ଆପ୍ ଡାଉନ୍ଲୋଡ ପାଇଁ ଗୁଗଲ୍ ପ୍ଲେ ଷ୍ଟୋର୍ (Google Play Store) ହେଉଛି ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରୀଙ୍କ ପାଇଁ ସୁରକ୍ଷିତ ଡାଉନ୍ଲୋଡ ଆପ୍। କିନ୍ତୁ ବେଳେବେଳେ ପ୍ଲେ ଷ୍ଟୋର୍କୁ ମଧ୍ୟ ସାଇବର ଠକମାନେ ନିଜ କବ୍ଜାକୁ ନେଇ ୟୁଜର୍ସକୁ ନିଜ ଜାଲରେ ଫସାଇ ଥାନ୍ତି।
ଭୟଙ୍କର ଦୁର୍ଘଟଣାରେ ୭ଜଣଙ୍କର ଜୀବନ ଚାଲିଯାଇଛି ।
ସରକାରୀ ଶିକ୍ଷକଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟର ଶିକ୍ଷାର ଉନ୍ନତି ପାଇଁ ଯୋଗୀ ସରକାର କଠୋର ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଦ ବୋଷ ଓ ବିଚାରପତି ସୁଧାଂଶୁ ଧୁଳିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଛନ୍ତି ।
ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ଟ୍ୱିଟର(Twitter)ର ନୂଆ ବସ୍ ଏଲନ୍ ମସ୍କ(Elon Musk) କମ୍ପାନୀକୁ ନିଜ ଅଧିନକୁ ନେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି।
ବଢିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୩୫୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୬୦୦ ଟଙ୍କା ରହିଛି ।
ଯଦି ଆପଣ ଜଣେ ମିଡିଆ ପ୍ରଫେସନାଲ୍ ଓ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସ୍ୱାଧୀନ ଭାରତର ପ୍ରଥମ ଭୋଟର୍ ଶ୍ୟାମ ସରଣ ନେଗୀଙ୍କ ଆଜି ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ବୟସ ହୋଇଥିଲା।
ଆସନ୍ତା ୬ରେ ପୁଣି ଭାରତ-ସ୍ପେନ୍ ମଧ୍ୟରେ ହେବ ଟକ୍କର ।
ଆଜି ବିରାଟ କୋହଲିଙ୍କ ଜନ୍ମଦିନ । ମହାନଦୀ ଜଳରାଶିରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ।
ଫଟୋରେ ହସୁଥିବା ଏହି ବାଳକ ଜଣକ ଆଜି ଜଣେ ଜଣାଶୁଣା ତାରକା। ତାଙ୍କର ପତ୍ନୀ ଜଣେ ଲୋକପ୍ରିୟ ସିନେ ଅଭିନେତ୍ରୀ। ବିଶ୍ୱର ଲୋକେ ତାଙ୍କୁ ଭଲଭାବେ ଜାଣନ୍ତି। କହିଲେ ଦେଖିବା ଏହି ବାକଳ ଜଣକ କିଏ?
କୋହଲିଙ୍କ ପାଇଁ ରେକର୍ଡ ଭାଙ୍ଗିବା ଏବଂ ନୂଆ ରେକର୍ଡ ତିଆରି କରିବା ଏକ ହବି । ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ରେ ୭୧ ଟି ଶତକ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ କ୍ୟାରିଅର୍ର କିଛି ଭଲ ଇନିଂସ ବିଷୟରେ।
ଏମାନଙ୍କୁ ଭଗବାନ୍ ବି କ୍ଷମା ଦେବେନି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଚାରି ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ କରାଯାଇଛି ।
ଟିମ୍ ଇଣ୍ଡିଆର ଡେଥ୍ ଓଭର୍ସ ସମସ୍ୟା ସମ୍ପୂର୍ଣ୍ଣ ରୂପେ ନ ହେଲେ ବି ଅନେକାଂଶରେ ଦୂର ହୋଇପାରିଛି। ଟିମ୍ର ନୂଆ ଡେଥ୍ ଓଭର୍ ବୋଲର୍ ଭାବେ ବାମହାତି ପେସର୍ ଅର୍ଶଦୀପ ସିଂହଙ୍କ ଅଦ୍ଭ୍ୟୁଦୟ ହୋଇଛି। ସ୍ୱଳ୍ପ ଅଭିଜ୍ଞତା ମଧ୍ୟରେ ସେ ବଡ଼ ସଫଳତା ପାଇଛନ୍ତି।
ଆମ ଦଳର ସାଂସଦମାନଙ୍କୁ ବ୍ଲାକମେଲ୍ କରାଯାଉଛି
ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି
ମନ୍ଦିର ବାହାରେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ପ୍ରାର୍ଥିତ୍ୱ ନେଇ ୧୬ ଲକ୍ଷ ଲୋକ ନିଜର ପସନ୍ଦ ବ୍ୟକ୍ତ କରିଥିଲେ । ଆଉ ତା’ପରେ ଇସୁଦାନଙ୍କୁ( Isudan Gadhvi) ବାଛିଛନ୍ତି ଅରବିନ୍ଦ କେଜ୍ରିୱାଲ ।
ରାତାରାତି କୋଟିପତି କଲା ଲଟେରୀ । ଗୋଟିଏ ଦିନରେ ୨ କୋଟି ୮୩ ଲକ୍ଷ ଟଙ୍କା ଜିତିଲେ ମହିଳା ।
କମିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୩୫୦ ଟଙ୍କା ରହିଛି ।
ଏଲନ୍ ମସ୍କ ପାଖାପାଖି ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ସାରିଛନ୍ତି !
ଭାରତର ବଡ଼ ବଡ଼ ମିଡିଆ ହାଉସ୍ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
ଘର ଆଗରେ ଖବର କାଗଜ ଦେଖିଲେ ଏହି ଘଟଣା ସମ୍ପର୍କରେ ମନେ ପକାଇବେ । ଆପଣଙ୍କ ଛାତିରେ ଛନକା ପଶିବ ।
ଦୀପାବଳି ପରେ ଲଗାତାର ଭାବେ ଦିଲ୍ଲୀ ଓ NCR ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ, ଲୋକମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।