କେନ୍ଦ୍ର ଅର୍ଥମନ୍ତ୍ରୀ ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ,କେନ୍ଦ୍ର ସରକାର ଗତ ୨ତାରିଖରେ ନିୟମ ପରିବର୍ତ୍ତନ କରିଛନ୍ତି । ୨୦୨୫ ମସିହା ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲରେ ଏନେଇ ବ୍ୟବସ୍ଥା ଥିବା ଜଣାଇଛନ୍ତି ଅର୍ଥମନ୍ତ୍ରୀ ।
ବଜାରରେ ଉପଲବ୍ଧ ବିଭିନ୍ନ ଅବସର ଯୋଜନାକୁ ନେଇ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି କି? PPF, EPF, GPFର ମାନେ କ’ଣ, ଏଥିରେ କ’ଣ ରହିଛି ସୁବିଧା ଏସବୁ ବିଷୟରେ ଅଜଣା ଅଛନ୍ତି କି? ତେବେ ଆସନ୍ତୁ ଜାଣିବା।