• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ind Vs Ban

IND vs BAN
ବିଶ୍ୱକପ୍ କ୍ରିକେଟରେ ଭାରତର କ୍ରମାଗତ ଚତୁର୍ଥ ବିଜୟ, ୭ ୱିକେଟରେ ହାରିଲା ବାଂଲାଦେଶ

ଛକାରେ ଶତକ, ଛକାରେ ବିଜୟ.. ସୁବମନ ଗିଲ, ରୋହିତ ଶର୍ମା ଓ କେଏଲ ରାହୁଲଙ୍କ କମାଲ..୪୧ତମ ଓଭରରେ ବିରାଟଙ୍କ ବିଶାଳ ଛକା ଦେଲା ବିଜୟ....

Ind vs ban 1st test day
ବଡ ବିଜୟ: ବାଂଲାଦେଶକୁ ୧୮୮ରେ ପରାସ୍ତ କଲା ଭାରତ

ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କ ଉତ୍କୃଷ୍ଟ ବୋଲିଂ ଆଧାରରେ ଭାରତ ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନ୍‌ରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ପ୍ରଥମ ଇନିଂସ୍‌ରେ ୧୫୦ ରନ୍ କରିଥିବା ଆୟୋଜକ ଟିମ୍ ଦ୍ୱିତୀୟ ଇନିଂସ୍‌ରେ ୩୨୪ ରନ୍ ସଂଗ୍ରହ କରିଥିଲା।

IND vs BAN
ବାଂଲାଦେଶ ବିପକ୍ଷରେ ଟିମ୍‌ ଇଣ୍ତିଆର ଦମଦାର ବିଜୟ; ସେମିଫାଇନାଲ ରାସ୍ତା ପକ୍କା

ଚଳିତ ବିଶ୍ୱକପରେ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ସୁପର ୧୨ର ଗୋଟିଏ ମ୍ୟାଚ୍‌ରେ ଭାରତ ୫ ରନରେ ବାଂଲାଦେଶକୁ ହରାଇ ସେମି ଫାଇନାଲରେ ନିଜର ଗୋଟିଏ ପାଦ ସୁଦୃଢ଼ କରିଛି।

IND vs BAN
ICC T20 World Cup 2022: ଫିଲ୍ଡରେ କୋହଲିଙ୍କ ଜଲୱା, ବାଂଲାଦେଶକୁ ୧୮୫ ରନ୍‌ର ଟାର୍ଗେଟ୍‌

ପ୍ରଥମେ ବ୍ୟାଟିଂ କରି ଭାରତ ବାଂଲାଦେଶକୁ ୧୮୫ ରନ୍‌ର ଟାର୍ଗେଟ ଦେଇଛି ।

IND vs BAN
ICC Women's WorldCup: ଭାରତ ପାଇଁ କର ବା ମର ସ୍ଥିତି

ଆଜିର ମ୍ୟାଚ୍ ହାରିଲେ ଭାରତୀୟ ମହିଳା କ୍ରିକେଟ ଟିମ ପାଇଁ ସେମିଫାଇନାଲ ଯିବା ବାଟ ପ୍ରାୟ ବନ୍ଦ ହୋଇଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୫ଟିରୁ ୨ଟିରେ ହିଁ ଜିତି ପାରିଛି ।