ବିଜୟ ଦେବରକୋଣ୍ଡାଙ୍କ ଠାରୁ ଆରମ୍ଭ କରି କେଜିଏଫ୍ ଷ୍ଟାର୍ ୟଶ୍ ସମେତ ଅନେକ ସାଉଥ୍ କଳାକାରଙ୍କୁ ଆମେ ନିଶ ଦାଢିରେ ଦେଖୁ। ଏମାନେ ନଭେମ୍ବର ମାସରେ ଶେଭ୍ ହୁଅନ୍ତି ନାହିଁ। ଏହା ପଛରେ ରହିଛି ନିଆରା କାରଣ। ତେବେ ଆସନ୍ତୁ ସେହି କଳାକାରମାନଙ୍କ ବିଷୟରେ ଜାଣିବା ଯେଉଁମାନେ ‘ନୋ ଶେଭ୍ ନଭେମ୍ବର’କୁ ପାଳନ କରନ୍ତି।
କମିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୩୫୦ ଟଙ୍କା ରହିଛି ।
ଏ ମଣିଷ ନା ଦାନବ । ଟଙ୍କା ପାଇଁ ନିଜ ଗର୍ଭବତୀ ସ୍ତ୍ରୀକୁ ବି ଛାଡ଼ିଲାନି ।
ଭାରତ ଜିତିବା ପରେ ବାଂଲାଦେଶ ଓ ପାକିସ୍ତାନୀ ଫ୍ୟାନ୍ସ ରାଗରେ ରକ୍ତ ଚାଉଳ ଚୋବାଉ ଥିବା ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ବାଂଲାଦେଶ ଖେଳାଳି ଫେକ୍ ପିଲ୍ଡିଂ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ବାଂଲାଦେଶ ଖେଳାଳି ନୁରୁଲ୍ ହସନ୍ ଏହି ପ୍ରସଙ୍ଗ ଉଠାଇଛନ୍ତି।
ବାଜିଲା ଗୁଜରାଟ ବିଗୁଲ୍। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରେସ୍ମିଟ୍ରେ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି।
ତା’ ବିନା ସବୁ କିଛି ଅଧୁରା ଲାଗୁଥିଲା । ପ୍ରେମିକାର ପରିବାର ଲୋକ ଭେଟିବାକୁ ଦେଉନଥିଲେ । ଶେଷରେ ଚରମ ନିଷ୍ପତ୍ତି ନେଲେ ଯୁବକ । ‘ତେରେ ବିନା ମରଜାୱାଁ’ ଗୀତରେ ରିଲ୍ କରି ବିଷ ପିଇଦେଲେ ।
କର୍ମଚାରୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି କି ଏଲୋନ୍ ମସ୍କ ? କର୍ମଚାରୀମାନେ ସପ୍ତାହକ ୭ ଦିନ କାମ କରୁଛନ୍ତି । ଛୁଟି ବୋଲି ଗୋଟିଏ ମିଳୁନି ।
ମୃତ୍ୟୁ ନାଁ ଶୁଣିଲେ ଲୋକେ ତ ଡରନ୍ତି। ଏହା ବିଷୟରେ ଆଲୋଚନା କରିବା ତ ଦୂରର କଥା ଏହି ଶବ୍ଦକୁ ଅଶୁଭ ବୋଲି ମଧ୍ୟ ମାନନ୍ତି। ହେଲେ ଏମିତି ଏକ ଜାଗା ଅଛି ଯେଉଁଠି ନିଜ ମୃତ୍ୟୁ ପାଇଁ ସଜବାଜ ହୁଅନ୍ତି ଲୋକେ ଆଉ ଅପେକ୍ଷା କରନ୍ତି ସେହି ଦିନକୁ।
ଭାରତର ବିଜୟ ପରେ ବାଂଲାଦେଶ ଓ ପାକିସ୍ତାନୀ ଫ୍ୟାନ୍ସ ରାଗରେ ରକ୍ତ ଚାଉଳ ଚୋବାଉ ଥିବା ଦେଖିବାକୁ ମିଳିଛି। ସେମାନେ ଫିଲ୍ଡ୍ରେ ଥିବା ଅମ୍ପାୟର୍ସଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି।
କିଏ ଜାଣିଥିଲା ସକାଳ ହେଉ ହେଉମାଡ଼ି ଆସିବ ମୃତ୍ୟୁ । ହୋଟେଲରେ ନିଆଁ ଲାଗି ଦୁଇ ଜଣ କର୍ମଚାରୀଙ୍କ ଜୀବନ ଚାଲିଗଲା ।
ଗୁଜରାଟ ବିଧାନସଭା ନିର୍ବାଚନ(Gujarat Election) ସମ୍ପର୍କରେ ବିସ୍ତୁତ ତଥ୍ୟ ଦେବେ ECI
ପୂର୍ବରୁ ମହିଳା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଥିବା ବେଳେ ୨୦୨୩କୁ ନେଇ ସେ କରିଛନ୍ତି ଭୟଙ୍କର ପୂର୍ବାନୁମାନ। ହଜାର ହଜାର ଲୋକଙ୍କ ମୃତ୍ୟୁ ହେବ ବୋଲି ସେ କହିଛନ୍ତି। ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ଅନେକ ବିବାହିତ ବ୍ୟକ୍ତି ସେମାନଙ୍କ ବିବାହକୁ ନେଇ ଅନୁତାପ କରୁଥିବା ଶୁଣାଯାଏ। ଗୋଟିଏ ସମ୍ପର୍କକୁ ବଜାୟ ରଖିବାକୁ ନେଇ ସେମାନେ ବିବ୍ରତ ହୋଇ ପଡନ୍ତି। କିନ୍ତୁ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଜୀବନରେ ଅନେକ ବିବାହ କରିଛନ୍ତି। ଜଣେ ବ୍ୟକ୍ତି ୮୮ତମ ବିବାହ କରିବାକୁ ଯାଉଛନ୍ତି।
ମୋର୍ବି କୋର୍ଟରୁ ଝୁଲାପୋଲ ଯାଏଁ ଶୋଭାଯାତ୍ରାରେ ଯିବା ସହ ମୃତକଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି ।
ବିବାହ ଏକ ପବିତ୍ର ବନ୍ଧନ ହୋଇଥିବା ବେଳେ ଏନେଇ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ହୃଦୟ ମିଶିଥାଏ। କିନ୍ତୁ ୨ ନାମକରା ସୁନ୍ଦରୀ ପରସ୍ପରଙ୍କୁ ବିବାହ କରିବା ନିଶ୍ଚିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ଆସନ୍ତୁ ଜାଣିବା କିଏ ସେମାନେ…
ଚଳିତ ବିଶ୍ୱକପରେ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ସୁପର ୧୨ର ଗୋଟିଏ ମ୍ୟାଚ୍ରେ ଭାରତ ୫ ରନରେ ବାଂଲାଦେଶକୁ ହରାଇ ସେମି ଫାଇନାଲରେ ନିଜର ଗୋଟିଏ ପାଦ ସୁଦୃଢ଼ କରିଛି।
ବଜାରରେ ଉପଲବ୍ଧ ବିଭିନ୍ନ ଅବସର ଯୋଜନାକୁ ନେଇ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି କି? PPF, EPF, GPFର ମାନେ କ’ଣ, ଏଥିରେ କ’ଣ ରହିଛି ସୁବିଧା ଏସବୁ ବିଷୟରେ ଅଜଣା ଅଛନ୍ତି କି? ତେବେ ଆସନ୍ତୁ ଜାଣିବା।
କୁନି ଦେଶ ୟୁକ୍ରେନ୍ ନିଜର ବୁଦ୍ଧି ଓ କୌଶଳ କ୍ରମେ ଏବେ ବି ଲଢ଼େଇ ଜାରି ରଖିଛି । ଆଉ ବାରମ୍ବାର ଋଷ ଭଳି ଶକ୍ତିଶାଳି ସେନାକୁ ଜବରଦସ୍ତ ଝଟ୍କା ଦେବାରେ ଲାଗିଛି ।
ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଆଜି ବଲିଉଡ୍ ବାଦଶାହ ସୁପରଷ୍ଟାର ଶାହାରୁଖ ଖାନଙ୍କ ଜନ୍ମଦିନ। ତାଙ୍କ ପାଖରେ ଏମିତି ଅନେକ ଦାମୀ ଜିନିଷ ଅଛି , ଯାହାକୁ ସେ କେବଳ ଉପଭୋଗ କରୁ ନାହାନ୍ତି ଏଥିରୁ କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ଆସନ୍ତୁ ଜାଣିବା…
ଅତ୍ୟାଚାରରେ ଅତିଷ୍ଠ ହୋଇ ପୁଅକୁ ସୁପାରୀ ଦେଇ ମାରିଦେବାକୁ ଯୋଜନା କରିଥିଲେ ବାପାମାଆ ।
ପ୍ରଥମେ ବ୍ୟାଟିଂ କରି ଭାରତ ବାଂଲାଦେଶକୁ ୧୮୫ ରନ୍ର ଟାର୍ଗେଟ ଦେଇଛି ।
ଶାହାରୁଖ୍ଙ୍କ ଜନ୍ମଦିନରେ ରିଲିଜ୍ ହୋଇଥିବା ‘ପଠାନ’ ଫିଲ୍ମର ଟିଜର୍ ଫ୍ୟାନ୍ସଙ୍କ ହୃଦୟ ଜିତିଛି । ୪ ବର୍ଷ ପରେ ଫିଲ୍ମର ମୁଖ୍ୟ ଭୂମିକାରେ ଏଣ୍ଟ୍ରି ମାରୁଛନ୍ତି କିଙ୍ଗଖାନ୍ ଶାହରୁଖ୍ ।
ଏଣିକି ଘରେ ବସି ଆପଣ FIR ରୁଜୁ କରିପାରିବେ। ହେଲେ ଏଥିପ୍ରତି ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। ଯଦି କୌଣସି ମିଛ ଅଭିଯୋଗ କରନ୍ତି, ହୁଏତ ଆପଣଙ୍କ ଉପରେ ଏହା ଭାରି ପଡ଼ିପାରେ।
କେଶ ଧୋଇବା ସମୟରେ ଷ୍ଟ୍ରୋକର ଶିକାର ହେଲେ ହାଇଦ୍ରାବାଦ୍ ମହିଳା, ଏହି ଘଟଣାକୁ ନେଇ ସତର୍କ କଲେ ସ୍ନାୟୁ ବିଶେଷଜ୍ଞ।