• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Benefits Of Pranayam

Three breathing yoga exercise will help immune system
ଏହି ୩ ପ୍ରାଣାୟାମ ବଢେଇବ ରୋଗ ପ୍ରତିରୋଧକ ଶକ୍ତି

ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ପ୍ରାଣାୟାମ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ। ଏହା ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଜୀବନଶୈଳୀକୁ ବିସ୍ତାର କରିବାରେ ସାହାଯ୍ୟ କରିଥାଏ। ଏହା ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖେ। ଆସନ୍ତୁ ଜାଣିବା ସର୍ବାଧିକ ଲାଭ ପାଇବା ପାଇଁ ପ୍ରତିଦିନ କେଉଁ ତିନୋଟି ବ୍ୟାୟାମ କରାଯାଇପାରିବ?

Anulom Vilom pranayama steps and health benefits
ସୁଖ ନିଦ୍ରା ପାଇଁ କରନ୍ତୁ ଅନୁଲୋମ୍-ବିଲୋମ୍; ବ୍ରୋଙ୍କାଇଟିସ୍‌ରୁ ମିଳିବ ମୁକ୍ତି

ଅନୁଲମ୍-ବିଲୋମ୍ ପ୍ରାଣାୟାମ ହେଉଛି ଶ୍ୱାସ ନେବା ଓ ଛାଡିବାର ଏକ ପ୍ରକ୍ରିୟା, ଯାହା ଅନେକ ଗମ୍ଭୀର ରୋଗର ଚିକିତ୍ସାରେ ପ୍ରଭାବଶାଳୀ ହୋଇଥାଏ। ଏହି ପ୍ରାଣାୟାମକୁ ଦୈନନ୍ଦିନ ଅଭ୍ୟାସ ଦ୍ୱାରା ଚାପ, ଉଦାସୀନତା ଓ ଚିନ୍ତାଜନିତ ରୋଗ ହ୍ରାସ ହେବା ସହିତ ହୃଦୟ, ଫୁସ୍‌ଫୁସ୍‌ ଓ ଶରୀରର ଅନ୍ୟ ଅଙ୍ଗକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ।