ଟି-୨୦ ବିଶ୍ୱକପ୍ରେ ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଐତିହାସିକ ମେଲ୍ବର୍ଣ୍ଣ ଷ୍ଟାଡିୟମ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଛି ।
IT ମନ୍ତ୍ରଣାଳୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧୀନରେ NICରେ ବୈଜ୍ଞାନିକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ମୋଟ ୧୨୭ ଟି ପଦବୀ ପୂରଣ ହେବ। ଦରମା ୨ ଲକ୍ଷ।
ତାଞ୍ଜାନିଆରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳେ ଭିକ୍ଟୋରିଆ ହ୍ରଦରେ ବିମାନଟି ଖସି ପଡ଼ିଥିବା ସୂଚନା ମିଳିଛି।
ଆଜିକାଲି ଭାରତୀୟ ଦର୍ଶକଙ୍କ ମଧ୍ୟରେ ଛାଇଯାଇଛି ସାଉଥ୍ ଫିଲ୍ମ। ବଲିଉଡ୍ ତା’ ଆଗରେ ତୁଚ୍ଛ ହୋଇଯାଉଛି। ଏହା ପଛରେ ଥିବା କାରଣକୁ ଲୋକଙ୍କ ସାମ୍ନାକୁ ଆଣିଛନ୍ତି ଋଷବ ଶେଟ୍ଟୀ। ଜାଣନ୍ତୁ ସେ କ’ଣ କହିଛନ୍ତି।
ରଣବୀର କପୁର ଓ ଆଲିଆ ଭଟ୍ଟ ବାପାମାଆ ହୋଇଛନ୍ତି। ଆଲିଆ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏନେଇ କପୁର ପରିବାରରେ ଖେଳିଯାଇଛି ଆନନ୍ଦର ଲହରି।
ଗୋଟିଏପଟେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍(T20 World Cup 2022) ମ୍ୟାଚ୍ ଚାଲିଥିବା ବେଳେ ଅନ୍ୟପଟେ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁଣାତିଲକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି।
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ରବିବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଜୟା କହିଥିଲେ ଯେ- ମୋର ଏହି ମନ୍ତବ୍ୟ ଶୁଣିବା ପରେ କିଛି ଲୋକମାନେ ଆପତ୍ତି ଉଠାଇପାରନ୍ତି।
ଟ୍ୱିଟରରେ ବ୍ଲୁ-ଟିକ୍ ପାଇଥିବା ୟୁଜର୍ସଙ୍କୁ ଫି’ ଦେବାକୁ ପଡ଼ିବ ବୋଲି ପୂର୍ବରୁ ଏଲନ୍ ମସ୍କ ଘୋଷଣା କରିଥିଲେ। ସିରିଜ୍ ଅଫ୍ ଟ୍ୱିଟ୍ ଅର୍ଥାତ୍ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ମସ୍କ ଏସମ୍ପର୍କରେ ସ୍ପଷ୍ଟ କରିଥିଲେ।
ଭୟାନକ୍ ଦୁର୍ଘଟଣାରେ ନେଇଗଲା ଜୀବନ, ଗ୍ୟାସ୍ କଟରରେ ବାହାର କରାଗଲା ଶବ
UPI ତାହା କରିଦେଖେଇଛି ଯାହା କଳ୍ପନା କରିଥିଲା। ଦେଶର ଶେଷ ସୀମାରେ ଡିଜିଟାଲ ସେବା ପହଞ୍ଚିପାରିଛି। ଏହାକୁ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ପ୍ରାର୍ଥୀମାନେ ପ୍ରିଲିମିନାରୀ ଓ ମେନ୍ ପରୀକ୍ଷା ଭଳି ଦୁଇ କଠିନ ରାଉଣ୍ଡରେ ସଫଳ ହେବା ପରେ ମଧ୍ୟ UPSC ସାକ୍ଷାତକାର ରାଉଣ୍ଡରେ ବିଫଳ ହୁଅନ୍ତି। ଏହା ପଛର କାରଣ ମନୋବଳ ଭାଙ୍ଗିଯିବା। ସାକ୍ଷାତକାର ସମୟରେ କ’ଣ କରିବେ ଆସନ୍ତୁ ଜାଣିବା।
ପ୍ରତି ମାସରେ ଘରେ ବସି ଭଲ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? SBI ଆଣିଛି ନୂଆ ଫ୍ରାଞ୍ଚାଇଜ୍। ଏମିତି କରି ପ୍ରତି ମାସରେ ୬୦ ରୁ ୭୦ ହଜାର ଟଙ୍କା ରୋଜଗାର କରିପାରିବେ। ଆପଣ କିପରି ଏହାର ଫାଇଦା ନେଇପାରିବେ ଆସନ୍ତୁ ଜାଣିବା।
ଦୁର୍ଘଟଣାରେ ସାଇରସ ଓ ଜାହାଙ୍ଗୀରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନହିତା ଏବଂ ଡେରିୟସ୍ ଗୁରତର ଆହତ ହୋଇଥିଲେ।
ଭଦ୍ରକ ସଂସ୍କୃତି ଭବନରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ସେପଟେ ଗଣତି ପୂର୍ବରୁ ବଢ଼ିଲଣି ପ୍ରାର୍ଥୀମାନଙ୍କ ହୃତସ୍ପନ୍ଦନ, ଉତ୍କଣ୍ଠାରେ ମତଦାତା ।
ଆପଣ କେବେ ମଦ୍ୟ ଚା’ ବିଷୟରେ ଶୁଣିଛନ୍ତି କି? ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠି ମିଳୁଛି ଏହି ଚା’। ଏହାର ନାଁ ରହିଛି ‘ଓଲ୍ଡ ମଙ୍କ୍ ଟି’। ଜାଣନ୍ତୁ କେଉଁଠି ମିଳୁଛି।
ସକାଳ ହେଲେ ବେଶ ବଦଳାଇ ବାହାରି ଯାଆନ୍ତି ଏହି ମହିଳା ଆଇପିଏସ୍
ବରୁଣ ଧାୱନଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। ଏକ ଅଦ୍ଭୁତ ରୋଗ ସହ ଲଢୁଛନ୍ତି ସେ। ହରେଇବସିଲେଣି ନିଜର ସନ୍ତୁଳନ କ୍ଷମତା। କଠିନ ପରିଶ୍ରମ ଯୋଗୁଁ ଏପରି ହେଉଥିବା ସେ କହିଛନ୍ତି।
ବଲିଉଡ୍ ଅଫର୍ ପାଇଁ ପ୍ରତ୍ୟାଖ୍ୟାନ କଲେ କନ୍ନଡ ଷ୍ଟାର୍ ଋଷଭ ଶେଟ୍ଟୀ। ସେ ବଲିଉଡ୍ରେ କାମ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ଜାଣନ୍ତୁ ବଲିଉଡ୍ ଷ୍ଟାର୍ଙ୍କୁ ନେଇ ସେ କ’ଣ କହିଛନ୍ତି।
ପାର୍ଟିରେ ବହୁ ବଡ଼ବଡ଼ିଆ ଥିବା ଜଣାପଡ଼ିଛି
ଆଧାର କାର୍ଡରେ ବାୟୋମେଟ୍ରିକ୍ ତଥ୍ୟ ରହୁଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ। ଏହିସବୁ ତଥ୍ୟର ସୁରକ୍ଷା ମଧ୍ୟ ଜରୁରୀ। କୌଣସି କାରଣବଶତଃ ଯଦି ଏହି ତଥ୍ୟ ଚୋରି ହୋଇଯାଏ, ତା’ହେଲେ ହୁଏତ ଆପଣ ଅସୁବିଧାରେ ପଡ଼ିପାରନ୍ତି।
ଚାକିରି ଖୋଜୁଥିବା ଯୁବଗୋଷ୍ଠୀଙ୍କ ପାଇଁ ବଡ଼ ଖବର ।
ନିଆଁ ଆୟତ୍ତ ହେବା ପରେ ନୂଆ ଇଞ୍ଜିନ ଲଗାଯାଇଥିଲା । ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।
ଶସ୍ୟ ଅବଶେଷ ପୋଡ଼ା ଅଭିଯୋଗକୁ ଦିଲ୍ଲୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ।