ପାକିସ୍ତାନର ପରାଜୟ ବରଦାସ୍ତ ହେଲାନି। ଏସିଆ କପ୍ରେ ଶ୍ରୀଲଙ୍କା ଠାରୁ ପାକସ୍ତାନ ହାରିବା ପରେ ରାଗିଗଲେ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ରମିଜ ରାଜା। ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ।
ଏସିଆ କପ୍ ଫାଇନାଲ୍ରେ ଉଭୟ ଟିମ୍ ତିନି ଥର ଆମ୍ନାସାମ୍ନି ହୋଇଥିବା ବେଳେ ଶ୍ରୀଲଙ୍କା ଦୁଇଥର ଏବଂ ପାକିସ୍ତାନ ଥରୁଟିଏ ମାତ୍ର ବିଜୟୀ ହୋଇଛି ।
୧୯ ଓଭରରେ ପାକିସ୍ତାନୀ କ୍ରିକେଟର ଆସିଫ୍ ଅଲୀ ଓ ଆଫଗାନିସ୍ତାନ ବୋଲର୍ ଫରିଦ୍ ଅହମ୍ମଦଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ମାର୍ପିଟ୍ ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା।
ଚେୟାରରେ ପାକିସ୍ତାନୀ ଫ୍ୟାନ୍ଙ୍କୁ ନିର୍ଧୁମ ପିଟିଲେ ଆଫଗାନୀ ।
ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ମଧ୍ୟ ଶେଷ ଓଭରରେ ଯୁବ ବୋଲର ଅର୍ଶଦୀପ ସିଂ ବୋଲିଂ କରିଥିଲେ। ତାଙ୍କ ଉପରେ ୭ ରନ୍ ବଞ୍ଚାଇ ରଖିବାର ଦାୟିତ୍ୱ ଥିଲା।
ଆଫଗାନିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ପ୍ରଦର୍ଶନ ଉପରେ ଟିମ୍ ଇଣ୍ଡିଆର ଭାଗ୍ୟ ନିର୍ଭର କରୁଛି। ଏଥିସହ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଭାରତକୁ ବଡ ବିଜୟର ଆବଶ୍ୟକତା ରହିଛି।
ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍ ବାକିଥାଇ ହାସଲ କରିନେଇଛି ଶ୍ରୀଲଙ୍କା ଟିମ୍ ।
ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍କା। ଚଳିତ ଏସିଆ କପ୍ରେ ‘ସୁପର ୪’ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଦଳକୁ ଲାଗିଛି ଏହି ଝଟ୍କା। ଦଳରୁ ବାଦ୍ ପଡ଼ିଛନ୍ତି ଅଲ୍ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା।
ଗତକାଲିର ମ୍ୟାଚ୍ ଆରମ୍ଭରୁ ଶେଷ ଯାଏ ରୋମାଞ୍ଚରେ ଭରପୁର ଥିଲା। ପରସ୍ଥିତି ଏପରି ହୋଇଥିଲା କି ଶେଷ ଓଭରରେ ମ୍ୟାଚ୍ର ଫଳାଫଳ ସାମ୍ନାକୁ ଆସିଥିଲା।
ଆଜି ସୁପରସଣ୍ଡେରେ ଦୁବାଇରେ ଆମ୍ନାସାମ୍ନି ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ସଂସ୍କରଣରେ ଖେଳାଯିବ ଏହି ହାଇଭୋଲ୍ଟେଜ୍ T20 ମ୍ୟାଚ୍ ।
ଆସନ୍ତାକାଲି ସୁପର୍ସଣ୍ଡେରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପାଖାପାଖି ଗୋଟିଏ ବର୍ଷର ବ୍ୟବଧାନ ପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।
ଏସିଆ କପ୍ରେ ଭାରତ ପାଖରେ କ୍ରମାଗତ ତୃତୀୟ ମୁକୁଟ ଜିତିବାର ସୁଯୋଗ ରହିଛି। ଅନେକ ପୂର୍ବତନ କ୍ରିକେଟର୍ ଏଥର ବି ଟିମ୍ ଇଣ୍ଡିଆକୁ ତା’ର ସାମର୍ଥ୍ୟ ଦୃଷ୍ଟିରୁ ଫେଭରିଟ୍ ବିବେଚନା କରୁଛନ୍ତି। ତେବେ ଗତ କିଛି ବର୍ଷ ହେଲା ପ୍ରଭାବଶାଳୀ ପ୍ରଦର୍ଶନ କରିଆସୁଥିବା ପାକିସ୍ତାନ ରୋହିତ ଶର୍ମାଙ୍କ ଟିମ୍ ପାଇଁ ବଡ଼ ଆହ୍ୱାନ ହୋଇପାରେ।
ଏସିଆ କପର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍ ଅଗଷ୍ଟ ୨୮ରେ ଖେଳାଯିବ। ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ।