ବିବାହର ବର୍ଷକ ପରେ ତାଙ୍କର ପ୍ରଥମ ସନ୍ତାନ ବିନାୟକ ଜନ୍ମ ନେବା ପରେ ସେ ନିଷ୍ପତ୍ତି ନେଲେ ଗାଁକୁ ଫେରିବେ । ଆଉ ସେଠାରେ ଭଗବାନଙ୍କୁ ଧନ୍ୟବାଦ ଜଣାଇବେ ।