ଖୋର୍ଦ୍ଧା ବାଲୁଗାଁରେ ସମ୍ପତ୍ତି ବିବାଦକୁ ନେଇ ବୋମା ମାଡ଼ ହୋଇଥିବା ଜଣାପଡିଛି। ବାପା ଓ ସାନପୁଅ ବଡ଼ ପୁଅକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଘର ଉପରକୁ ବୋମା ମାଡ଼ କରିଥିଲେ। କିନ୍ତୁ ବୋମାଟି ଛିଟିକି ଆସି ସାନପୁଅ ଦେହରେ ବାଜିଥିଲା।
ବିଶ୍ୱକପ୍ ମ୍ୟାଚ୍ ଦେଖିବା ପାଇଁ ନିଜ ପୁଅକୁ ଜୀବନରୁ ମାରିଦେଇଛି ବାପା । ଏହି ଘଟଣାରେ କାନପୁର ପୋଲିସ୍ ଅଭିଯୁକ୍ତ ବାପାକୁ ଗିରଫ କରିଛି ।
ଅତ୍ୟାଚାରରେ ଅତିଷ୍ଠ ହୋଇ ପୁଅକୁ ସୁପାରୀ ଦେଇ ମାରିଦେବାକୁ ଯୋଜନା କରିଥିଲେ ବାପାମାଆ ।
ଆଠଗଡ଼: ପୁଅର ହତ୍ୟାକାରୀ ସାଜିଲା ବାପା। ସପ୍ତାହ ତଳେ ପୁଅକୁ ମାରି ବାଡ଼ି ପଛ ପଟେ ପୋତି ଦେଇଥିଲା ବାପା। ହେଲେ ଏବେ ସାମ୍ନାକୁ ଆସିଲା ସତ। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କର ୩୦ ବର୍ଷୀୟ ପୁଅକୁ ହତ୍ୟା କରିଥିବା ଜଣାପଡ଼ିଛି। ସପ୍ତାହ ତଳେ ଏହି ହତ୍ୟାକାଣ୍ଡ ହୋଇଥିଲା। ଯେମିତି କେହି ନ ଜାଣି ପାରିବେ, ସେନେଇ ସମ୍ପୃକ୍ତ […]