ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ଭାରତର ସର୍ବାଧିକ ସ୍କୋର୍ ବୋଲି କୁହାଯାଉଛି । ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ମଧ୍ୟରେ ଏହା ହେଉଛି ସର୍ବାଧିକ ଇନିଂସ ସ୍କୋର।
ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଭାରତର ବୃହତ ବିଜୟ । ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୮୦ ରନରେ ହରାଇଲା ଟିମ୍ ଇଣ୍ଡିଆ ।
ଭାରତର ୧୯୭ ରନ୍ ଟାର୍ଗେଟର ଜବାବରେ ବାଂଲାଦେଶ ୮ ୱିକେଟ୍ ହରାଇ ୧୪୬ ରନ କରିବାରେ ସକ୍ଷମ ହୋଇଥିଲା ।
ଛକାରେ ଶତକ, ଛକାରେ ବିଜୟ.. ସୁବମନ ଗିଲ, ରୋହିତ ଶର୍ମା ଓ କେଏଲ ରାହୁଲଙ୍କ କମାଲ..୪୧ତମ ଓଭରରେ ବିରାଟଙ୍କ ବିଶାଳ ଛକା ଦେଲା ବିଜୟ....
ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କ ଉତ୍କୃଷ୍ଟ ବୋଲିଂ ଆଧାରରେ ଭାରତ ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନ୍ରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ରହିଛି। ପ୍ରଥମ ଇନିଂସ୍ରେ ୧୫୦ ରନ୍ କରିଥିବା ଆୟୋଜକ ଟିମ୍ ଦ୍ୱିତୀୟ ଇନିଂସ୍ରେ ୩୨୪ ରନ୍ ସଂଗ୍ରହ କରିଥିଲା।
ଚଳିତ ବିଶ୍ୱକପରେ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ସୁପର ୧୨ର ଗୋଟିଏ ମ୍ୟାଚ୍ରେ ଭାରତ ୫ ରନରେ ବାଂଲାଦେଶକୁ ହରାଇ ସେମି ଫାଇନାଲରେ ନିଜର ଗୋଟିଏ ପାଦ ସୁଦୃଢ଼ କରିଛି।
ପ୍ରଥମେ ବ୍ୟାଟିଂ କରି ଭାରତ ବାଂଲାଦେଶକୁ ୧୮୫ ରନ୍ର ଟାର୍ଗେଟ ଦେଇଛି ।
ଆଜିର ମ୍ୟାଚ୍ ହାରିଲେ ଭାରତୀୟ ମହିଳା କ୍ରିକେଟ ଟିମ ପାଇଁ ସେମିଫାଇନାଲ ଯିବା ବାଟ ପ୍ରାୟ ବନ୍ଦ ହୋଇଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ୫ଟିରୁ ୨ଟିରେ ହିଁ ଜିତି ପାରିଛି ।