୍ତା

ଏସିଆ କପ୍‌ରେ ଭାରତ ପାଖରେ କ୍ରମାଗତ ତୃତୀୟ ମୁକୁଟ ଜିତିବାର ସୁଯୋଗ ରହିଛି। ଅନେକ ପୂର୍ବତନ କ୍ରିକେଟର୍ ଏଥର ବି ଟିମ୍ ଇଣ୍ଡିଆକୁ ତା’ର ସାମର୍ଥ୍ୟ ଦୃଷ୍ଟିରୁ ଫେଭରିଟ୍ ବିବେଚନା କରୁଛନ୍ତି। ତେବେ ଗତ କିଛି ବର୍ଷ ହେଲା ପ୍ରଭାବଶାଳୀ ପ୍ରଦର୍ଶନ କରିଆସୁଥିବା ପାକିସ୍ତାନ ରୋହିତ ଶର୍ମାଙ୍କ ଟିମ୍ ପାଇଁ ବଡ଼ ଆହ୍ୱାନ ହୋଇପାରେ।

IND vs PAK
ଏସିଆ କପ୍‌ରେ ସାମ୍ନାସାମ୍ନି ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ

ଏସିଆ କପର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍‌ ଅଗଷ୍ଟ ୨୮ରେ ଖେଳାଯିବ। ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ।