ଥାନାରେ ଭିଡିଓ ରେକର୍ଡିଂ କରୁଥିବାର ଅଭିଯୋଗରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ।
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୭ ତମ ଜନ୍ମ ବାର୍ଷିକୀ। ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ତାଙ୍କୁ କିଏ ପ୍ରଥମେ ଲୌହ ମାନବ ଓ ସର୍ଦ୍ଦାର ଭାବେ ଡାକିଲେ।
ଖୁବ କମ ବୟସରେ ସ୍ୱାସ୍ଥ୍ୟ ଖରାପ ହେତୁ କୁନି ଝିଅର କାନ କଟିଯାଇଥିଲା। ଫଳରେ ସେ ସବୁଦିନ ପାଇଁ ହରେଇ ବସିଥିଲା ଶ୍ରବଣ ଶକ୍ତି। ଏବେ ତା’ ମୁହଁରେ ଫୁଟି ଉଠିଛି ହସ। କାରଣ ସେ ଏବେ ଶୁଣିବାକୁ ସକ୍ଷମ ହୋଇଛି।
ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
ମାଡ ଗୋଳ ଏତେ ଅଧିକ ଥିଲା ଯେ, କେହି କାହାକୁ ଛାଡିବାକୁ ନାରାଜ । ସ୍ଥିତି ଏମିତି ହୋଇଥିଲା ଯେ, ଏମାନେ ପୋଲିସ କର୍ମଚାରୀଙ୍କୁ ବି ମାଡ ମାରିଥିଲେ ।
କେବେ ଦେଖି ନଥିବେ କି ଭାବି ବି ନଥିବେ ଏମିତି କଳା ବିଷୟରେ। ଭାରତର ଏହି ଜାଗାରେ ଅଛନ୍ତି ଏମିତି ଜଣେ ମହିଳା ଯିଏ ଏଭଳି ନିଆରା କଳାରେ ସିଦ୍ଧହସ୍ତ। ସେ ମା’ କ୍ଷୀରରୁ ତିଆରି କରିପାରୁଛନ୍ତି ବିଭିନ୍ନ ପ୍ରକାର ଅଳଙ୍କାର। ଜାଣନ୍ତୁ ସେ କିପରି କରୁଛନ୍ତି ଏହି ଅଳଙ୍କାର।
SSC GD କନଷ୍ଟେବଳ ନିଯୁକ୍ତିକୁ ନେଇ ପ୍ରାର୍ଥୀଙ୍କ ଅପେକ୍ଷାର ଅନ୍ତ ହୋଇଛି। SSC ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୨୪,୩୬୯ ପଦବୀରେ ନିଯୁକ୍ତ କରିବ। ଏଥିରେ ବିଭିନ୍ନ ସୁରକ୍ଷା ବାହିନୀର ପୋଷ୍ଟ ଯେପରିକି BSF, CRPF, ITBP ଏବଂ ଅନ୍ୟାନ୍ୟ ପଦ ସାମିଲ୍ ରହିଛି।
ବଲିଉଡ୍ରେ ହିରୋଇନ୍ମାଙ୍କ ପାଇଁ ଷ୍ଟଣ୍ଟ୍ ଦେବାକୁ ହେଲେ ପୁରୁଷ ଷ୍ଟଣ୍ଟ୍ କଳାକାରଙ୍କ ଆବଶ୍ୟକ ହେଉଥିଲା। ମହିଳାଙ୍କ ବେଶରେ ସେମାନେ ଦେଉଥିଲେ ଷ୍ଟଣ୍ଟ୍। କିନ୍ତୁ ସବୁକିଛି ବଦଳିଗଲା ଯେତେବେଳେ ରେଶମା ପଠାନଙ୍କ ହେଲା ପ୍ରବେଶ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ।
ଟି-୨୦ ବିଶ୍ୱକପ୍(T20 World Cup 2022)ରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଅଷ୍ଟ୍ରେଲିଆର ପର୍ଥ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଟିମ୍।
ମୃତ୍ୟୁ କେତେବେଳେ କେମିତି ଆସେ ତାହା କେହିବି କହିପାରିବେନି। ଜନ୍ମ ହେବାର ମାତ୍ର ଘଣ୍ଟାକ ପରେ ଜଣେ ନବଜାତ ଶିଶୁ ଆଖି ବୁଜିଛି।
ଆଜି ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ ଏବଂ ସେ ୨୪ ବର୍ଷରେ ପାଦ ଦେଇଛନ୍ତି। ୨୦୧୯ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କ ତାଙ୍କ ସହ ଜଡିତ କିଛି ରୋଚକ କଥା ବିଷୟରେ ଜାଣିନେବା।
ବଲିଉଡର ଧାକଡ କ୍ୱିନ୍ କଙ୍ଗନା କଙ୍ଗନା ରାଣାୱତ୍ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ରାଜନୀତି ଚା ’କପ୍ ନୁହେଁ।
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଶନିବାର ଦିନ ସିଓଲର ଇଟେଓନରେ ହାଲୋଓ୍ୱିନ୍ ପର୍ବ ପାଳନ ବେଳେ ଏହି ଅଘଟଣ ଘଟିଛି। କରୋନା ପାଇଁ ଗତ ୨ ବର୍ଷ ଧରି ଏ ପର୍ବ ପାଳନ ହୋଇନଥିବାବେଳେ ଏଥର ପାଳ ହେଉଥିଲା।
ସାମ୍ନାକୁ ଆସିଲା ନୂଆ ଆଣ୍ଡ୍ରଏଡ୍ ଭାଇରସ୍। ୧୮ ବ୍ୟାଙ୍କ୍ ଉପଭୋକ୍ତାଙ୍କୁ ଟାର୍ଗେଟ୍ କରୁଛି। ଚୋରି କରୁଛି କ୍ରେଡିଟ୍ କାର୍ଡ CVV, PIN ଆଉ କି-ଡିଟେଲ୍ସ। କିପରି ରହିବେ ସାବଧାନ ଜାଣନ୍ତୁ।
ଗତ ଏପ୍ରିଲ୍ରେ ପ୍ରଧାନମନ୍ତ୍ରୀ ପଦ ଯିବା ପରଠୁ ରକ୍ତ ଚାଉଳ ଚୋବାଇ ଆସୁଛନ୍ତି ଇମ୍ରାନ୍।
ଆପଣ ୧୦ ପାଶ୍ କରିଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପରମାଣୁ ଉର୍ଜା ବିଭାଗରେ ଅଛି ସରକାରୀ ଚାକିରି। ମୋଟ ୩୨୧ଟି ପଦବୀ ଖାଲି ଅଛି। ଏନେଇ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ।
ମୋର ଏହି ମନ୍ତବ୍ୟ ଶୁଣିବା ପରେ କିଛି ଲୋକମାନେ ଆପତ୍ତି ଉଠାଇପାରନ୍ତି।
ଗୋଟିଏ ସମୟ ଥିଲା, ବିରାଟ ଭଲ ଫର୍ମରେ ନ ଥିଲେ ଏବଂ ତିନି ବର୍ଷରୁ ଅଧିକ ଦିନ ଧରି ତାଙ୍କ ବ୍ୟାଟ୍ରୁ ଶତକ ବାହାରି ନ ଥିଲା। ସେତେବେଳେ ସେ ନିଜେ ବି ବୁଝିପାରୁ ନ ଥିଲେ ଯେ ତାଙ୍କ ସହିତ କ’ଣ ଘଟୁଛି। ଖରାପ ପ୍ରଦର୍ଶନ ସ୍ଥଳେ ତାଙ୍କୁ କଡ଼ା ସମାଲୋଚନା ବି କରାଯାଉଥିଲା। ହେଲେ ଏବେ….
ଏହି ଜୋତା ହିଁ ଆପଣଙ୍କ ଚାଲିକୁ ଶିଖବ । ଆଉ ଅନୁଧ୍ୟାନ କରିବ । ଏହି ଜୋତା ପିନ୍ଧିଥିବା ଲୋକର ଚାଲି ଅନୁସାରେ ଜୋତା ନିଜକୁ ଆଡ୍ଜଷ୍ଟ କରିନେବ ଓ ଆବଶ୍ୟକ ଅନୁଯାୟୀ ସ୍ପିଡ୍ ବଢେଇବ।
ଆକ୍ରମଣ କରିଥିବା ଯୁବକଙ୍କ ମଧ୍ୟରେ ରାଜ୍ୟର ଜଣେ ଶାସକ ଦଳର ମନ୍ତ୍ରୀଙ୍କ ପୁତୁରା ରହିଥିବା ଜଣାପଡ଼ିଛି।
ପଶ୍ଟିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ବିବାଦରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏବେ ତାଙ୍କର ଦମଦାର ପ୍ରତ୍ୟାବର୍ତ୍ତନ ହୋଇଥିବା ଜଣାଯାଇଛି। ଜାଣନ୍ତୁ ଏନେଇ ସେ କ’ଣ କହିଛନ୍ତି।