ଗ୍ୟାସ ଲିକକୁ ଦେଖି ସଂପୃକ୍ତ ଅଞ୍ଚଳରେ ରାସ୍ତାଘାଟକୁ ବନ୍ଦ କରିଛି ପୋଲିସ । ବିଶେଷ କରି ପଟିଆରୁ ଇନଫୋସିଟି ରାସ୍ତାକୁ ପୋଲିସ ବନ୍ଦ କରିଥିବା ସୂଚନା ମିଳିଛି।
ଗତକାଲି ରାତିରେ ରେମୁଣା ବ୍ଲକ ଗଡିଆମାଳ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ହୋଇ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ । ସେଥିରୁ ୧୮ ଜଣ ମହିଳା ଓ ଯୁବତୀ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।
ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବ୍ୟବହୃତ ବିଷାକ୍ତ ଗ୍ୟାସ ଲିକରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ବେଆଇନ୍ ଖନନ ପାଇଁ ବ୍ୟବହାର ବେଳ ଗ୍ୟାସ୍ ଲିକ୍ ସନ୍ଦେହ । ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି ।
ଷ୍ଟିମ୍ ପାଇପ୍ ଲାଇନ୍ ଫାଟି ୧୯ କର୍ମଚାରୀ ଗୁରୁତର ଗୁରୁତର
ପାଖାପାଖି ୬ ଘଣ୍ଟା ହେଲାଣି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଟ୍ୟାଙ୍କର ଓଲଟି ପଡ଼ିବା ପରେ ଏଥିରୁ ଗ୍ୟାସ୍ ଲିକ୍ ହେବାରେ ଲାଗିଛି।
ବିଶାଖାପାଟଣା ନିକଟରେ ଥିବା ଏକ ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଶତାଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଗ୍ୟାସ୍ ଲିକ୍ ଯୋଗୁ ଏଠାରେ କାମ କରୁଥିବା କର୍ମଚାରୀଙ୍କ ଆଖି ପୋଡ଼ିବା ସହିତ ବାନ୍ତି ହୋଇଥିଲା।
ଆନ୍ଧ୍ରପ୍ରଦେଶ ଆନକାପଲ୍ଲି ଜିଲ୍ଲାର ଅଚ୍ୟୁତାପୁରମରେ ଥିବା ପୋରସ ଲାବରୋଟେରୀରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ୩୦ରୁ ଅଧିକ ମହିଳା ଚେତାଶୂନ୍ୟ ହେବା ସହ ଅସୁସ୍ଥ ହୋଇଥିବା ସୂଚନା...
କଟକ: ରୋଷେଇ ଗ୍ୟାସ ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ଗୁରୁତର। କଟକ ଜିଲ୍ଲା ବାଙ୍କି ପଶାଣିଆରେ ଘଟିଛି ଏହି ଅଭାବନୀୟ ଘଟଣା। ୩ ଆହତଙ୍କ ମଧ୍ୟରେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ସ୍ୱାମୀ ଓ ପୁଅ ମଧ୍ୟ ଆହତ ଅଛନ୍ତି। ସମସ୍ତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସରସ୍ୱତୀ କର, ବାବୁଲି କର ଓ ଆଦିତ୍ୟ କର। ମିଳିଥିବା ସୂଚନା ଅନୁସାରେ ସରସ୍ୱତୀଙ୍କ ଶରୀର ୯୦ପ୍ରତିଶତ ପୋଡ଼ି ହୋଇଯାଇଥିବାର ଜଣାପଡ଼ିଛି। ଅନ୍ୟପକ୍ଷରେ, […]